Browsing Tag

padampur news

କେଉଁଟିପାଲି ଓ ଏମ୍ ଶ୍ରୀଗିଡାରେ ଧାନମଣ୍ଡି ଉଦ୍‌ଘାଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ବ୍ଲକ ଅନ୍ତର୍ଗତ ଏମ ଶ୍ରୀଗୀଡା ପ୍ରାଥମିକ ସମବାୟ ସମିତିର ଚଳିତ ବର୍ଷ ଖରିଫ ଫସଲ ବିକ୍ରି ପାଇଁ କେଉଁଟିପାଲି ମାର୍କେଟ ୟାର୍ଡ ଓ ଏମ ଶ୍ରୀଗୀଡା ମାର୍କେଟ ୟାର୍ଡ଼ରେ ଧାନମଣ୍ଡି ଉଦ୍‌ଘାଟନ ହୋଇଯାଇଛି । କେଉଁଟିପାଲୀ
Read More...

ହିରାପୁରରେ ଧାନମଣ୍ଡି ଉଦ୍‌ଘାଟନ ସମାରୋହ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ କେଛୋଦାଦର ପଞ୍ଚାୟତ ହିରାପୁର ଠାରେ ଚଳିତ ବର୍ଷର ଖରିଫ୍ ଋତୁରେ ଧାନ ସଂଗ୍ରହ ପାଇଁ ଆନୁଷ୍ଠାନିକରେ ମୁଖ୍ୟ ଅତିଥି ଭାବେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ କରକମଳରେ ଧାନମଣ୍ଡି ଉଦ୍‌ଘାଟନ ହୋଇଯାଇଛି । ବିଧିବଦ୍ଧ ଭାବେ
Read More...

ପାଇକମାଲ ଧାନ ମଣ୍ଡି ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲା ପଦ୍ମପୁର ଉପଖଣ୍ଡ ପାଇକମାଲ ସାପ୍ତାହିକ ବଜାର ପରିସରରେ ଆଜି ଧାନ ମଣ୍ଡି ଉଦ୍‌ଘାଟିତ ହୋଇଯାଇଛି । ଏହାକୁ ପାଇକମାଲ ପେକ୍ସ ସଭାପତି ବିଜୟ ସ୍ୱାଇଁ ନଡ଼ିଆ ବାଡେଇ ଦୀପ ପ୍ରଜ୍ୱଳନ କରି ଶୁଭ ଉଦ୍‌ଘାଟନ କରିଥିଲେ, ଏଥି ସହିତ ଶ୍ରୀସ୍ୱାଇଁ ଚାଷୀ
Read More...

ଝାରବନ୍ଧ ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟରେ ବିକଶିତ ୨୦୩୬ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଝାରବନ୍ଧ ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟରେ ବିକଶିତ ଓଡ଼ିଶା ୨୦୩୬ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଶ୍ୟାମସୁନ୍ଦର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଓଡ଼ିଶାକୁ ଆସନ୍ତା ୨୦୩୬ ମସିହା ପର୍ଯ୍ୟନ୍ତ
Read More...

ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ଚାଲିଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପ୍ରଶିକ୍ଷଣ ଅବସରରେ ଉକ୍ତ ବିଦ୍ୟାଳୟର ଡିଡିଓ ତଥା ପାଇକମାଲ ବ୍ଲକ ଶିକ୍ଷା ଅଧିକାରୀ ଚୁଡ଼ାମଣି ବାରିକଙ୍କୁ ପଦୋନ୍ନତି ସକାଶେ ଭବ୍ୟ ସମ୍ବର୍ଦ୍ଧନା
Read More...

ଦୁଇ‌ ବନ୍ଧୁଙ୍କ ନିଆରା‌ ପ୍ରକୃତି‌ ପ୍ରେମ‌

ପଦ୍ମପୁର, (ନିରୋଜ କୁମାର ପାଣି) : ବରଗଡ‌ ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ପଲ୍‌ସାପାଲି‌ ପଞ୍ଚାୟତ‌ ଘନାମାଲ ଗ୍ରାମର‌ ଦୁଇ ପ୍ରକୃତି‌ ବନ୍ଧୁ ଅନନ୍ତ କୁମାର୍‌ ମେହେର, ପିତା‌ ଯାଦବ‌ ମେହେର‌ ଏବଂ ପ୍ରକୃତି ବନ୍ଧୁ ଗୋବିନ୍ଦ ମେହେର, ପିତା‌ କାହ୍ନୁ ମେହେରଙ୍କ ନିଆରା ପ୍ରକୃତି‌ ପ୍ରେମ‌
Read More...

କନ୍ଦାଡଙ୍ଗରରେ ରୌପ୍ୟ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମ ପାଖରେ ଥିବା ପେଟଲିଝରନ୍ ଠାରେ ୧୯୯୬ରୁ ୨୦୨୩ ମସିହା ସ୍ଵାମୀ ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟରେ ପଢି ସାରିଥିବା ଛାତ୍ରଛାତ୍ରୀମାନଙ୍କୁ ନେଇ ଆଗାମୀ ଦିନରେ ହେବାକୁ ଥିବା ବନ୍ଧୁ ମିଳନ ଓ ରୌପ୍ୟ
Read More...

ରସମୁଣ୍ତାରେ ଅଖଣ୍ତ ଛପନ ପ୍ରହରୀ ନାମଯଜ୍ଞ ଆରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଭେଙ୍ଗରାଜପୁର ପଞ୍ଚାୟତ ରସମୁଣ୍ତା ଗ୍ରାମ ମାଁ ଲକ୍ଷ୍ମୀ ରାଇସ ମିଲ ପ୍ରୟୋଜକ ପରମାନନ୍ଦ ଅଗ୍ରୱାଲଙ୍କ ତତ୍ତ୍ୱାବଧାନରେ ଅଖଣ୍ତ ଛପନ ପ୍ରହରୀ ନାମଯଜ୍ଞ ଆରମ୍ଭ ହୋଇଯାଇଛି । ଏହି ନାମଯଜ୍ଞ ୧୭ରୁ ଆରମ୍ଭ ହୋଇ ୨୪ ତାରିଖ ଦୀର୍ଘ
Read More...

ବିନ୍ଧ୍ୟଗିରିବାସୀ ବିଂଝାଲ ସମାଜ ମହାସଭା ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସର୍ବ ଭାରତୀୟ ସ୍ୱାଲାଖ ବିନ୍ଧ୍ୟଗିରିବାସୀ ବିଂଝାଲ ସମାଜର ମହାସଭା ପାଇଁ ଏକ ପ୍ରସ୍ତୁତି ବୈଠକ ନୃସିଂହନାଥ ସ୍ଥିତ ବିନ୍ଧ୍ୟବାସିନୀ ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଲାଟ ସଭାପତି ହୃଷିକେଶ ବରିହା ସଭାପତିତ୍ୱ କରିଥିଲେ ।
Read More...

ସୋଢା ଗ୍ରାମର ଶିଶୁକନ୍ୟାକୁ ଧର୍ଷଣ ସହ ହତ୍ୟା କରିଥିବା ଅଭିଯୁକ୍ତକୁ ବରଗଡ ପସ୍କୋ କୋର୍ଟରେ ହାଜର କଲା ପୋଲିସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ସୋଢା ଗ୍ରାମରେ ୪ ବର୍ଷର ଶିଶୁକନ୍ୟାକୁ ଧର୍ଷଣ ସହ ପଥରରେ ମୁଣ୍ତକୁ ଛେଚି ହତ୍ୟା କରିଥିବା ଅଭିଯୁକ୍ତକୁ ପାଇକମାଲ ପୋଲିସ ବରଗଡ ପସ୍କୋ କୋର୍ଟରେ ଶନିବାର ହାଜର କରିଥିବାର ଜଣାପଡିଛି । ପ୍ରକାଶ ଥାଉକି
Read More...