Browsing Tag

news of india

୮୬ ଲକ୍ଷ ଗରିବ ବୃଦ୍ଧବୃଦ୍ଧା ଓ ନିରାଶ୍ରିତା ମହିଳାଙ୍କୁ ଜାନୁଆରୀ ୧ରୁ ଦୁଇଗୁଣ ଭତ୍ତା, ପାଇବେ ମାସକୁ ୧୦୦୦ ଟଙ୍କା

ଲକ୍ଷ୍‌ନୌ : ଉତ୍ତରପ୍ରଦେଶର ୮୬ ଲକ୍ଷ ଗରିବ ବୃଦ୍ଧା ଓ ନିରାଶ୍ରିତା ମହିଳା ଜାନୁଆରୀ ୧ରୁ ପ୍ରତି ମାସରେ ଏକ ହଜାର ଟଙ୍କା ଲେଖାଏଁ ଭତ୍ତା ପାଇବେ । ଏଥି ସହିତ, ଡିସେମ୍ବର ୧ରୁ ୧୧ ଲକ୍ଷ ଭିନ୍ନକ୍ଷମ ଏହି ସୁବିଧା ପାଇପାରିବେ । ସମସ୍ତେ ପ୍ରତ୍ୟେକେ ଏକ ହଜାର ଟଙ୍କା ଲେଖାଏଁ ଭତ୍ତା ପାଇବେ ।
Read More...

ଦୁଷ୍କର୍ମ ପରେ ଶିଶୁକନ୍ୟାର ହତ୍ୟା ମାମଲାରେ ଫାଶୀ ଦଣ୍ଡାଦେଶ ଦେଲେ ଅଦାଲତ

ଚଣ୍ଡୀଗଡ଼ : ଏକ ସ୍ୱତନ୍ତ୍ର ଅଦାଲତ ପକ୍‌ସୋ ଆକ୍ଟରେ ଜଣକୁ ୧୦ ବର୍ଷର ଶିଶୁକନ୍ୟାକୁ ବଳାତ୍କାର କରିବା ପରେ ହତ୍ୟା ମାମଲାରେ ଫାଶୀ ଦଣ୍ଡାଦେଶ କରିଛନ୍ତି । ଆସାମୀକୁ ଜରିମାନା ମଧ୍ୟ ଦେବାକୁ ପଡିବ । ସୂଚନା ଅନୁସାରେ ଶୋଇବା ସମୟରେ ଆସାମୀ ଝିଅଟିକୁ ଘରୁ ଉଠାଇ ନେଇ ବଳାତ୍କାର କରିଥିଲା ।
Read More...

ବିଦାୟ ନେଇ ବାହାରିଲା ବର ସହ ବଧୂ, ରାସ୍ତାରେ କାର୍‌ ଅଟକାଇ ବାଇକ୍‌ରେ ପ୍ରେମିକ ସହ ଫେରାର୍‌

ଭୋପାଲ : ସାଗରରେ ବିଦାୟ ନେଇ ବର ସହ ବାହାରିଥିବା ବଧୂ ରାସ୍ତାରେ କାର୍‌ ଅଟକାଇ ବାଇକ୍‌ରେ ପ୍ରେମିକ ସହ ଫେରାର୍‌ ହୋଇଯାଇଥିବା ଭଳି ଏକ ଖବର ଆସିଛି । ଝିଅଟି ତା’ର ଭବିଷ୍ୟତ ଜୀବନ ନିଜ ପ୍ରେମିକ ସହିତ ବିତାଇବାକୁ ଚାହିିଁଛି । ପୋଲିସ ଉଭୟଙ୍କୁ ଧରି ଏସ୍‌ଡିଏମ୍‌ ସମ୍ମୁଖରେ ଉପସ୍ଥାପନ
Read More...

‘ବଜରଙ୍ଗୀ ଭାଇଜାନ’ର ସିକ୍ୱେଲ ତିଆରି ହେବ : ସଲମାନ ଖାନ ନିଶ୍ଚିତ କଲେ

ମୁମ୍ବାଇ : ବଲିଉଡ ଅଭିନେତା ସଲମାନ ଖାନଙ୍କ ପ୍ରଶଂସକଙ୍କ ପାଇଁ ଆଉ ଏକ ଭଲ ଖବର ଆସିଛି । ସୁପରଷ୍ଟାର ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି ଯେ, ତାଙ୍କ ଚଳଚ୍ଚିତ୍ର 'ବଜରଙ୍ଗୀ ଭାଇଜାନ'ର ସିକ୍ୱେଲ ଖୁବ ଶୀଘ୍ର ଆସିବ । ବଲିଉଡର ସୁପରଷ୍ଟାର ସଲମାନ ଖାନ ପ୍ରକାଶ କରିଛନ୍ତି ଯେ, ଏହାର ସିକ୍ୱେଲ
Read More...

ବ୍ରିଟେନରେ ଓମିକ୍ରନ୍ ଦ୍ରୁତ ଗତିରେ ବ୍ୟାପୁଛି, କରୋନାର ସମସ୍ତ ରେକର୍ଡ ଭାଙ୍ଗିଲା

ଲଣ୍ଡନ : ବୁଧବାର ଦିନ ବ୍ରିଟେନରେ କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୭୮,୬୧୦ରେ ପହଂଚିଥିବା ଦେଖିବାକୁ ମିଳିଛି, ଯାହା ଦେଶରେ ବର୍ତ୍ତମାନ ପର୍ୟ୍ୟନ୍ତ ସର୍ବାଧିକ । କରୋନା ଭୂତାଣୁର ଡେଲ୍‌ଟା ଭାରିଆଣ୍ଟ ସହିତ, ଓମିକ୍ରନ୍ ଭାରିଆଣ୍ଟ ମୁଖ୍ୟତଃ ଏଥିପାଇଁ ପାଇଁ ଦାୟୀ । ଏହାପୂର୍ବରୁ,
Read More...

ଏଣିକି ଝିଅମାନେ ୨୧ ବର୍ଷରେ ବାହା ହେବେ, ୧୮ ରେ ନୁହେଁ

ନୂଆଦିଲ୍ଲୀ : ଝିଅମାନଙ୍କର ବିବାହ ବୟସକୁ ୧୮ ରୁ ୨୧ ବର୍ଷକୁ ବୃଦ୍ଧି କରିବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି । ବୁଧବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବ ପାରିତ ହୋଇଛି । ରହିଥିବା ଆଇନରେ ସଂଶୋଧନ ପାଇଁ କେନ୍ଦ୍ର ସରକାର ସଂସଦରେ ଏକ ପ୍ରସ୍ତାବ ଉପସ୍ଥାପନ
Read More...

ଅଜୟ ଟେନିଙ୍କ ଇସ୍ତଫା ଦାବୀରେ ଗୃହରେ ଉତ୍ତେଜନା : ରାହୁଲ କହିଲେ – ଏହି ମନ୍ତ୍ରୀ ଅପରାଧୀ, ଚାଷୀଙ୍କୁ ହତ୍ୟା…

ନୂଆଦିଲ୍ଲୀ : ଲଖିମପୁର ଖେରୀ ହିଂସା ମାମଲାରେ ଏସଆଇଟିର ରିପୋର୍ଟ ପରେ ରାହୁଲ ଗାନ୍ଧୀଙ୍କ ସହ ବହୁ ବିରୋଧୀ ଦଳର ନେତା କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କ ଇସ୍ତଫା ଦାବୀକୁ ଜୋରଦାର କରିଛନ୍ତି । ବିରୋଧୀଙ୍କ ହଂଗାମା ଯୋଗୁଁ ଲୋକସଭାକୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି ।
Read More...

ନଦୀ ଗର୍ଭକୁ ଖସିପଡ଼ିଲା ବସ୍‌ : ୫ ମହିଳାଙ୍କ ସମେତ ୯ ମୃତ, ଅନେକ ଆହତ

ଅମରାବତୀ : ଆନ୍ଧ୍ରପ୍ରଦେଶରେ ଏକ ବସ ବ୍ରିଜରୁ ଖସି ନଦୀ ଗର୍ଭରେ ପଡ଼ିଯାଇଛି । ଏହି ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଛି । ପଶ୍ଚିମ ଗୋଦାବରୀ ଜିଲ୍ଲାର ଜାଙ୍ଗାରେଡିଗୁଡେମ୍ ନିକଟରେ ଏକ ରାଜ୍ୟ ସଡକ ପରିବହନ ନିଗମ (ଏପିଏସ୍‌ଆର୍‌ଟିସି) ବସ୍ ଏକ କେନାଲରେ ଖସିପଡିଥିଲା । ଏହି ଦୁର୍ଘଟଣାରେ
Read More...

ମେଘାଳୟ, ମିଜୋରାମ ଏବଂ ତ୍ରିପୁରାର ଅଧିକାର ଉଲ୍ଲଂଘନ ମାମଲା ପାଇଁ ଏନ୍‌ଏଚ୍‌ଆର୍‌ସି ପକ୍ଷରୁ ସିଲଂ ଠାରେ ‘ଓପନ ହିଅରିଂ…

ସିଲଂ : ଜାତୀୟ ମାନବ ଅଧିକାର ଆୟୋଗ, ଏନ୍‌ଏଚ୍‌ଆର୍‌ସି ଆଜି ଦୁଇ ଦିନିଆ ‘ଓପନ ହିଅରିଂ ଏବଂ କ୍ୟାମ୍ପ ସିଟିଂ’କୁ ସିଲଂ ଠାରେ ସମାପ୍ତ କରିଥିବା ବେଳେ ରାଜ୍ୟର ବିଭିନ୍ନ ସମ୍ପ୍ରଦାୟର ମାନବିକ ଅଧିକାରର ଉଲ୍ଲଂଘନ ମାମଲାରେ ରିଲିଫ ଭାବରେ ୧୫ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ସୁପାରିଶ କରିଛନ୍ତି ।
Read More...

ମହାରାଷ୍ଟ୍ରରେ ଆଉ ୨ ଚିହ୍ନଟ, ଏବେ ସାରା ଦେଶରେ ସଂକ୍ରମିତ ସଂଖ୍ୟା ୪୧

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ଓମିକ୍ରନର ଆଉ ଦୁଇଟି ମାମଲା ଚିହ୍‌ହ୍ନଟ ହେବା ସହିତ ଦେଶରେ କୋଭିଡର ଏହି ପ୍ରକାରରେ ସଂକ୍ରମିତଙ୍କ ସଂଖ୍ୟା ୪୧କୁ ବୃଦ୍ଧି ପାଇଛି । ମହାରାଷ୍ଟ୍ରରେ ରିପୋର୍ଟ ହୋଇଥିବା ଦୁଇ ଜଣ ନୂତନ ଚିହ୍ନଟ ସଂକ୍ରମିତ ଦୁବାଇ ଗସ୍ତରେ ଯାଇଥିଲେ । ଏଥି ସହିତ ଦକ୍ଷିଣ ଆଫ୍ରିକାରୁ
Read More...