ଇବ୍ ସେତୁ ନିର୍ମାଣ କାର୍ଯ୍ୟ : ଡ଼ିସେମ୍ବର ଶେଷ ସୁଦ୍ଧା କାର୍ଯ୍ୟାରମ୍ଭ, ସାଂସଦ ପ୍ରଦୀପ ପୁରୋହିତ
ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀର ସାଂସଦ ପ୍ରଦୀପ ପୁରୋହିତ ଆଜି ଜାତୀୟ ରାଜପଥ କର୍ତ୍ତୃପକ୍ଷର ଓଡିଶା ଆଞ୍ଚଳିକ ଅଧିକାରୀ ବୀରେନ୍ଦ୍ର ସିଂଙ୍କ ସହିତ କେତେଗୁଡିଏ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ ଓ ସଫଳତାର ସହ ସମ୍ପୂର୍ଣ୍ଣ କରିବା ସମ୍ପର୍କରେ ଏକ ପ୍ରେସ!-->…
Read More...
Read More...