Browsing Tag

nuapada news

ସିନାପାଲି ଓ ନିଲଜୀ ଶିଶୁ ମନ୍ଦିରରେ ଜନ୍ମାଷ୍ଟମୀ ପାଳିତ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରଠାରେ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ଶିଶୁ ଭାଇଭଉଣୀମାନଙ୍କୁ ଶ୍ରୀକୃଷ୍ଣ, ବଳରାମ, ରାଧା, ଯଶୋଦା, ବାସୁଦେବ, ନନ୍ଦ, ସୁଦାମା ଆଦି ବେଶରେ ସୁସଜ୍ଜିତ କରାଯାଇଥିଲା ।
Read More...

ସ୍ୱାସ୍ଥ୍ୟ ସେବାର ନଗ୍ନ ଚିତ୍ର, ଖଟିଆରେ ବୁହା ହେଲେ ବୃଦ୍ଧା

ନୂଆପଡା, (ନିରାକାର ମେହେର) : ସ୍ୱାଧୀନତାକୁ ୭୫ ବର୍ଷ ପୂରିଛି । ବିକାଶ କ୍ଷେତ୍ରରେ ବାଃ ବାଃ ନେଉଛନ୍ତି ସରକାର । ହେଲେ ତୃଣମୂଳସ୍ତରରେ ବିକାଶର ବାସ୍ତବ ଚିତ୍ର ଦେଖିବାକୁ ମିଳିଛି । ରାସ୍ତା ନଥିବାରୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ଖଟିଆରେ ବୁହାହେଲେ ୮୦ ବର୍ଷୀୟ ବୃଦ୍ଧା । ନୂଆପଡା
Read More...

ଦେଶ ପାଳୁଛି ସ୍ୱାଧୀନତା ଦିବସ, ବାଦିଗାଁରେ ରଶି ଲଗାଇ ଝୁଲି ପଡିଲେ ମାଆ ପୁଅ

ନୂଆପଡା, (ନିରାକାର ମେହେର) : ଦେଶ ପାଳୁଛି ୭୬ତମ ସ୍ୱାଧୀନତା ଦିବସ । ଏନେଇ ଉତ୍ସବ ମୁଖର ଦିଲ୍ଲୀରୁ ପଲ୍ଲୀ । ସବୁଠି ଆନନ୍ଦ ଉତ୍ସବର ମାହୋଲ । ହେଲେ ଏହାରି ଭିତରେ ନୂଆପଡାରୁ ଆସିଛି ଏକ ଦୁଃଖଦ ଖବର । ଖଡ଼ିଆଳ ଥାନା ବାଦିଗାଁରେ ମାଆ ପୁଅ ଆତ୍ମହତ୍ୟା କରିଥିବା ଜଣାପଡିଛି । ଯାହାକୁ ନେଇ
Read More...

ଗଣ୍ତାବାହାଲି ମେହେର ସମାଜ ତରଫରୁ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଗଣ୍ତାବାହାଲି ମେହେର ସମାଜ ଆନୁକୂଲ୍ୟରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୬୦ତମ ଜନ୍ମଜୟନ୍ତୀ ସ୍ଥାନୀୟ କଲ୍ୟାଣ ମଣ୍ତପ ପରିସରରେ ରବିବାର ସମାରୋହରେ ପାଳିତ ହୋଇଯାଇଛି । ସମାଜ ସମିତିର ସଭାପତି ମହେଶ୍ୱର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
Read More...

ସରକାରୀ ସୁବିଧା ଦାବୀରେ ସ୍କୁଲ ଗେଟରେ ତାଲା ପକାଇ ଧାରଣା ଦେଲେ ଛାତ୍ରଛାତ୍ରୀ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତ ମିଶନ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହୋଇଥିବା ଅଭିଯୋଗ କରି ସ୍କୁଲ ଛାତ୍ରଛାତ୍ରୀମାନେ ହାତରେ ପ୍ଲା କାର୍ଡ ଧରି ବିଦ୍ୟାଳୟ ମୁଖ୍ୟ ଗେଟରେ ତାଲା ପକାଇ
Read More...

ଲଗାଣ ବର୍ଷାରେ ବେହାଲ ନୂଆପଡ଼ା ଜିଲ୍ଲା

ନୂଆପଡ଼ା, (ନିରାକାର ମେହେର) : ଲଗାଣ ବର୍ଷାରେ ବେହାଲ ନୂଆପଡ଼ା ଜିଲ୍ଲା । ପ୍ରବଳ ବର୍ଷା ଯୋଗୁଁ ନୂଆପଡ଼ା ଜିଲ୍ଲାର ସାରାବଙ୍ଗ ନିକଟ ପାୱାରତଲା ଠାରେ ବ୍ରିଜ୍ ଭୁଶୁଡି ପଡିଛି । ଫଳରେ ୩ଟି ପଞ୍ଚାୟତର ପାଖାପାଖି ୩୦ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଏହା ସହ ପଡୋଶୀ ରାଜ୍ୟ ଛତିଶଗଡ଼କୁ
Read More...

ସିନାପାଲି ହାଇସ୍କୁଲପଡାଠାରେ ଆଦର୍ଶ ଗୋଷ୍ଠୀ ଗୃହ ନିର୍ମାଣ ନେଇ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ସ୍ଥିତ ହାଇସ୍କୁଲପଡା (ପଲ୍ଲୀଜାଗରଣପଡା, ୱାର୍ଡ ନଂ.୩)ଠାରେ ଏକ ଆଦର୍ଶ ଗୋଷ୍ଠୀ ଗୃହ ନିର୍ମାଣ ପାଇଁ ନୂଆପଡା ଜିଲ୍ଲାପାଳ ହେମକାନ୍ତ ସାଏଙ୍କୁ ସିନାପାଲିଠାରେ ଆୟୋଜିତ ଅଭିଯୋଗ ଶୁଣାଣି ଶିବିରରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି ।
Read More...

୯ ଅଗଷ୍ଟ କ୍ରାନ୍ତି ଦିବସ ଉପଲକ୍ଷେ ସ୍ୱାଧୀନତାର ଗୌରବ ଯାତ୍ରା

ନୂଆପଡା, (ନିରାକାର ମେହେର) : ୯ ଅଗଷ୍ଟ କ୍ରାନ୍ତି ଦିବସ ଉପଲକ୍ଷେ ନୂଆପଡା ଜିଲ୍ଲା କଂଗ୍ରେସ କମିଟି ଓ ସିନାପାଲି ବ୍ଲକ କଂଗ୍ରେସ କମିଟି ତରଫରୁ ସ୍ୱାଧୀନତାର ଗୌରବ ଯାତ୍ରା ପାଳନ କରାଯାଇଛି । ଏହି ପଦଯାତ୍ରା ସିନାପାଲି ବ୍ଲକ ଅନ୍ତର୍ଗତ ଗଣ୍ତାବାହାଲି ଗ୍ରାମଠାରୁ ସିଙ୍ଗଝର ଗ୍ରାମ
Read More...

ଲଗାଣ ବର୍ଷାରେ ଭାଙ୍ଗିଲା ଘର : ଅଳ୍ପକେ ବର୍ତ୍ତିଲେ ପରିବାର

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଭରୁଆମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଚଚରାଭଟା ନିବାସୀ ବିଧବା ମହିଳା ସାବିତ୍ରୀ ବାଗଙ୍କ ଘର ଲଗାଣ ବର୍ଷାରେ ଭାଙ୍ଗି ଭୁଶୁଡି ପଡିଥିବା ଜଣାପଡିଛି । ଘର ଭାଙ୍ଗି ଭୁଶୁଡି ପଡିଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପରିବାର ଲୋକେ
Read More...

ଶ୍ରାବଣର ଶେଷ ସୋମବାର : ରାସ୍ତାରେ ଗଡି ଗଡି ମନ୍ଦିରରେ ପହଞ୍ଚିଲେ କାଉଡିଆ

ନୂଆପଡା, (ନିରାକାର ମେହେର) : ଆଜି ଶ୍ରାବଣ ମାସର ଶେଷ ସୋମବାର । ଚଳଚଞ୍ଚଳ ନୂଆପଡା ଜିଲ୍ଲାର ସମସ୍ତ ଶୈବପୀଠ । ନୂଆପଡା କାପସି ଗାଁରେ କାଉଡିଆମାନେ ରାସ୍ତାରେ ଗଡିଗଡି ମନ୍ଦିରରେ ପହଞ୍ଚିଛନ୍ତି । ଶେଷ ସୋମବାରରେ ମହାଦେବଙ୍କ ମନ୍ଦିରରେ ଜଳାଭିଷେକ କରିବା ପାଇଁ ଲାଗିଥିଲା କାଉଡିଆଙ୍କ ଭିଡ ।
Read More...