Browsing Tag

news of india

ମଣିପୁରରେ ଭୂକମ୍ପ ଅନୁଭୂତ

ଇମ୍ଫାଲ : ମଣିପୁରରେ ବିଳମ୍ବିତ ରାତିରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୮ ରେକର୍ଡ କରାଯାଇଥିବା ବେଳେ ଏହାର ଗଭୀରତା ୯୪ କିମି ରହିଥିଲା । ଏ ନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଭୂକମ୍ପ ଫଳରେ କୌଣସି କ୍ଷୟକ୍ଷତି ଘଟିଥିବାର
Read More...

ହାଇକୋର୍ଟଙ୍କ ବଡ ଆଦେଶ : ଅନୁକମ୍ପା ନିଯୁକ୍ତି ପୂର୍ଣ୍ଣକାଳିକ ନିଯୁକ୍ତି, ଏହାକୁ ଚୁକ୍ତିଭିତ୍ତିକ ନିଯୁକ୍ତିରେ ପରିଣତ…

ଜବଲପୁର : ଏକ ୨୦ ବର୍ଷ ପୁରୁଣା ମାମଲାରେ ଜବଲପୁର ହାଇକୋର୍ଟ କହିଛନ୍ତି ଯେ, ଅନୁକମ୍ପା ନିଯୁକ୍ତିକୁ ଚୁକ୍ତି ନିଯୁକ୍ତିରେ ପରିଣତ କରାଯାଇପାରିବ ନାହିଁ । ସରକାରଙ୍କ ଏହି ମନୋଭାବକୁ ନେଇ ଅସନ୍ତୋଷ ପ୍ରକାଶ କରି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ଆବେଦନକାରୀଙ୍କୁ ୮ ସପ୍ତାହ ମଧ୍ୟରେ
Read More...

ରାଜସ୍ଥାନ ବିଧାନସଭା ନିର୍ବାଚନ-୨୦୨୩ ପାଇଁ ‘ଆପ୍‌’ ଅଂଟା ଭିଡ଼ିଲା, ୨୦୦ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା…

ଜୟପୁର : ଆସନ୍ତା ବର୍ଷ ଅର୍ଥାତ୍ ୨୦୨୩ରେ ରାଜସ୍ଥାନରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏଠାରେ ରାଜନୀତି ଉଷ୍‌ଷ୍ମତା ଦେଖା ଦେଇସାରିଛି । ଆମ୍ ଆଦମୀ ପାର୍ଟି ମଧ୍ୟ ରାଜସ୍ଥାନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଆମ୍ ଆଦମୀ ପାର୍ଟି ଶୁକ୍ରବାର ଦିନ ରାଜସ୍ଥାନରେ ୨୦୦ଟି ଆସନ
Read More...

ସଂସଦ ଭିତରେ ଧାରଣା ମନା

ନୂଆଦିଲ୍ଲୀ : ମୌସୁମୀ ଅଧିବେଶନ ପୂର୍ବରୁ ସଂସଦକୁ ନେଇ ପୁଣି ଆଉ ଏକ ନୂଆ ନିୟମ ଜାରି କରାଯାଇଛି । ଏଣିକି ସଂସଦ ଭିତରେ ସଦସ୍ୟଙ୍କୁ ଧାରଣା ମନା । ଏ ନେଇ ରାଜ୍ୟ ସଭା ସାଧାରଣ ସଚିବ ପିସି ମୋଡି ଶୁକ୍ରବାର ଏକ ବିଜ୍ଞପ୍ତି ଜାରି କରିଛନ୍ତି । ବିଜ୍ଞପ୍ତିରେ ଉଲ୍ଲେଖ ଯେ, ସଂସଦ ଭିତରେ କୌଣସି
Read More...

ଧର୍ମ ଲୁଚାଇ ବିବାହ ବାହାନାରେ ବଳାତ୍କାର ଅଭିଯୋଗରେ ଗିରଫ ହେଲେ ପୋଲିସ ଅଧିକାରୀ, କୋର୍ଟ ବାହାରେ ମାଡ ମାରିଲେ…

ଗୋଣ୍ଡା : ଉତ୍ତରପ୍ରଦେଶର ଗୋଣ୍ଡା ଜିଲ୍ଲାରୁ ପ୍ରେମ ପ୍ରତାରଣାର ଏକ ମାମଲା ସାମ୍ନାକୁ ଆସିଛି । ଜଣେ ପୋଲିସ ଅଧିକାରୀ ନିଜ ଧର୍ମକୁ ଲୁଚାଇ ବିବାହର ବାହାନା କରି ଜଣେ ମହିଳାଙ୍କୁ ବଳାତ୍କାର କରି ଆସୁଥିବା ଅଭିଯୋଗ ଆସିବା ପରେ ଏସ୍‌ପି ଆକାଶ ତୋମାର ସିଓ କ୍ରାଇମ୍‌ ଲକ୍ଷ୍ମୀକାନ୍ତ ଗୌତମଙ୍କୁ
Read More...

ପହାଡଗଞ୍ଜ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ : ଦିଲ୍ଲୀର ପହାଡଗଞ୍ଜରେ ଥିବା ରୋମା ଡିଲକ୍ସ ହୋଟେଲରେ ଗୁରୁବାର ସକାଳ ପ୍ରାୟ ୪ଟା ସମୟରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଏହାର ଦ୍ୱିତୀୟ ମହଲାରେ ଥିବା ଏକ କୋଠରିରେ ନିଆଁ ଲାଗିଯାଇଛି । ଖବରପାଇ ଦମକଳ ବାହିନୀର ୪ଟି ଗାଡି ନିଆଁ ଲିଭାଇବାକୁ ପହଞ୍ଚିଥିବା ବେଳେ ଏଥିରେ
Read More...

ଅଜବ୍‌ ପ୍ରେମ : ପ୍ରେମିକାଙ୍କ ବାହା କରାଇଲେ ପ୍ରେମିକ

ବାଙ୍ଗାଲୁରୁ : ବାଙ୍ଗାଲୁରୁ ସହର ନିକଟସ୍ଥ ଏକ ଗାଁରେ ଏକ ଅଜବ୍‌ ପ୍ରେମ ଲୋକ ଲୋଚନକୁ ଆସିଛି । ଜଣେ ପ୍ରେମିକ ନିଜେ ପ୍ରେମିକାଙ୍କୁ ଅନ୍ୟ ଜଣଙ୍କ ସହ ବାହା କରାଇଛନ୍ତି । କୁହାଯାଇଛି ଯେ, ଦୀର୍ଘ ୪ ବର୍ଷର ଘନିଷ୍ଠ ପ୍ରେମ ପରେ ହଠାତ୍‌ ପ୍ରେମିକା ଦିନେ ପ୍ରେମିକ ସାମ୍ନାରେ କାନ୍ଦିବା ବେଳେ
Read More...

ଛତିଶଗଡ଼ରେ ଭୂକମ୍ପ ଅନୁଭୂତ

ଅମ୍ବିକାପୁର : ଛତିଶଗଡ଼ର କୋରେଆ ଜିଲ୍ଲାରେ ସୋମବାର ସକାଳେ ୪.୩ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ରାୟପୁରଠାରୁ ୩୦୦ କିମି ଦୂରରେ ଅବସ୍ଥିତ କୋରେଆର ବୈକୁଣ୍ଠପୁରରୁ ୧୬ କିମି ଦୂରରେ ଏହି ଝଟକା ଅନୁଭୂତ ହୋଇଛି । ତେବେ ଏହି ମଧ୍ୟମ ଧରଣର କମ୍ପନରେ କୌଣସି କ୍ଷୟକ୍ଷତି ଏବଂ ପ୍ରାଣହାନୀ ହୋଇ
Read More...

କେରଳର ଆର୍‌ଏସ୍‌ଏସ୍‌ କାର୍ଯ୍ୟାଳୟରେ ପଡ଼ିଲା ବୋମା

ନୂଆଦିଲ୍ଲୀ : କେରଳର କନ୍ନୁ ଜିଲ୍ଲାର ପୟାନୁରରେ ଆର୍‌ଏସ୍‌ଏସ୍‌ କାର୍ଯ୍ୟାଳୟ ଉପରେ ପଡ଼ିଲା ବୋମା । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳ ଶୁନଶାନ ହୋଇଯାଇଛି । ପୟାନୁର ପୋଲିସ ଅନୁସାରେ ଏହି ଘଟଣା ଆଜି ସକାଳେ ହୋଇଛି । ଏହି ଆକ୍ରମଣରେ କୋଠାର ଝରକା ଓ କାଚ ଭାଙ୍ଗି ଯାଇଛି । ପୋଲିସ ଘଟଣାସ୍ଥଳରେ
Read More...

୨ ନାବାଳିକା ଯୌନ ଶୋଷଣର ଶିକାର, ୫୯ ବର୍ଷିୟ ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀର ମଡେଲ ଟାଉନ ଅଞ୍ଚଳରେ ଦୁଇ ନାବାଳିକାଙ୍କ ଯୌନ ଶୋଷଣ ମାମଲାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଏହି ମାମଲାରେ ଜଣେ ୫୯ ବର୍ଷ ବୟସ୍କ ବ୍ୟକ୍ତିଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ କରାଯାଇଥିଲା । ମାମଲା ମଡେଲ ଟାଉନର ଅଟେ । ପୋଲିସ ଏହି ଘଟଣା ସମ୍ପର୍କରେ ସୂଚନା ପାଇବା
Read More...