Browsing Tag

padampur news

ପାଇକମାଲ ହାଇସ୍କୁଲରେ ମିଶନ୍-୧୦୦

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ମିଶନ ୧୦୦ର ୨ୟ ପର୍ଯ୍ୟାୟ ବିଇଓ ଚୁଡ଼ାମଣି ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ରାଜବୋଡାସମ୍ବର ବିଇଓ ଏହାକୁ ଉଦ୍‌ଘାଟନ କରିଥିଲେ । ପ୍ରଥମେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଏବଂ ବୀର…
Read More...

ତୃତୀୟ ଦିବସରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ

ଦର୍ଶକ ମାନଙ୍କୁ ହସାଇଲେ ଟିଙ୍କୁ ଟିଙ୍ଗାଲୁ ଓ ମିସ୍‌ ମିଲି ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦପୁର ଉପଖଣ୍ଡ ଟାଲ ଗ୍ରାମ ଠାରେ ତୃତୀୟ ଦିବସରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ପଣ୍ଡିତ ମାନଙ୍କ ପୂଜାପାଠରେ ସୂର୍ଯ୍ୟ ପୂଜା, ଚର୍ତୁଦ୍ଧା ମୂର୍ତ୍ତିଙ୍କ…
Read More...

ବିଶ୍ଵ ଭାରତୀୟ କ୍ରିକେଟ କପ୍ ଟୁର୍ଣ୍ଣାମେଣ୍ଟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଭୁବନେଶ୍ୱରପୁର ଗ୍ରାମରେ ଚାଲିଥିବା ୨୭ତମ ବିଶ୍ଵ ଭାରତୀୟ କ୍ରିକେଟ କପ୍‌ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ଛିନପାଣି ଓ ପଥରେଲ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚ୍‌ରେ ଛିନପାଣି ଦଳ ବିଜୟୀ ହେଇଥିଲା ।…
Read More...

ନୃସିଂହନାଥ ଏସ୍‌ଏସ୍‌ଡି ହାଇସ୍କୁଲରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ବଡ ମଣିଷ ନ ହୋଇ ଭଲ ମଣିଷ ହେବା ପାଇଁ ଚେଷ୍ଟାକର ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ନୃସିଂହନାଥ ଏସ୍‌ଏସ୍‌ଡି ହାଇସ୍କୁଲରେ ବୁଧବାର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ମୋହିନୀ ଦଳପତି ସଭାପତିତ୍ୱ କରିଥିବା…
Read More...

ବ୍ଲକ ସ୍ତରୀୟ ଜାତୀୟ ବାଳିକା ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ଉପଖଣ୍ଡ ପାଇକମାଲ ଯମୁନା କାନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ଜାତୀୟ ବାଳିକା ଦିବସ ପାଳନ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବ ପାଇକମାଲ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।…
Read More...

ପ୍ରବାସୀ ଓଡ଼ିଆଙ୍କ ପୁଷ୍‌ପୁନି ଭେଟ୍‌ଘାଟ୍‌ : ସମ୍ବଲପୁରୀ ନାଚରେ ଦୁଲୁକିଲା ମଞ୍ଚ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶାର ଅନେକ ପରିବାର ଭାରତର ବିଭିନ୍ନ ପ୍ରାନ୍ତରରେ ବସବାସ କରି ଓଡିଶା ମାଟିର ନାମ ରଖୁଛନ୍ତି । ସେଥି ମଧ୍ୟରୁ ମହାରାଷ୍ଟ୍ର ପୁନା ସହରରେ ବସବାସ କରୁଥିବା ପ୍ରବାସୀ ଓଡିଆ ମାନଙ୍କ ପଞ୍ଜିକୃତ "ଭେଟଘାଟ କଲ୍ଚରାଲ ଏସୋସିଏସନ୍" (ବିସିଏ) ତରଫରୁ ପୁନେର…
Read More...

ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବର ତୃତିୟ ଦିନରେ ଲଙ୍କାନଗରୀ ପାଲଟିଲା ଟାଲ ଗ୍ରାମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦପୁର ଉପଖଣ୍ଡ ଟାଲ ଗ୍ରାମ ଠାରେ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବର ତୃତୀୟ ଦିନରେ ଟାଲ ଗ୍ରାମ ପାଲଟିଲା ଲଙ୍କାନଗରୀ । ମହାରାଜ ଲଙ୍କାପତି ରାବଣଙ୍କ ନିର୍ଦ୍ଦେଶରେ ଟାଲ ଗ୍ରାମ ପାଲଟିଲା ଲଙ୍କାନଗରୀ । ବିଧିବଦ୍ଧ ଭାବରେ ଗ୍ରାମର ପଣ୍ଡିତ…
Read More...

ମଲକେନ ଡ୍ୟାମର ନବକଳେବର ପାଇଁ ଅଣ୍ଟା ଭିଡ଼ିଲେ ବିଧାୟକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ହେଡକ୍ୱାଟର୍ସ ଠାରୁ ମାତ୍ର ୧୫ କି.ମି. ଦୂରରେ କଟାବାହାଲ ଠାରେ ରହିଛି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ମଲକେନ ଡ୍ୟାମ । ଏହି ଡ୍ୟାମର ମନୋରମ ଦୃଶ୍ୟ ଦେଖିବାକୁ ଲାଗୁଛି ପର୍ଯ୍ୟଟକଙ୍କ ଭିଡ଼ ।…
Read More...

ଢୋଲବନ୍ଧରେ ବୈଦିକ ଯଜ୍ଞ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବରିହାପାଲି ଗ୍ରାମ ପଞ୍ଚାୟତ ଢୋଲବନ୍ଧ ଗ୍ରାମରେ ଯଜମାନ ଆନନ୍ଦ ସାହୁଙ୍କ ଅଭିଷ୍ଟ ପୂରଣ ଉଦ୍ଦେଶ୍ୟରେ ନବ ପ୍ରଭାତ ଆଶ୍ରମର ପୂଜ୍ୟ ଆଚାର୍ଯ୍ୟ ବୃହସ୍ପତି ଜୀ ତଥା ବ୍ରହ୍ମଚାରୀ ମାନଙ୍କ ଦ୍ୱାରା ଯଜ୍ଞ ସମାହିତ ହେବା ପରେ ମହର୍ଷି ଦୟାନନ୍ଦ…
Read More...

ଜାତୀୟ ବାଳିକା ଦିବସ ଅବସରରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ସତୀଭଟା ପରିସର ମଧ୍ୟରେ ବ୍ଲକ ଶିକ୍ଷା ଅଧିକାରୀ ଲୋକନାଥ ଭୋଇଙ୍କ ସଭାପତିତ୍ୱରେ ଜିଲ୍ଲା ସ୍ତରୀୟ ଜାତୀୟ ବାଳିକା ଦିବସ ନିମନ୍ତେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ…
Read More...