Browsing Tag

nuapada news

ଅଧାପନ୍ତରିଆ ପୋଲ ସମ୍ପୂର୍ଣ୍ଣ ହେବ କେବେ ?

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଲିଟିଗୁଡା–ଚଚରାଭଟା ପାଖ ସହାଜଜୋର ନାଳରେ ହୋଇଥିବା ପୋଲ ଅର୍ଧ ନିର୍ମିତ ହୋଇ ପଡିରହିଛି । ପୋଲର ସୁରକ୍ଷା ବାଡ଼ ନ ଥିବାରୁ ଏ ଠାରେ ବହୁବାର ଦୁର୍ଘଟଣା ହେଉଥିବା ବେଳେ ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନ ପକ୍ଷରୁ
Read More...

ନଳକୂପ ଅଚଳ : ପିଇବା ପାଣି ପାଇଁ ଲୋକେ ଡ଼ହକ ବିକଳ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ବିରିଘାଟ ଗ୍ରାମ ନିକଟ ତିନି ଛକଠାରେ ଥିବା ନଳକୂପ ଅଚଳ ହୋଇପଡିଛି । ଫଳରେ ପାଣି ଟୋପେ ପାଇଁ ଲୋକଙ୍କୁ ବହୁ ହଇରାଣ ହେବାକୁ ପଡୁଛି । ଏହି ନଳକୂପରେ ବହୁ ପରିବାର ନିର୍ଭର କରନ୍ତି । କିନ୍ତୁ ଏହା ଅଚଳ ଥିବାରୁ ବହୁ ଲୋକ
Read More...

ଖଡ଼ିଆଳ ବଣିକ ସଂଘ ତରଫରୁ ନୂଆଁଖାଇ ଭେଟ୍‌ଘାଟ୍‌ ଉତ୍ସବ ପାଳିତ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ଡୁଆଝର ଗ୍ରାମ ନିକଟସ୍ଥ ସୁନ୍ଦର ନଦୀ କୂଳରେ ଖଡ଼ିଆଳ ବଣିକ ସଂଘ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ ଉତ୍ସବ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ରୂପେ ରାଜ୍ୟ ବ୍ୟବସାୟିକ ମହାସଂଘ ସାଧାରଣ ସମ୍ପାଦକ ସୁଧାକର ପଣ୍ଡା ଯୋଗ ଦେଇଥିଲେ । ଏହି
Read More...

ସିନାପାଲି ବ୍ଲକ ଯାଦବ ସମାଜର କାର୍ଯ୍ୟକାରିଣୀ ବୈଠକ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ପଲସାପଡା ଠାରେ ସିନାପାଲି ବ୍ଲକ ଯାଦବ ସମାଜର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ସ୍ୱାଗତ କେନ୍ଦୁମୁଣ୍ତା ଆଞ୍ଚଳିକ କେନ୍ଦ୍ର ଯାଦବ ସମାଜର ସମ୍ପାଦକ ଗଣେଶ ପୋଡ ପରିଚାଳନା
Read More...

ମମିତା ମେହେର ହତ୍ୟା ଘଟଣା : ମେହେର ସମାଜ ପକ୍ଷରୁ ୧୦ କିଲୋମିଟର ପଦଯାତ୍ରା, ସାତ ଦଫା ଦାବୀପତ୍ର ପ୍ରଦାନ

ନୂଆପଡା, (ନିରାକାର ମେହେର) : ମହଲିଙ୍ଗ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାରେ ଦୋଷୀଙ୍କୁ ଫାଶୀ ଏବଂ ମନ୍ତ୍ରୀଙ୍କୁ ବହିଷ୍କାର ଦାବୀରେ ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ତୁକଳା ଗ୍ରାମଠାରେ ମେହେର ସମାଜ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ତୁକଳାଠାରୁ ଖଡ଼ିଆଳ
Read More...

ମାଣ୍ଡୋସିଲ ଗ୍ରାମଠାରେ ଜିଲ୍ଲା ବିଜୁ ମହିଳା ଜନତା ଦଳର ଶ୍ରମଦାନ ଶିବିର ଅନୁଷ୍ଠିତ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ମାଣ୍ଡୋସିଲ ଗାଁ ପ୍ରାଥମିକ ବିଦ୍ୟାଳୟଠାରେ ନୂଆପଡ଼ା ଜିଲ୍ଲା ବିଜୁ ମହିଳା ଜନତା ଦଳ ପକ୍ଷରୁ ଗତକାଲି ଏକ ଶ୍ରମଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ସରସ୍ୱତୀ ବାଗଙ୍କ
Read More...

ଶିକ୍ଷୟିତ୍ରୀ ମମିତା ହତ୍ୟା ଘଟଣା : କଲ୍‌ ରେକର୍ଡକୁ ସାର୍ବଜନୀନ କରିବାକୁ କଳାହାଣ୍ଡି ସାଂସଦଙ୍କ ଦାବୀ

ନୂଆପଡା, (ନିରାକାର ମେହେର) : ବହୁ ଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାରେ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କରଙ୍କୁ ବଞ୍ଚାଇବା ପାଇଁ ଭୁବନେଶ୍ୱରରୁ କାହାଣୀ ତିଆରି ହେଉଛି ବୋଲି ଭାରତୀୟ ଜନତା ପାର୍ଟି ଜିଲ୍ଲା କାର୍ଯ୍ୟାଳୟ, ନୂଆପଡାଠାରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ
Read More...

କୋଭିଡ୍‌ ଯୋଦ୍ଧାଙ୍କୁ ଭାଜପା ପକ୍ଷରୁ ସମ୍ବର୍ଦ୍ଧନା

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଜି ଭାଜପା ପକ୍ଷରୁ ପ୍ରାଥମିକ କୋଭିଡ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରାଯାଇଅଛି । ଆଜି ତାଙ୍କ ପାଇଁ ଭାରତର ୧୦୦ କୋଟି ନାଗରିକ କୋଭିଡ ଟୀକା ଗ୍ରହଣ କରି ଏକ ଇତିହାସ ସୃଷ୍ଟି କରିଛନ୍ତି । ସମଗ୍ର ଦେଶରେ
Read More...

ପୋଡ଼ାପାଲିରେ ମା’ ଗଜଲକ୍ଷ୍ମୀଙ୍କ ପୂଜା

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ପୋଡପାଲି ଗ୍ରାମରେ ଗତ ୧୯ରୁ ମା’ ଗଜଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହୋଇଯାଇଛି । ଆଶ୍ୱିନ ପୂର୍ଣ୍ଣମୀ ତିଥିରେ ଅଧିବାସ କୁମ୍ଭ ସ୍ଥାପନ, ମଣ୍ଡଳ ପୂଜା, ନବଗ୍ରହ ପୂଜା ଇନ୍ଦ୍ରାଦି ଦଶଦିଗପାଳ ପୂଜା ସହିତ ମା’ ଲକ୍ଷ୍ମୀ, ମହାସରସ୍ବତୀ,
Read More...

ମଦ କୋଠି ବନ୍ଦ କରିବା ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ଦ୍ୱାରା ଆନ୍ଦୋଳନ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲାରେ ଦିନକୁ ଦିନ ଅବାଧ ମଦ ବ୍ୟବସାୟ ବଢିବାରେ ଲାଗିଛି । ଏଥିରେ ଗରିବ ଖଟିଖିଆ ପରିବାର ନିଷ୍ପେସିତ ହେଉଥିବା ବେଳେ ମଦ ବ୍ୟବସାୟୀମାନେ ଲାଭବାନ ହେଉଛନ୍ତି ବୋଲି ଅଭିଯୋଗ ହେଉଛି । ଜିଲ୍ଲା ପୋଲିସ ଓ ଅବକାରୀ ବିଭାଗ ଏଠାରେ ନିରବ ଦ୍ରଷ୍ଟା
Read More...