ଜିଲ୍ଲାସ୍ତରୀୟ ୧୭ ବର୍ଷରୁ କମ୍ ବିଦ୍ୟାଳୟ କ୍ରିକେଟ୍ ଚାମ୍ପିୟନ୍ସିପ୍ ଭଟଲି ଓ ପାଇକମାଲ ଫାଇନାଲରେ ପ୍ରବେଶ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଛିନ୍ଦେଇକେଲା ସ୍ଥିତ ଚନ୍ଦ୍ରଶେଖର ଷ୍ଟାଡିୟମ୍ରେ ଅନୁଷ୍ଠିତ ହେଉଥିବା ବରଗଡ ଜିଲ୍ଲାସ୍ତରୀୟ ୧୭ ବର୍ଷରୁ କମ୍ ବିଦ୍ୟାଳୟ କ୍ରିକେଟ୍ ଚାମ୍ପିୟନ୍ସିପ୍ ଦ୍ଵିତୀୟ ଦିନରେ ପାଇକମାଲ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୂଡ଼ାମଣି!-->…
Read More...
Read More...