Browsing Tag

news of india

ସଇତାନ ହେଲା ପୁଅ : ମା’ଙ୍କୁ ଡମ୍‌ବେଲ୍‌ରେ ଛେଚି ଛେଚି ହତ୍ୟା କଲା

ହାଇଦ୍ରାବାଦ : ସଇତାନ ହେଲା ପୁଅ । ମା'ଙ୍କୁ ଡମ୍‌ବେଲ୍‌ରେ ଛେଚି ଛେଚି ହତ୍ୟା କଲା । ମାନସିକ ଭାବେ ଅସୁସ୍ଥ ଥିବା ଜଣେ ବ୍ୟକ୍ତି ଡମ୍‌ବେଲ୍‌ରେ ମା'ଙ୍କୁ ଛେଚି ଛେଚି ହତ୍ୟା କରିଥିବାବେଳେ ଏହି ଘଟଣା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ତେଲେଙ୍ଗାନାର ହାଇଦ୍ରାବାଦ ସୁଲତାନ ବଜାର
Read More...

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭାମିକାଙ୍କ ଫଟୋ : ପ୍ରତିକ୍ରିୟା ରଖିଲେ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ବିରାଟ…

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଭାଇରାଲ ହେଉଛି ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଝିଅ ଭାମିକାଙ୍କ ଫଟୋ । ରବିବାର ଦିନ ଅନୁଷ୍ଠିତ ହୋଇଥିବା ମ୍ୟାଚ୍‌ରେ ବିରାଟ ୫୦ ରନ୍‌ ସଂଗ୍ରହ କରିବା ପରେ ଅନୁଷ୍କା ତାଙ୍କ ଝିଅ ସହିତ
Read More...

ପଞ୍ଜାବରେ ବିଜେପି ୬୫ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ

ନୂଆଦିଲ୍ଲୀ : ପଞ୍ଜାବରେ ବିଧାନସଭା ନିର୍ବାଚନ ଆରମ୍ଭ ହେବା ସହିତ ସମସ୍ତ ରାଜନୈତିକ ଦଳ ନିଜର ବିଜୟ ଦାବୀ କରୁଛନ୍ତି । ଏହି ସମୟରେ, ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନାଡ୍ଡା ପଞ୍ଜାବକୁ ନେଇ ଏନ୍‌ଡିଏର ଦୃଷ୍ଟିକୁ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଯେ, ପଞ୍ଜାବ ଏକ ସୀମାବର୍ତ୍ତୀ ରାଜ୍ୟ
Read More...

କରୋନା ପଜିଟିଭ୍‌ ହେଲେ ଶରଦ ପାୱାର

ନୂଆଦିଲ୍ଲୀ : କରୋନାରେ ପଜିଟିଭ୍‌ ହୋଇଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏନ୍‌ସିବି ଅଧ୍ୟକ୍ଷ ଶରଦ ପାୱାର । ଏନେଇ ସେ ନିଜେ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି । ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ବେଳେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସେ ଏବେ ସମସ୍ତ ପ୍ରକାର
Read More...

ମର୍ମନ୍ତୁଦ ଦୁର୍ଘଟଣା : ବସ୍‌ ଖସିଲା ଖାଲରେ, ୨ ଜଣଙ୍କର ମୃତ୍ୟୁ ଓ ୧୮ ଜଣ ଯାତ୍ରୀ ଆହତ

ବାରବାଙ୍କି : ଉତ୍ତରପ୍ରଦେଶର ବାରବାଙ୍କି ଠାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି । ସୂଚନାନୁସାରେ, ଉତ୍ତରପ୍ରଦେଶ ରାଜ୍ୟ ସଡକ ପରିବହନ ନିଗମର ବସ୍‌ ଅନିୟନ୍ତ୍ରିତ ଭାବରେ ଖାଲରେ ଖସି ପଡ଼ିଛି । କ୍ଷୀପ୍ର ଗତି ହେତୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଇଛି । ପୋଲିସର ସୂଚନାନୁସାରେ, ଏହି ବସ୍‌ରେ
Read More...

ଫେବୃଆରୀ ୧ରେ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ : ଫେବୃଆରୀ ୧ରେ କେନ୍ଦ୍ର ବଜେଟ୍ ୨୦୨୨-୨୩ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୋଲି ସୂଚନା ମିଲିଛି । ଏହା ୨୦୧୪ରେ କ୍ଷମତାକୁ ଆସିବା ପରଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରଙ୍କ ଦଶମ ବଜେଟ୍ ଉପସ୍ଥାପନ ହେବ ଏବଂ ସୀତାରମଣଙ୍କ ଦ୍ୱାରା ଏହା ହେଉଛି
Read More...

ମୁଁ ଏବେ ବି ଅନୁଭବ କରୁଛି ଯେ, ଶିବସେନା ବିଜେପି ସହ ରହି ୨୫ ବର୍ଷ କାଳ ବର୍‌ବାଦ୍‌ କରିଛି : ଉଦ୍ଧବ ଠାକରେ

ମୁମ୍ବାଇ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ରବିବାର ଦିନ ହିନ୍ଦୁତ୍ୱକୁ ରାଜନୈତିକ ସୁବିଧା ଅନୁଯାୟୀ ବ୍ୟବହାର କରୁଥିବା ଅଭିଯୋଗ କରି କହିଛନ୍ତି ଯେ, ତାଙ୍କ ଦଳ ରାଜ୍ୟ ବାହାରେ ବିସ୍ତାର ହେବାକୁ ଚେଷ୍ଟା କରିବ ଏବଂ ଜାତୀୟ ଭୂମିକା ଗ୍ରହଣ କରିବ । ସେ
Read More...

ମୁମ୍ବାଇରେ ପୁଣି ଖୋଲିଲା ସ୍କୁଲ, ପିଲାମାନେ ଖୁସ୍‌

ମୁମ୍ବାଇ : ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଥମିବାର ନାଁ ନେଉନାହିିଁ । କିନ୍ତୁ ଏହି ସମୟ ମଧ୍ୟରେ ମହାରାଷ୍ଟ୍ରର ଅନେକ ଜିଲ୍ଲାରେ ସ୍କୁଲ ଖୋଲିବାକୁ ଅନୁମତି ଦିଆଯାଇଛି । ଏଥିରେ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇର ନାମ ମଧ୍ୟ ଅନ୍ତର୍ଭୁକ୍ତ । ବିଏମସି ମୁମ୍ବାଇ ବିଦ୍ୟାଳୟଗୁଡ଼ିକ ପାଇଁ ମଧ୍ୟ
Read More...

ପ୍ରଧାନମନ୍ତ୍ରୀ ମୋଦୀ ନେତାଜୀଙ୍କ ହୋଲୋଗ୍ରାମ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କଲେ : କହିଲେ – ଆଜି ଭାରତ…

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ଇଣ୍ଡିଆ ଗେଟ୍‌ରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ହୋଲୋଗ୍ରାମ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଭାରତ ମାତାର ସାହସୀ ପୁତ୍ର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ
Read More...

ଶିବସେନା ନେତା ସଞ୍ଜୟ ରାଉତ ବିଜେପିକୁ ଟାର୍ଗେଟ କରି କହିଛନ୍ତି, ମୁଁ ଲେଖି ଦେଉଛି ଗୋଆରେ ବିଜେପି ଜିତିବ ନାହିଁ

ପାନାଜୀ : ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ଯେ, ଗୋଆରେ ବିଜେପି ଜିତିବ ନାହିଁ । ଭାରତୀୟ ଜନତା ପାର୍ଟି ଉପରେ ଆକ୍ରମଣ କରି ସେ କହିଛନ୍ତି ଯେ, ପୂର୍ବତନ ଗୋଆ ସିଏମ ମନୋହର ପାରିକରଙ୍କ ପୁଅ ଉତ୍କଳ ପାରିକର ଏବଂ ପୂର୍ବତନ ବିଜେପି ସିଏମ୍‌ ଲକ୍ଷ୍ମୀକାନ୍ତ ପର୍ସେକର ଉଭୟ ବିଜେପି
Read More...