Browsing Tag

news of india

ମୁଥା ମାରି ବିଶ୍ୱ ରେକର୍ଡ ସୃଷ୍ଟି କଲେ ସଫ୍ଟୱେର ଇଞ୍ଜିନିଅର ସିଧୁ

ନୂଆଦିଲ୍ଲୀ : ୪୨ ବର୍ଷୀୟ ସଫ୍ଟୱେର ଇଞ୍ଜିନିଅର ସିଧୁ କ୍ଷେତ୍ରୀ ନାମକ ଜଣେ ଭାରତୀୟ ମୁଥା ମାରି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି । ସେ ପଞ୍ଚିଂ ବ୍ୟାଗ୍‌କୁ ସବୁଠାରୁ ଅଧିକ ସମୟ ମୁଥା ମାରି ସୃଷ୍ଟି କରିଛନ୍ତି ଏହି ବିଶ୍ୱ ରେକର୍ଡ । ବିଗତ ୨୫ ବର୍ଷ ହେଲା ତାଏକ୍ବାଣ୍ଡୋ ପରି ସାମରିକ କୌଶଳ
Read More...

ଜାନୁଆରୀ ୩୧ରୁ ସଂସଦର ବଜେଟ୍ ଅଧିବେଶନ

ନୂଆଦିଲ୍ଲୀ : ଜାନୁଆରୀ ୩୧ରୁ ସଂସଦର ବଜେଟ୍ ଅଧିବେଶନ । ଯାହାକି ଜାନୁଆରୀ ଶେଷ ତାରିଖରୁ ଆରମ୍ଭ ହେଇ ଫେବ୍ରୁଆରୀ ୯ତାରିଖ ଯାଏଁ ଚାଲିବ । ତେବେ ମୋଦୀ ସରକାରର ଦ୍ୱିତୀୟ କାର୍ଯ୍ୟକାଳର ଏହା ଶେଷ ବଜେଟ୍ ଅଧିବେଶନ ହେବାକୁ ଯାଉଛି । ଆସନ୍ତା ଜାନୁଆରୀ ୩୧ ତାରିଖରେ ବଜେଟ୍ ଅଧିବେଶନ ଆରମ୍ଭ
Read More...

ଦେଶର ଦୀର୍ଘତମ ବ୍ରିଜ୍‌ ‘ଅଟଳ ସେତୁ’ର ହେବ ଲୋକାର୍ପଣ

ମୁମ୍ବାଇ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମୁମ୍ବାଇର ସବୁଠୁ ଲମ୍ବା ସେତୁର ଉଦ୍‌ଘାଟନ କରିବେ । ଆଜି ଦିନ ସାଢେ ୩ଟାରେ ଦେଶବସୀଙ୍କ ପାଇଁ ଏହାକୁ ଉନ୍ମୋଚନ କରିବେ ମୋଦି । ୨୧.୮ କିଲୋମିଟର ବିଶିଷ୍ଟ ଏହି ସେତୁର ନାମ ‘ଅଟଳ ସେତୁ’ ରଖାଯାଇଛି । ଉଦ୍‌ଘାଟନୀ ଉତ୍ସବରେ ମହାରାଷ୍ଟ୍ର
Read More...

ଆଫଗାନିସ୍ତାନରେ ବଡ଼ ଧରଣର ଭୂକମ୍ପ

ନୂଆଦିଲ୍ଲୀ : ଭୂକମ୍ପରେ ଥରିଲା ଆଫଗାନିସ୍ତାନ । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୧ ରହିଛି । ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା ଆଫଗାନିସ୍ତାନର ଫୈଜାବାଦ । ତେବେ ଏହାର ପ୍ରଭାବ ଭାରତ ଏବଂ ପାକିସ୍ତାନର କିଛି ଅଞ୍ଚଳରେ ଦେଖିବାକୁ ମିଳିଛି । ୟୁରୋପୀୟ ଭୂମଧ୍ୟସାଗରୀୟ ଭୂକମ୍ପ ବିଜ୍ଞାନ
Read More...

ହାଇଦ୍ରାବାଦରେ ଚାରିମିନାର ଏକ୍ସପ୍ରେସର ୩ଟି ବଗି ଲାଇନଚ୍ୟୁତ

ହାଇଦ୍ରାବାଦ : ହାଇଦ୍ରାବାଦରେ ଚାରିମିନାର ଏକ୍ସପ୍ରେସର ୩ଟି ବଗି ଲାଇନଚ୍ୟୁତ ହୋଇଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ୬ ଜଣ ଯାତ୍ରୀ ଆହତ ହୋଇଥିବା ଖବର ମିଳିଛି । ସୂଚନା ଅନୁଯାୟୀ ହାଇଦ୍ରାବାଦର ନାମପଲ୍ଲୀସ୍ଥିତ ହାଇଦ୍ରାବାଦ ଡେକାନ୍‌ ରେଳ ଷ୍ଟେସନରେ ଚେନ୍ନାଇ-ହାଇଦ୍ରାବାଦ ଚାରିମିନାର
Read More...

ଭୂକମ୍ପରେ ଥରିଲା ଆଣ୍ଡାମାନ

ନୂଆଦିଲ୍ଲୀ : ଆଜି ସକାଳେ ଆଣ୍ଡାମାନ ନିକୋବର ଦ୍ଵୀପପୁଞ୍ଜରେ ଭୂକମ୍ପ କମ୍ପନ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ୪.୧ ରେ ଭୂକମ୍ପର ତୀବ୍ରତା ମାପ କରାଯାଇଛି । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ୍) ଏହି ସୂଚନା ଦେଇଛି । ଏନ୍‌ସିଏସ୍‌ କହିଛି ଯେ, ସକାଳ ୭.୫୩ ରେ ଆଣ୍ଡାମାନ
Read More...

ବସକୁ ଧକ୍କା ଦେଲା ଟ୍ରକ

ବରେଲୀ : ବରେଲୀର ଫତେହଗଞ୍ଜ ଅଞ୍ଚଳର ଜାତୀୟ ରାଜପଥରେ ରାମପୁରା ପୋଲ ନିକଟରେ ଟ୍ରକ ସହ ଧକ୍କା ହେବା ପରେ ଏକ ଯାତ୍ରୀବାହୀ ବସ ଆକାଶରେ ଲଟକି ରହିଥିଲା । ଦୁର୍ଘଟଣା ଘଟିବା ମାତ୍ରେ ଯାତ୍ରୀମାନେ ଚିତ୍କାର କରିଥିଲେ । ବସରେ ୪୫ ଯାତ୍ରୀ ଏବଂ ବସର ଡ୍ରାଇଭର ଏବଂ କଣ୍ଡକ୍ଟର ସମେତ ମୋଟ ୪୭ ଜଣ
Read More...

କୁହୁଡ଼ି ପାଇଁ ସଡ଼କ ଦୁର୍ଘଟଣା : ୩ ମୃତ

ନୂଆଦିଲ୍ଲୀ : ବିହାରରେ କୁହୁଡ଼ି ପାଇଁ ଲୋକେ ଯାତାୟାତରେ ଅନେକ ଅସୁବିଧାର ସାମ୍ନା କରୁଛନ୍ତି । ଏହି କୁହୁଡ଼ି ପାଇଁ ସଡ଼କ ଦୁର୍ଘଟଣା ବି ଘଟୁଛି । ନିକଟରେ ଭାଗଲପୁର ନବଗଛିଆରେ ଏକ ଭୟାବହ ସଡ଼କ ଦୁର୍ଘଟଣାରେ ତିନିଜଣଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି । ଏହି ମୃତକ ତିନିଜଣ ସାଙ୍ଗ ଥିବା
Read More...

ମଝି ଆକାଶରେ ଉଡ଼ିଗଲା ବିମାନର କବାଟ

ନୂଆଦିଲ୍ଲୀ : ଆଲାସ୍କା ଏୟାରଲାଇନ୍ସର ବୋଇଂ ୭୩୭-୯ ମ୍ୟାକ୍ସ ବିମାନ ଉଡ଼ାଣ ଭରିବାର କିଛି ମିନିଟ୍ ପରେ ମଝି ଆକାଶରେ କବାଟ ଖୋଲିଯିବାରୁ ଜରୁରିକାଳୀନ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଯାତ୍ରୀମାନେ ଭୀଷଣ ଆତଙ୍କିତ ହୋଇପଡ଼ିଥିଲେ । ସେମାନେ ଉଠାଇଥିବା ଭିଡିଓରେ ଦେଖିବାକୁ ମିଳିଛି
Read More...

ଆସାମରେ ଭୟଙ୍କର ଦୁର୍ଘଟଣା : ୧୨ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଆସାମର ଗୋଲାଘାଟ ଜିଲ୍ଲାରେ ଆଜି ସକାଳେ ଏକ ଯାତ୍ରୀବାହୀ ବସ ଏବଂ ଟ୍ରକ୍ ମଧ୍ୟରେ ଭୟଙ୍କର ଦୁର୍ଘଟଣା ଘଟିଛି । ଏଥିରେ ପାଞ୍ଚ ମହିଳା ଏବଂ ଜଣେ ନାବାଳିକା ସହ ମୋଟ ୧୨ ଜଣଙ୍କ ମୃତ୍ୟୁ ହୋଇଛି । ରାଷ୍ଟ୍ରୀୟ ରାଜମାର୍ଗ ୩୭ରେ ଡେରଗାଁଓରେ ସକାଳ ୫ଟାରେ ଏହି ଦୁର୍ଘଟଣା ଘଟିଛି ।
Read More...