ରାଜ୍ୟରେ କମୁଛି ସଂକ୍ରମଣ : ଆଜିି ଓଡ଼ିଶାରୁ ୧୯୧୩ ଚିହ୍ନଟ
ଭୁବନେଶ୍ୱର, (କେପିଏନ୍ଏସ୍) : ଆଜି ଓଡ଼ିଶାରୁ ୧୯୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୧୦୯ କ୍ୱାରେନ୍ଟାଇନ୍ରୁ ହୋଇଥିବା ବେଳେ ୮୦୪ ଆଂଚଳିକ ସଂକ୍ରମଣର ଶିକାର ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଜିଲ୍ଲା ଅନୁସାରେ!-->…
Read More...
Read More...