Browsing Tag

news of india

ଆଗାମୀ ଦିନରେ ଭାରତ ବିଶ୍ୱରେ ସୁପର୍‌ ପାୱାର୍ ହେବ : ବାଲିଆ ବଳିଦାନ ଦିବସରେ କହିଲେ ସିଏମ୍ ଯୋଗୀ

ଲଖ୍‌ନଉ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦେଶର ପ୍ରତ୍ୟେକ ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ପାଞ୍ଚଟି ସଂକଳ୍ପ ସହିତ କତ୍‌ର୍ତ୍ତବ୍ୟ ରାସ୍ତାରେ ଆଗକୁ ବଢ଼ିବାକୁ ଆହ୍‌ହ୍ୱାନ ଦେଇ କହିଛନ୍ତି ଯେ, ଆଗାମୀ ଦିନରେ ଭାରତ ବିଶ୍ୱର ଏକ ମହାଶକ୍ତି ହେବ ।
Read More...

ଫିଲ୍ମ ଷ୍ଟାଇଲ୍‌ରେ ଲୁଟ୍ : ସିବିଆଇ ଅଧିକାରୀ ସାଜି ବ୍ୟାଙ୍କରୁ ୩୫ ଲକ୍ଷ ଟଙ୍କା ଲୁଟି ନେଲେ ଲୁଟେରା

ଜାମସେଦପୁର : ଜାମସେଦପୁରର ମାନ୍‌ଗୋରେ ଅବସ୍ଥିତ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଫିଲ୍ମ ଷ୍ଟାଇଲ୍‌ରେ ଏକ ଡକାୟତି ଘଟଣା ଚାରିପଟେ ଚର୍ଚ୍ଚାର ବିଷୟ ପାଲଟିଛି । ଚାରିଜଣ ମୁଖାପିନ୍ଧା ଦୁର୍ବୃତ୍ତ ବ୍ୟାଙ୍କ କର୍ମଚାରୀଙ୍କ ମୁଣ୍ଡରେ ପିସ୍ତଲ ରଖି ବ୍ୟାଙ୍କରୁ ୩୫ ଲକ୍ଷ ଟଙ୍କା ଲୁଟି ନେଇଥିଲେ । ଘଟଣା
Read More...

ହିମାଚଳପ୍ରଦେଶରେ ଭୂକମ୍ପ ଅନୁଭୂତ

ଶିମଲା : ହିମାଚଳପ୍ରଦେଶର ମଣ୍ଡୀ ଜିଲ୍ଲାରେ ବୁଧବାର ସକାଳେ ଭୂକମ୍ପ ଅନୁଭବ ହୋଇଛି । ପ୍ରଥମ ଝଟକା ସକାଳ ୫ଟା ୩୦ରେ ଅନୁଭବ ହୋଇଛି । ସୁନ୍ଦରନଗର ନିକଟ ଭୂକମ୍ପର କେନ୍ଦ୍ରସ୍ଥଳ ବୋଲି ଜଣାପଡିଛି । ଏନ୍‌ସିଏସ୍‌ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ରିକ୍ଟର ସ୍କେଲରେ ଏହାର ତିବ୍ରତା ୨.୮ ରେକର୍ଡ
Read More...

ହର ଘର ତ୍ରିରଙ୍ଗା ଅଭିଯାନ : ୧୦ ଦିନରେ ବିକ୍ରି ହେଲାଣି ୧ କୋଟିରୁ ଅଧିକ ଜାତୀୟ ପତାକା

ନୂଆଦିଲ୍ଲୀ : ସାରା ଦେଶରେ ଥିବା ଭାରତୀୟ ଡାକ ବିଭାଗର ୧.୫ ଲକ୍ଷ ଡାକଘର (ପୋଷ୍ଟ ଅଫିସ) ମାଧ୍ୟମରେ ୧୦ ଦିନରେ ୧ କୋଟିରୁ ଅଧିକ ଜାତୀୟ ପତାକା ବିକ୍ରି ହୋଇଥିବା ଜଣାପଡିଛି । ଏକ ଅଫିସିଆଲ ଷ୍ଟେଟମେଣ୍ଟରେ ଏହା କୁହାଯାଇଛି । ଇଣ୍ଡିଆ ପୋଷ୍ଟ କହିଛି ଆପଣ ଆପଣଙ୍କ ନିକଟରେ ଥିବା ପୋଷ୍ଟ ଅଫିସ
Read More...

ବାଙ୍ଗାଲୁରୁଠାରେ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେଵଙ୍କ ସତସଙ୍ଘ ସାମାରୋହ ଆୟୋଜିତ

ବାଙ୍ଗାଲୁରୁ, (କେ.ସତ୍ୟନାରାୟଣ ରେଡ୍ଡୀ) : ବାଙ୍ଗାଲୁରୁଠାରେ ଉତ୍କଳୀୟ ଧର୍ମଗୁରୁ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବଙ୍କ ପ୍ରବର୍ତ୍ତୀତ ଓଡ଼ିଆ ଲୋକଙ୍କୁ ନେଇ ଏକ ସଂଗଠନ ସ୍ଥାପନ ହୋଇଅଛି । ଶ୍ରୀ ଶ୍ରୀ ଅଭିରାମ ଭକ୍ତସେବା ଗୋଷ୍ଠୀ ୟାଜମାନ ଲେ-ଆଉଟ, ବେଗୁର, ଦ୍ୱିତୀୟ ଫ୍ଲୋର, ୬୧, ନବମ
Read More...

ଜେଇଇ ମେନ୍‌ ଫଳାଫଳ ପ୍ରକାଶିତ

ନୂଆଦିଲ୍ଲୀ : ନ୍ୟାସନାଲ୍‌ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଦ୍ୱାରା ପରିଚାଳିତ ଜେଇଇ ମେନ୍‌ ସେସନ୍‌-୨ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି । ଛାତ୍ରୀଛାତ୍ରମାନେ ଅଫିସିଆଲ ୱେବସାଇଟ jeemain.nta.nic.inରେ ଫଳାଫଳ ଯାଞ୍ଚ କରିପାରିବେ । ଜେଇଇ ମେନ୍‌ ସେସନ୍‌-୨ ପରୀକ୍ଷା ଜୁଲାଇ ୨୫ରୁ ଜୁଲାଇ ୩୦
Read More...

ବିବାହ ପରେ ମଧ୍ୟ ପ୍ରେମିକ ନିର୍ଯାତନା ଦେଉଥିଲା, କ୍ରୋଧିତ ପ୍ରେମିକା ସ୍ୱାମୀଙ୍କ ସହ ମିଶି ପ୍ରେମିକକୁ କଲେ ହତ୍ୟା

ଧୌଲପୁର : ରାଜସ୍ଥାନର ଧୌଲପୁର ଜିଲ୍ଲାରେ ଜଣେ ମହିଳା ତାଙ୍କ ପ୍ରେମିକକୁ ଅତି ନିର୍ମମ ଭାବରେ ହତ୍ୟା କରିବା ପାଇଁ ସ୍ୱାମୀଙ୍କ ସହ ଷଡଯନ୍ତ୍ର କରିଥିଲେ । କୁହାଯାଉଛି ଯେ, ହତ୍ୟାକାଣ୍ଡର ଶିକାର ହୋଇଥିବା ଯୁବକ ପ୍ରେମିକା ବିବାହ କରି ସାରିବା ପରେ ମଧ୍ୟ ଛାଡି ନଥିଲେ, ଯଦିବି ପ୍ରେମିକା
Read More...

ଗ୍ୟାଙ୍ଗରେପ୍‌ ପରେ ପୀଡିତାଙ୍କୁ ବିନା ପୋଷାକରେ ରାସ୍ତାରେ ଛାଡିଲେ ଦୁର୍ବୃତ୍ତ : ଅବସ୍ଥା ଗୁରୁତର, ୨ ଅଭିଯୁକ୍ତ ଗିରଫ

ମୁମ୍ବାଇ : ମହାରାଷ୍ଟ୍ରର ଭଣ୍ଡାରା ଜିଲ୍ଲାର ଜଣେ ୩୫ ବର୍ଷୀୟା ମହିଳାଙ୍କୁ ତିନି ଜଣ ପୁରୁଷ ଗ୍ୟାଙ୍ଗ ବଳାତ୍କାର କରିବା ପରେ ତାଙ୍କୁ ବିନା ପୋଷାକରେ ରାସ୍ତା କଡ଼ରେ ଫିଙ୍ଗି ଦିଆଯାଇଥିବା ଭଳି ଏକ ସଂଗୀନ ଘଟଣା ସାମ୍‌ନାକୁ ଆସିଛି । ଶନିବାର ପୋଲିସ ଏହି ସୂଚନା ଦେଇଛି । କରଧା ପୋଲିସ
Read More...

ପୋଲିସ ଷ୍ଟେସନରେ ପଶି ଜଣେ ପୋଲିସ କର୍ମଚାରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ୧ ଗିରଫ, ୧ ଅଟକ

ନୂଆଦିଲ୍ଲୀ : ଦିଲ୍ଲୀର ଆନନ୍ଦ ବିହାର ପୋଲିସ ଷ୍ଟେସନରେ ପଶି ଜଣେ ହେଡ କନଷ୍ଟେବଳଙ୍କୁ ମାଡ ମାରିବା ଅଭିଯୋଗରେ ପୋଲିସ ଜଣଙ୍କୁ ଗିରଫ କରିଥିବା ବେଳେ ଜଣକୁ ଅଟକ ରଖିଛି । ଶନିବାର ଦିନ ପୋଲିସ କହିଛି ଯେ, ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ୨୯ ବର୍ଷିୟ ସତୀଶ କୁମାର, ଯିଏ ଓକିଲାତି କରନ୍ତି ।
Read More...

ଚାଲିଛି ଉପରାଷ୍ଟ୍ରପତି ମତଦାନ

ନୂଆଦିଲ୍ଲୀ : ଚାଲିଛି ଉପରାଷ୍ଟ୍ରପତି ନିର୍ବାଚନ । ଭାରତର ପରବର୍ତ୍ତୀ ଉପରାଷ୍ଟ୍ରପତି କିଏ ହେବେ ତାହା ଆଜି ସ୍ଥିର ହେବ । ନୂଆଦିଲ୍ଲୀର ସଂସଦ ଗୃହରେ ପୂର୍ବାହ୍ନ ୧୦ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ । ଏହାପରେ ଭୋଟ ଗଣତି ଆରମ୍ଭ ହେବ । ଏହି ପରିପ୍ରେକ୍ଷୀରେ
Read More...