Browsing Tag

padampur news

ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭାର ବାର୍ଷିକ ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ତୁର୍ଲା ଗ୍ରାମରେ ଗୋଣ୍ଡ ସମାଜର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ତୁର୍ଲା ସର୍କଲ ସଭାପତି ମାୟାଧର ଜଗତଙ୍କ ସଭାପତିତ୍ୱରେ ଏକ ସଭା କରିଥିବା ବେଳେ ସମ୍ପାଦକ ଜୟ ସିଂ ଦାଉ ସଭାକୁ ପରିଚାଳନା କରିଥିଲେ ।…
Read More...

ମନ୍ଦିର ପ୍ରତିଷ୍ଠା ସହ ରାବଣ ଦରବାର ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଟାଲ ଗ୍ରାମ ଠାରେ ଆଜିଠାରୁ ମନ୍ଦିର ପ୍ରତିଷ୍ଠା ଆରମ୍ଭ ସହ ରାବଣ ଦରବାର ଉଦ୍‌ଘାଟିତ ହୋଇଯାଇଛି । ମନ୍ଦିର ପ୍ରତିଷ୍ଠା ଯଜ୍ଞ ମଣ୍ଡପରେ ମୁଖ୍ୟ ପଣ୍ଡିତ ଅଚ୍ୟୁତାନନ୍ଦ ହୋତା, ବିଜୟ ହୋତା, ଦାଶରଥୀ ହୋତା, ଶଚିପତି ହୋତା, ମଣ୍ଟୁ ମହାପାତ୍ରଙ୍କ…
Read More...

ଠାକୁର ଅନୁକୂଳ ଚନ୍ଦ୍ରଙ୍କ ପବିତ୍ର ବଣଭୋଜି ଉତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ପବିତ୍ର ବଣଭୋଜି ଉତ୍ସବ ସତସଙ୍ଗ କେନ୍ଦ୍ର ପାଇକମାଲ ଆନୁକୂଲ୍ୟରେ ମନଭଙ୍ଗ ଡ୍ୟାମ୍‌ ଠାରେ ପାଳିତ ହୋଇଯାଇଛି । ଏଥିରେ ସତସଙ୍ଗ ସଭାପତି ରୋହିତ ମିଶ୍ର ସ୍ଵାଗତ ଅଭିଭାଷଣ ରଖିଥିଲେ । ଅକ୍ଷୟ କୁମାର…
Read More...

ମାତୃ ନିକେତନରେ ପାର୍ବତୀ ଗିରିଙ୍କ ୯୯ତମ ଜନ୍ମ ଜୟନ୍ତୀ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ କସ୍ତୁରବା ଗାନ୍ଧୀ ମାତୃନିକେତନ ପରିସରରେ ରବିବାର ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ ତଥା ବହ୍ନି କନ୍ୟା ପାର୍ବତୀ ଗିରିଙ୍କ ୯୯ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ସକାଳ ୫ଟାରେ ମାତୃନିକେତନର ଅନ୍ତୋବାସୀମାନେ ଜର୍ଜଗଡ ଗ୍ରାମ…
Read More...

ଟାଲରେ କଳସ ଯାତ୍ରା ସହ ଆରମ୍ଭ ହେଲା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଟାଲ ଗ୍ରାମ ଠାରେ କଳସ ଯାତ୍ରା ସହ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କଳସ ଯାତ୍ରା ଗାଁର ବଡ ପୋଖରୀରୁ ଗାଁ ପରିକ୍ରମା କରି ଶତାଧିକ ମହିଳା ଓ ପୁରୁଷ କଳସ ଧରି ପୂଜା ମଣ୍ଡପକୁ ଆଣିଥିଲେ । ଏହି…
Read More...

ଲଉଡିଦର୍ହା ମଣ୍ଡିରେ ଉଠୁନି ଧାନ : ଚାଷୀ ହନ୍ତସନ୍ତ

ମଣ୍ଡିରେ ପଡିଛି ୬୧୦୦୦ ବସ୍ତା ଧାନ ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଲଉଡିଦର୍ହା ସେବା ସମବାୟ ସମିତି ର ଅଧୀନରେ ଥିବା ଜଗଦଲପୁର, କୁମୀର, ଲଉଡ଼ିଦର୍ହ। ଧାନ ମଣ୍ଡିରୁ ଧାନ ଉଠିବାରେ ବିଳମ୍ବ ହେଉ ଥିବାରୁ ଚାଷୀ ମହଲରେ ଅସନ୍ତୋଷ ଦେଖା…
Read More...

ବର୍ଷିଆନ ଶିକ୍ଷକ ମୁକ୍ତେଶ୍ଵର ସାଗରଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟର ଅବସର ପ୍ରାପ୍ତ ଆଦର୍ଶ ଶିକ୍ଷକ ମୁକ୍ତେଶ୍ଵର ସାଗରଙ୍କ ୮୨ବର୍ଷ ବୟସରେ ଶନିବାର ପରଲୋକ ହୋଇଯାଇଛି । ତାଙ୍କ ବିୟୋଗରେ ସାରା ପାଇକମାଲରେ ଶୋକର ଛାୟା ଖେଳିଯାଇଛି । ସେ ୧୯୬୦ ମସିହାରେ ପ୍ରତିଷ୍ଠିତ…
Read More...

ପାଇକମାଲ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର କୃତିତ୍ୱ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ତୃତୀୟ ଓ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାରେ ୫ଜଣ ଛାତ୍ରଛତ୍ରୀ କୃତିତ୍ୱ ଅର୍ଜନ କରିଛନ୍ତି । ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାରେ ହିତେଶ ବାରିକ ବ୍ଲକରେ ଦ୍ଵିତୀୟ ସ୍ଥାନ ଅଧିକାର ଓ ଅନ୍ଵେଷ…
Read More...

ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ୍ ସଭାଗୃହ ଠାରେ ୭୬ତମ ସାଧାରଣ ତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପାଇକମାଳ ବ୍ଲକ୍ ବିଡିଓ ପ୍ରଫୁଲ କୁମାର ଓଦୁ ପରିଚାଳନା କରିଥିଲେ । ପାଇକମାଲ ଆଡିସିନାଲ ତହସିଲଦାର ପ୍ରତାପ…
Read More...

ବିନ୍ଧ୍ୟବାସିନୀ ସ୍ନାତକ ମହା ବିଦ୍ୟାଳୟରେ ଜାତୀୟ ଯୁବ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସ୍ଥିତ ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ଲୋହିତ କୁମାର ବାରିକଙ୍କ ସଭାପତିତ୍ଵରେ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି । ଏହି ସଭାରେ ମୁଖ୍ୟଅତିଥି ଭାବରେ ପ୍ରଭାତ କୁମାର ବିଶ୍ୱାଳ ଏବଂ ସମ୍ମାନିତ ଅତିଥିଭାବେ…
Read More...