Browsing Tag

news of india

ଭାରସାମ୍ୟ ହରାଇ ନଦୀକୁ ଖସିଲା କାର୍‌ : ୯ ମୃତ

ଡେରାଡୁନ : ଉତ୍ତରାଖଣ୍ଡର ରାମନଗରରେ ସଡକ ଦୁର୍ଘଟଣା ଘଟି ୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଶିଶୁକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ସୂଚନାନୁସାରେ, ପଞ୍ଜାବର ପ୍ରାୟ ୧୦ରୁ ଅଧିକ ପର୍ଯ୍ୟଟକଙ୍କୁ ନେଇ ସକାଳେ କାର ଢେଲା ନଦୀ ଅତିକ୍ରମ କରୁଥିଲା । ହେଲେ କାର୍‌ଟି
Read More...

ଜାମ୍ମୁ କାଶ୍ମୀରର ଉଦ୍ଦମପୁର ଜିଲ୍ଲାରେ ବସ୍‌ ଦୁର୍ଘଟଣା : ୩ ମୃତ ୧୦ ଆହତ

ଶ୍ରୀନଗର : ଜାମ୍ମୁ କାଶ୍ମୀରର ଉଦ୍ଦମପୁର ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରାସ୍ତାରେ ଏକ ବସ୍‌ ଯାଉଥିବା ବେଳେ ଗୋଟିଏ ଘାଇ ଭିତରକୁ ଖସିପଡ଼ିଛି । ଏଥିରେ ୩ ଜଣଙ୍କ ମୃତ୍ୟୁ ହେବା ସହିତ ୧୦ ଜଣ ଆହତ ହୋଇଥିବା ଜଣାପଡିଛି । ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି ।
Read More...

ଜୁନ୍‌ରେ ୬୭.୫୯ ମିଲିୟନ୍ ଟନ୍ କୋଇଲା ଉତ୍ପାଦନ

ଜୁନ୍ ୨୦୨୨ରେ କୋଇଲା ଉତ୍ପାଦନରେ ୩୨.୫୭ ପ୍ରତିଶତ ବୃଦ୍ଧି ୭୫.୪୬ ମିଲିୟନ୍ ଟନ୍ କୋଇଲା ପଠାଯାଇଛିକୋଇଲା ଅଧାରିତ ବିଦ୍ୟୁତ୍ ଉତ୍ପାଦନରେ ଜୁନ୍ ମାସରେ ୨୬.୫୮ ପ୍ରତିଶତ ବୃଦ୍ଧି ନୂଆଦିଲ୍ଲୀ, (ପିଆଇବି) : ଭାରତର କୋଇଲା ଉତ୍ପାଦନ ଜୁନ୍ ୨୦୨୧ରେ ୫୦.୯୮ ମିଲିୟନ୍ ଟନ୍ (ଏମ୍ଟି) ଥିବା ବେଳେ
Read More...

୨ ଆତଙ୍କବାଦୀଙ୍କ ଆତ୍ମସପର୍ମଣ

ଶ୍ରୀନଗର : ଜମ୍ମୁ-କଶ୍ମୀରର କୁଲଗାମର ହଦିଗାମ ଅଞ୍ଚଳରେ ମିଳିତ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ମିଳିତ ସୁରକ୍ଷାକର୍ମୀଙ୍କୁ ଏହି ଅପରେସନ୍‌ରେ ସଫଳତା ମିଳିଛି । ଦୁଇଜଣ ଆତଙ୍କବାଦୀ ଆତ୍ମସମର୍ପଣ କରିଛନ୍ତି । ମିଳିଥିବା ଗୁପ୍ତ ସୂଚନା ଆଧାରରେ ଆତଙ୍କବାଦୀମାନଙ୍କୁ
Read More...

ପୁଣି ବଢିଲା ଗ୍ୟାସ ସିଲିଣ୍ଡର ଦାମ୍‌

ନୂଆଦିଲ୍ଲୀ : ଜୁଲାଇ ୬ରୁ ବୃଦ୍ଧି ପାଇଛି ଘରୋଇ ରୋଷେଇ ଗ୍ୟାସ ସିଲିଣ୍ଡର ଦାମ୍‌ । ଏଥର ପ୍ରତି ସିଲିଣ୍ଡର ଦାମ ୫୦ ଟଙ୍କା ବୃଦ୍ଧି ପାଇଛି । ଏହି ବର୍ଦ୍ଧିତ ଦାମ୍‌ ଆଜିଠାରୁ ଲାଗୁ କରାଯିବ । ଏବେ ରାଜଧାନୀ ଦିଲ୍ଲୀରେ ଗୋଟିଏ ଘରୋଇ ରୋଷେଇ ଗ୍ୟାସ ସିଲିଣ୍ଡର ଦାମ ୧୦୫୩ ଟଙ୍କାରେ ପହଞ୍ଚିଛି ।
Read More...

ସମ୍ବଲପୁର-ନାନ୍ଦେଡ଼ ଟ୍ରେନ୍‌ ପ୍ରତ୍ୟହ ଚଳାଚଳ ଓ ସଂପ୍ରସାରଣ ପାଇଁ ଓସାକା ହାଇଦ୍ରାବାଦ ପକ୍ଷରୁ ଦାବୀପତ୍ର ପ୍ରଦାନ

ହାଇଦ୍ରାବାଦ, (କେପିଏନ୍‌ଏସ୍‌) : ହାଇଦ୍ରାବାଦରେ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକକୁ ଆସିଥିବା କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ଏବଂ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ୍‌ଙ୍କୁ ‘ଓସାକା’ ହାଇଦ୍ରାବାଦର ସଦସ୍ୟାମାନେ ସାକ୍ଷାତ କରି ପଶ୍ଚିମ ଓଡ଼ିଶାର ଉନ୍ନତି ତଥା ସମସ୍ୟା
Read More...

ଆଜି ଏକନାଥ ସିନ୍ଦେଙ୍କ ଅଗ୍ନି ପରୀକ୍ଷା, ଫ୍ଲୋର୍‌ ଟେଷ୍ଟର ସମ୍ମୁଖୀନ ହେବ ନୂଆ ସରକାର

ମୁମ୍ବାଇ : ଆଜି ମହାରାଷ୍ଟ୍ର ବିଧାନସଭାରେ ଏକନାଥ ସିନ୍ଦେ ସରକାର ଫ୍ଲୋର ଟେଷ୍ଟର ସମ୍ମୁଖୀନ ହେବେ । ଏକନାଥ ସିନ୍ଦେ ଆଜି ବିଧାନସଭାରେ ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବେ । ଶାସକ ଦଳ ଦାବୀ କରିଛି ଯେ, ଏଥିରେ ୧୭୦ ଜଣ ବିଧାୟକଙ୍କ ସମର୍ଥନ ରହିଛି । ଏଥି ସହିତ ବିଧାନସଭାରେ ଫ୍ଲୋର
Read More...

ପ୍ରଥମେ ପ୍ରେମିକାଙ୍କୁ କୋଠରୀରେ ବନ୍ଦ କରିଦେଲେ, ତାପରେ ବେକରେ ରଶି ଲଗାଇ ଆତ୍ମହତ୍ୟା କଲେ ପ୍ରେମିକ

ନୋଏଡା : ନୋଏଡାର ସେକ୍ଟର-୪୯ର ଏକ ବଡ ଖବର ସାମ୍‌ନାକୁ ଆସିଛି । ଶନିବାର ସକାଳେ ବାରୋଲା ଗ୍ରାମରେ ଥିବା ଏକ ଘରୋଇ ଟେଲିକମ୍ ସେବା ପ୍ରଦାନକାରୀ କମ୍ପାନୀର ଜଣେ କର୍ମଚାରୀ ନିଜ ଘର ପଂଖାରେ ଝୁଲୁଥିବା ଦେଖିବାକୁ ମିଳିଥିଲା । ପୋଲିସ ପକ୍ଷରୁ ଏହି ସୂଚନା ଦିଆଯାଇଛି । କୁହାଯାଇଛି ଯେ,
Read More...

ଶହେ ଘଣ୍ଟା ପରେ ଉଠିଲା ବାଳିକାର ମୃତଦେହ, ବଳାତ୍କାର କରିବାକୁ ଉଦ୍ୟମ କରି ହତ୍ୟା କଲା ଅଭିଯୁକ୍ତ

ଡୁଙ୍ଗରପୁର : ପାଞ୍ଚ ଦିନ ପୂର୍ବେ ରାଜସ୍ଥାନର ଆଦିବାସୀ ପ୍ରାଧାନ୍ୟ ଡୁଙ୍ଗରପୁର ଜିଲ୍ଲାରେ ଜଣେ ୧୦ ବର୍ଷର ବାଳିକାକୁ ହତ୍ୟା ପଛର ରହସ୍ୟ ଉନ୍ମୋଚିତ ହୋଇଛି । ଏହି ମାମଲାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ରାତିରେ ଘର ପ୍ରାଙ୍ଗଣରେ ଅନ୍ଧାରରେ ଶୋଇଥିବା କୁନି ଝିଅଟିକୁ ମଦ୍ୟପାନ କରିଥିବା
Read More...

ରାଜନୀତିରେ ପାରିବାରବାଦର ଅନ୍ତ ନିଶ୍ଚିତ, ତେଲେଙ୍ଗାନା-ପଶ୍ଚିମବଙ୍ଗରେ ଖୁବ ଶୀଘ୍ର ବିଜେପି ସରକାର : ଗୃହମନ୍ତ୍ରୀ ଅମିତ…

ହାଇଦ୍ରାବାଦ : ବିଜେପି ଜାତୀୟ କାର୍ଯ୍ୟକାରିଣୀ ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପାରିବାରବାଦ, ଜାତିବାଦ ଏବଂ ତୁଷ୍ଟିକରଣ ରାଜନୀତି ଉପରେ ଘନଘୋର ଆକ୍ରମଣ କରିଛନ୍ତି । ସେ କହିଛନ୍ତି ଯେ, ଏଭଳି ରାଜନୀତି ସବୁଠାରୁ ବଡ ପାପ ଏବଂ ଦେଶ ବର୍ଷ ବର୍ଷ ଧରି ଏହା ଭୋଗୁଛି । କିନ୍ତୁ
Read More...