Browsing Tag

news of world

ୟୁଏଇ ରାଷ୍ଟ୍ରପତିଙ୍କୁ ଭେଟିଲେ ମୋଦୀ

ଆବୁଧାବି : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରାଷ୍ଟ୍ରପତି ଶେଖ୍‌ ମହମ୍ମଦ ବିନ୍‌ ଜାୟେଦ୍‌ ଅଳ୍‌ ନହୟାନ୍‌ଙ୍କୁ ଭେଟିଛନ୍ତି । ଏହି ଅବସରରେ ମୋଦୀ ମେ' ୧୩ରେ ପରଲୋକ ଘଟିଥିବା ଉପସାଗରୀୟ ରାଷ୍ଟ୍ରର ପୂର୍ବତନ ରାଷ୍ଟ୍ରପତି ଶେଖ୍‌ ଖଲିଫା ବିନ୍‌ ଜାୟେଦ୍‌ ଅଲ୍‌
Read More...

ଚୋରା ଅସ୍ତ୍ରଶସ୍ତ୍ର ଓ ନିଶାଦ୍ରବ୍ୟ ଜବତ

ବାଡମେର୍‌ : ବେଆଇନ ଡ୍ରଗ୍ସ ଏବଂ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ଭାରତ-ପାକିସ୍ଥାନ ସୀମାରେ ଅବସ୍ଥିତ ବାଡମେର୍‌ ଜିଲ୍ଲାର ପୋଲିସର ନିଦ ହଜାଇ ଦେଇଛି । ପୋଲିସ ପକ୍ଷରୁ ଏଭଳି ର‍୍ୟାକେଟର ସଦସ୍ୟଙ୍କୁ ଗିରଫ କରିବା ଲାଗି ଏବେ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି । ରାଜସ୍ଥାନ ବାଡମେର୍‌
Read More...

ଆଫଗାନିସ୍ତାନରେ ଭୂମିକମ୍ପ : ଶହେରୁ ଅଧିକ ମୃତ

ଆଫଗାନିସ୍ତାନ : ଆଫଗାନିସ୍ତାନରେ ଭୂମିକମ୍ପ ହୋଇ ବର୍ତ୍ତମାନ ସୁଦ୍ଧା ଶହେରୁ ଅଧିକଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ତେବେ କେବଳ ଆଫଗାନିସ୍ତାନରେ ଖାଲି ନୁହେଁ ପାକିସ୍ତାନରେ ମଧ୍ୟ ଭୂକମ୍ପର ଝଟକା ଅନୁଭୂତ ହୋଇଥିବା ବେଳେ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୧ ରହିଛି ।
Read More...

ହେଡ଼୍‌ଫୋନ୍‌ ବ୍ୟବହାର କରୁଥିଲେ ନିଶ୍ଚୟ ପଢ଼ନ୍ତୁ : ଫ୍ରାନ୍ସର ୨୫% ଲୋକ ବଧିର

ପ୍ୟାରିସ୍ : ଆଜିକାଲି ମାର୍କେଟ୍‌ରେ ଏକ ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳୁଛି । ମୋଟର ସାଇକେଲ, ଅଟୋ, ବସ୍ ହେଉ କିମ୍ବା ଟ୍ରେନ୍‌ ହେଉ, ସବୁଠାରେ ଅଧିକାଂଶ ବ୍ୟକ୍ତି ତାଙ୍କ କାନରେ ହେଡ଼୍‌ଫୋନ୍‌ କିମ୍ବା ଇୟରଫୋନ୍ ପିନ୍ଧିଥିବାର ଦେଖିବାକୁ ମିଳୁଛି, ଯାହା ସ୍ୱାସ୍ଥ୍ୟ ପାଇଁ ବିପଦଜନକ ହୋଇପାରେ
Read More...

ଜାମ୍ମୁ କାଶ୍ମୀର : ପୁଲୱାମାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀ ମୁହାଁମୁହିିଁ, ୧ ଆତଙ୍କବାଦୀ ନିହତ

ପୁଲୱାମା : ଜାମ୍ମୁ କାଶ୍ମୀରର ପୁଲୱାମା ଜିଲ୍ଲାରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ମୁହାଁମୁହିିଁ ଅବସ୍ଥା ଦେଖାଦେଇଛି । ତେବେ ଏହି ସମୟ ମଧ୍ୟରେ ସୁରକ୍ଷା ବାହିନୀ ଦ୍ୱାରା ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ପୁଲୱାମାର ଦୁଜାନ ଗ୍ରାମରେ ଏହି ଘଟଣା ଘଟିଥିବା ପୋଲିସ
Read More...

ପାକିସ୍ତାନରେ ଦୁର୍ବଳ ଅର୍ଥନୈତିକ ଅବସ୍ଥା : ଲୋକଙ୍କୁ ଚା’ ବ୍ୟବହାର ହ୍ରାସ ପାଇଁ ସରକାରଙ୍କ ନିବେଦନ

ଇସଲାମାବାଦ : ଦୁର୍ବଳ ଅର୍ଥନୈତିକ ଅବସ୍ଥା ଦେଇ ଗତି କରୁଥିବା ପାକିସ୍ତାନରେ ଖାଦ୍ୟ ସାମଗ୍ରୀର ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏହି ସମୟରେ ଚା ’ବ୍ୟବହାରକୁ କମ୍ କରିବାକୁ ପାକିସ୍ତାନ ବର୍ତ୍ତମାନ ନାଗରିକମାନଙ୍କୁ ଅନୁରୋଧ କରିଛି । ପାକିସ୍ତାନର ଯୋଜନା ଓ ବିକାଶ ମନ୍ତ୍ରୀ ଅହସାନ
Read More...

ରୁଷ ପାଇଁ ଟେନ୍‌ସନ୍‌ : ଯୁଦ୍ଧ ଭିତରେ ଜେଲେନସ୍କି ନାଟୋ ଶିଖର ସମ୍ମିଳନୀକୁ ନିମନ୍ତ୍ରିତ

ନୂଆଦିଲ୍ଲୀ : ଯେଉଁ ପ୍ରସଙ୍ଗରେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିଲା, ତାହା ଆଜି ପୁଣି ଉଷ୍ମ ହୋଇଛି । ବାସ୍ତବରେ, ରୁଷ ଚାହୁଁ ନାହିଁ ଯେ ୟୁକ୍ରେନ ନାଟୋ ଦେଶ ଗୋଷ୍ଠୀରେ ଯୋଗ ଦେଉ । କିନ୍ତୁ ଜେଲେନସ୍କି ୨୮-୨୯ ଜୁନ୍ ମାଡ୍ରିଡରେ ହେବାକୁ ଥିବା ନାଟୋ ଶିଖର ସମ୍ମିଳନୀକୁ
Read More...

ଇମ୍ରାନ ଖାନ କହିଲେ – ଯଦି ନିର୍ବାଚନ ଘୋଷଣା ନହୁଏ ତେବେ ପାକିସ୍ତାନରେ ଗୃହଯୁଦ୍ଧ ଆରଂଭ ହୋଇପାରେ

ଇସଲାମାବାଦ : ଏପ୍ରିଲରେ ପାକିସ୍ତାନର ଶାସନରୁ ବହିଷ୍କୃତ ହୋଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବୁଧବାର ଏକ ସାକ୍ଷାତକାରରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି । ଇମ୍ରାନ 'ବୋଲ ନ୍ୟୁଜ'କୁ ଦେଇଥିବା ଏକ ସାକ୍ଷାତକାରରେ ଚେତାବନୀ ଦେଇଛନ୍ତି ଯେ, ଯଦି ପାକିସ୍ତାନରେନିର୍ବାଚନ ଘୋଷଣା ନହୁଏ
Read More...

ଆଫଗାନିସ୍ତାନରେ ବିସ୍ଫୋରଣ : ୯ ଜଣଙ୍କ ମୃତ୍ୟୁ

ଆଫଗାନିସ୍ତାନ : ଆଫଗାନିସ୍ତାର ଉତ୍ତରାଞ୍ଚଳରେ ଥିବା ମଜାର୍-ଇ-ଶରିଫ୍‌ରେ ଏକ ମିନି ବସରେ ବିସ୍ଫୋରଣ ହେବା ଫଳରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ଖବର ମିଳିଛି । ତେବେ ଏହି ଘଟଣାରେ ୧୫ ଜଣ ଗୁରୁତର ହୋଇଥିବା ମଧ୍ୟ ଜଣାପଡିଛି ।
Read More...

ଥାଇଲାଣ୍ଡ ଓପନ୍‌ କ୍ୱାର୍ଟରରେ ସିନ୍ଧୁ

ବ୍ୟାଙ୍କକ୍‌ : ଦୁଇ ଥରର ଅଲମ୍ପିକ୍‌ ପଦକ ବିଜୟିନୀ ପିଭି ସିନ୍ଧୁ ଥାଇଲାଣ୍ଡ ଓପନ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ଗୁରୁବାର ମହିଳା ଏକକ ପ୍ରିକ୍ୱାର୍ଟର ଫାଇନାଲରେ ବିଶ୍ୱର ସପ୍ତମ ମାନ୍ୟତାପ୍ରାପ୍ତ ସିନ୍ଧୁ ୨୧-୧୬, ୨୧-୧୩ରେ ଜୋରିଆର ସିମ୍‌
Read More...