Browsing Tag

nuapada news

କେନ୍ଦୁପତ୍ର ତୋଳାଳିଙ୍କ ଆକସ୍ମିକ ମୃତ୍ୟୁ

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଥାନା ପଗାରପାଣି ଗ୍ରାମର କେନ୍ଦୁପତ୍ର ତୋଳାଳି ସମାରୀ ସାହୁ(୬୦)ଙ୍କ ଆକସ୍ମିକ ମୃତ୍ୟୁ ହୋଇଛି । ସୂଚନାନୁସାରେ ସମାରୀ କେନ୍ଦୁପତ୍ର ସଂଗ୍ରହ କରି ଫେରୁଥିବା ବେଳେ ପଡିଯାଇଥିଲେ । ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ସେଠାରେ ଡାକ୍ତର
Read More...

ବିଧବା ଓ ଦିବ୍ୟାଙ୍ଗ ଭତ୍ତା ପ୍ରଦାନ ପାଇଁ ଦାବୀ

ନୂଆପଡା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକର ରାଣୀମୁଣ୍ଡା ଗ୍ରାମପଞ୍ଚାୟତର ମାଝିପଡା ଗ୍ରାମରେ ସମସ୍ତେ ଆଦିବାସୀ ଶ୍ରେଣୀର ହୋଇଥିବା ବେଳେ ଆଜିବି ଦାରିଦ୍ର୍ୟ ସୀମାରେଖା ତଳେ ରହି ଜୀବନ ନିର୍ବାହ କରୁଛନ୍ତି । କିନ୍ତୁ ଏଠାରେ ପ୍ରାୟ ୧୫/୨୦ ଜଣ ବୃଦ୍ଧ ବୃଦ୍ଧା ବିଧବା ଓ
Read More...

ଉପାନ୍ତ ଅଞ୍ଚଳରେ ପାନୀୟ ଜଳର ଉତ୍କଟ ସମସ୍ୟା

କାମରେ ଆସୁନି ବସୁଧା ଯୋଜନା : ସାଧାରଣରେ ଅଭିଯୋଗ ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକର ବଣ ପାହାଡ ଘେରା ଉପାନ୍ତ ଅଞ୍ଚଳରେ ପାନୀୟ ଜଳର ଉତ୍କଟ ସମସ୍ୟା ଦେଖାଦେଇଛି । ପାଣି ମୁନ୍ଦାଏ ପାଇବା ପାଇଁ ଅଞ୍ଚଳର ଲୋକେ ଡହଳ ବିକଳ ହେଉଛନ୍ତି । ଗ୍ରୀଷ୍ମ ପ୍ରବାହ
Read More...

ଅଂଶୁଘାତରେ ମହିଳାଙ୍କ ମୃତ୍ୟୁ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ବୋଡେନ ବ୍ଲକ୍‌ ଜୟବାହାଲ ଗ୍ରାମରେ ଅଂଶୁଘାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସୂଚନାମତେ, ଜୟବାହାଲ ଗ୍ରାମର କୌଶଲ୍ୟା ବାଗ (୩୫) ବୁଧବାର ସକାଳୁ କେନ୍ଦୁପତ୍ର ତୋଳିବା ପାଇଁ ନିକଟ ଜଙ୍ଗଲକୁ ଯାଇଥିଲେ । ସେଠାରେ ହଠାତ୍‌ ସେ
Read More...

କେନ୍ଦୁ ପତ୍ର ସଂଗ୍ରହ କରିବାକୁ ଯାଇଥିବାବେଳେ ମହିଳାଙ୍କ ମୃତ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ବୋଡେନ ବ୍ଲକ  ରୋକାଲ ଗ୍ରାମ ପଞ୍ଚାୟତ ଜୟବାହାଲ ଗ୍ରାମର ଜଣେ ମହିଳା କେନ୍ଦୁପତ୍ର ସଂଗ୍ରହ କରିବାକୁ ଯାଇଥିବା ବେଳେ ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି । ପ୍ରାପ୍ତ ଖବର ଅନୁସାରେ ଜୟବାହାଲ ଗ୍ରାମର କୌଶଲ୍ୟା ବାଗ ବୟସ ୪୮ ସକାଳ ସାତ ଘଂଟା
Read More...

ରାସ୍ତା ଓ କଲଭର୍ଟ କାମରେ ଦୁର୍ନୀତି ଅଭିଯୋଗ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅର୍ନ୍ତଗତ ଗୋର୍ଲା ପଞ୍ଚାୟତରେ ରାସ୍ତା ଓ କଲଭର୍ଟ କାମରେ ଦୁର୍ନୀତି ହେଉଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ଗତ ୨୦୨୦-୨୧ ଆର୍ଥିକ ବର୍ଷରେ ଏମ୍‌ଏଲ୍‌ଏ ଗ୍ରାଣ୍ଟରୁ ଗୋର୍ଲା ପଞ୍ଚାୟତର ସିତାରାମ ଦଣ୍ତସେନାଙ୍କ ଘରଠାରୁ
Read More...

ଗାଁ ଗାଁ ବୁଲି ଲୋକଙ୍କ ସମସ୍ୟା ବୁଝିଲେ ସମିତିସଭ୍ୟା

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଖର୍ସେଲ ପଞ୍ଚାୟତ ସମିତିସଭ୍ୟା ନିରୁପମା ମଙ୍ଗରାଜ ଗତ ଶୁକ୍ରବାର ଦିନ ସାଲେବିଡି ଗ୍ରାମକୁ ପହଞ୍ଚି ଘରଘର ବୁଲି ଲୋକଙ୍କ ସମସ୍ୟା ପଚାରି ବୁଝିଥିଲେ । ନିର୍ବାଚନ ସମୟରେ ଘରକୁ ଘର ଭୋଟ ଭିକ୍ଷା ପାଇଁ ବୁଲି
Read More...

ବିଷ ପିଇ ଯୁବକଙ୍କ ଆତ୍ମହତ୍ୟା

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗଣ୍ତାବାହାଲି ପଞ୍ଚାୟତ ସଦର ଗ୍ରାମର ଶୋଭା ଭୋଇ (୫୦) ନାମକ ବ୍ୟକ୍ତିଙ୍କ ବିଷ ପିଇ ମୃତ୍ୟୁ ହୋଇଥିବା ଜଣାପଡିଛି । ଆଜି ସକାଲ ୧୦ଟାରେ ଶ୍ରୀ ଭୋଇ ଅତ୍ୟଧିକ ମଦ୍ୟ ପାନ କରିଥିବା ବେଳେ ପରିବାରର ଅଶାନ୍ତି ମନେକରି
Read More...

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ : ସରକାରୀ ସହାୟତା ପାଇଁ ମା’ଙ୍କ ଆକୁଳ ନିବେଦନ

ନୂଆପଡା, (ନିରାକାର ମେହେର) : ସରକାର ଗରୀବ ନିରିହ ଲୋକଙ୍କ ପାଇଁ ଅନେକ ଯୋଜନା ଉପରେ ଯୋଜନା କରିଆସୁଛନ୍ତି । ଖାଉଟିରୁ ଆରମ୍ଭ କରି ଚିକିତ୍ସାର ଯୋଜନା ମଧ୍ୟ କରିଛନ୍ତି । ହେଲେ ପ୍ରସାଶନର କୋଉଠି ନା କୋଉଠି ଭୁଲ ରହୁଥିବା ଯୋଗୁ ଆଜିବି ଗରିବ ନିରିହ ଲୋକମାନେ ସରକାରୀ ସୁବିଧାରୁ ବଞ୍ଚିତ
Read More...

ପ୍ରସବ ସମୟରେ ଅସୁବିଧାର ସମ୍ମୁଖିନ ନ ହେବାକୁ ଯୋଗ ଅଭ୍ୟାସ ଶିବିର

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ସୁନାପୁର ଉପସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଅଁଲାବେହେଲି ଅଙ୍ଗନୱାଡି କେନ୍ଦ୍ରରେ ଜନ ଆରୋଗ୍ୟ ସମିତି ତରଫରୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଏକ ୨ ଘଣ୍ଟିଆ ଯୋଗ ଅଭ୍ୟାସ ଶିବିର ଅନୁଷ୍ଠିତ ହୋଇଥିଲା । ଉକ୍ତ ଯୋଗ
Read More...