Browsing Tag

padampur news

ପାଇକମାଲରେ ଅବସର ପ୍ରାପ୍ତ ବିଦ୍ୟୁତ୍‌ କର୍ମଚାରୀ ମାନଙ୍କ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ଗ୍ରୀଡ୍‌ ସବ୍‌ଷ୍ଟେସନ୍‌ ପରିସରରେ ପେନ୍‌ସନ୍‌ ଭୁକ୍ତ ୱେସ୍କୋ ଅବସର ପ୍ରାପ୍ତ କର୍ମଚାରୀ ମାନଙ୍କ ଏକ ବୈଠକ ଭରତ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଭାବେ ବଡ ଶତପଥି ଯୋଗଦେଇ ସମସ୍ତ…
Read More...

ପଦ୍ମପୁରରେ ବିରାଟ କୃଷକ ଗର୍ଜନ ସମାବେଶ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜବୋରାସମ୍ବର କୃଷକ ସଂଗଠନ ପଦ୍ମପୁର ଆହ୍ୱାନ କ୍ରମେ ବରଗଡ ଜିଲ୍ଲା ପଦ୍ମପୁର ଗୋରୁ ବଜାର ପ୍ରାଙ୍ଗଣରେ ଏକ ବିରାଟ କୃଷକ ଗର୍ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ ଓଡିଶା ତଥା ରାଜ୍ୟ ବାହାରୁ ଅନେକ କୃଷକ ନେତା ଯୋଗଦାନ କରି ସମାବେଶକୁ ସଫଳ…
Read More...

ହନୁମାନପଡାରେ ରାମାୟଣ ନବାହ ପାରାୟଣ ଆରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ହନୁମାନପଡା ସ୍ଥିତ ହନୁମାନ ମନ୍ଦିରର କାଳୀ ମଣ୍ଡପରେ ଶ୍ରୀ ରାମାୟଣ ନବାହ ପାରାୟଣ ଆରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ୯ ଦିନ ଧରି ଚାଲିବ । ହନୁମାନପଡା ମହିଳା ସମିତି ଦ୍ୱାରା କାର୍ତ୍ତିକ ବ୍ରତ ସହ ଏହି ବର୍ଷ ରାମାୟଣ ନବାହ ଆରମ୍ଭ ହୋଇଯାଇଛି…
Read More...

ପାଇକମାଲ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟରେ ‘ରାଣୀ ଦୁର୍ଗାବତୀ’ଙ୍କ ଜନ୍ମ ଦିନ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଅଖିଳ ଭାରତୀୟ ବନବାସୀ କଲ୍ୟାଣ ଆଶ୍ରମ ଓଡ଼ିଶା ପ୍ରାନ୍ତ ଆନୁକୁଲ୍ୟରେ ପାଇକମାଲ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟରେ ରାଣୀ ଦୁର୍ଗାବତୀଙ୍କ ଜନ୍ମ ଦିବସ ପାଳନ ହୋଇଯାଇଛି । ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଏକ ସଭାର…
Read More...

ତ୍ରିଦିବସୀୟ ସାଇନିଂ ଷ୍ଟାର ଶିକ୍ଷଣ କାର୍ଯ୍ୟକ୍ରମ ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସରକାରୀ ବାଳକ ଉଚ୍ଚବିଦ୍ୟାଳୟ ପରିସର ମଧ୍ୟରେ ବରଗଡ଼ ଶିକ୍ଷାଜିଲ୍ଲାର ତ୍ରିଦିବସୀୟ ସାଇନିଂ ଷ୍ଟାର ଶିକ୍ଷଣ କାର୍ଯ୍ୟକ୍ରମ ପୂର୍ବତନ ଜିଲ୍ଲା ଶିକ୍ଷା ଅଧିକାରୀ ମିତ୍ରଭାନୁ କଚ୍ଛପଙ୍କ ସଭାପତିତ୍ୱରେ ଉଦ୍‌ଘାଟିତ ହୋଇଯାଇଛି । ଏହି…
Read More...

ଯୁବାଖୋଲରୁ ଜମରତଲା ରାସ୍ତା ପାଇଁ ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହେଲେ ଗ୍ରାମବାସୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଯୁବାଖୋଲ ଗ୍ରାମରୁ ଜମରତଲା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ମରଣଜନ୍ତା ପାଲଟିଛି । ଏହି ରାସ୍ତାକୁ ଅନେକ ଥର କରିବା ପାଇଁ ଗ୍ରାମର ଆଇନ ଛାତ୍ର ଆଶିଷ ଜ୍ୟୋତିଷ ଟ୍ଵିଟର ମାଧ୍ୟମରେ ଗ୍ରାମ୍ୟ ବ୍ଲକ ଉନ୍ନୟନ…
Read More...

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଭେଟିଲେ ଗ୍ରାମବାସୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆସନ୍ତା ଡ଼ିସେମ୍ବର ମାସରେ ହେବାକୁଥିବା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ଗାଁର ୟୁପି ସ୍କୁଲର ଶତବାର୍ଷିକୀ ଉତ୍ସବ ସମାରୋହରେ ଯୋଗଦାନ କରିବା ପାଇଁ ଆଜି ବରଗଡ ସାଂସଦ ପ୍ରଦୀପ ପୁରୋହିତଙ୍କ ନେତୃତ୍ୱରେ ଗୁଦେରପାଲି ଗାଁର ପୁରାତନ…
Read More...

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ପାଠଚକ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜନୀତି ବିଜ୍ଞାନ ବିଭାଗର ସମ୍ମିଳନୀ ପ୍ରକୋଷ୍ଠରେ ଅଧ୍ୟକ୍ଷ ଲଳିତ ମୋହନ ପଣ୍ଡାଙ୍କ ସଭାପତିତ୍ୱରେ ଏକ ବିଭାଗୀୟ ପାଠଚକ୍ର ଅନୁଷ୍ଠିତ ହୋଇଥିଲା । ଯୁକ୍ତ ୩ ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ବର୍ଷର ଛାତ୍ରଛାତ୍ରୀମାନେ ତାଙ୍କର ନିବନ୍ଧ ଉପସ୍ଥାପନା କରି ଧର୍ମ…
Read More...

କରଣ ସମାଜ ଚିତ୍ର ଗୁପ୍ତ ମନ୍ଦିର ଓ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ୧୩ରେ ଭୂମି ପୂଜନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆସନ୍ତା ୧୩ ତାରିଖ ଦିନ ବୁଧବାର ତ୍ରୟୋଦଶୀ ତିଥିରେ ସକାଳ ୬ଟାରୁ ୮ଟା ମଧ୍ୟରେ ପଦ୍ମପୁର ଗଡ଼ଭାଟି ସ୍ଥିତ (ଗାଇସିଲାଟ ରୋଡ଼) ଶ୍ରୀ ଶ୍ରୀ ଚିତ୍ରଗୁପ୍ତ କଲ୍ୟାଣ ସଂଘ କରଣ ସମାଜ ପଦ୍ମପୁର ପକ୍ଷରୁ ନିଜସ୍ୱ ସ୍ଥାନରେ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ଦେବଙ୍କ ମନ୍ଦିର…
Read More...

ବନ୍ୟଜନ୍ତୁକୁ ହସ୍ତାନ୍ତର କରି ମହନୀୟତା ଦେଖାଇଲେ ଅକ୍ଷୟ ବିଶ୍ୱାଳ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଲୁହାରପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କବିବରପୁର ଗାଁର ଅକ୍ଷୟ ବିଶ୍ୱାଳ ଗାଁ ଜଙ୍ଗଲକୁ ଛେଳି ଚରାଇବା ସମୟରେ ଏକ ଜଙ୍ଗଲୀ ଜୀବ(ବରାହ) ପାଇଥିଲେ । ଶ୍ରୀ ବିଶ୍ୱାଳ ସଙ୍ଗେ ସଙ୍ଗେ ପଦ୍ମପୁର ବନବିଭାଗକୁ ଯୋଗାଯୋଗ…
Read More...