Browsing Tag

news of india

ସେନ୍‌ସେକ୍ସରେ ୯୫୪ ପଏଣ୍ଟ ହ୍ରାସ

ମୁମ୍ବାଇ : ବମ୍ବେ ଷ୍ଟକ ଏକ୍ସଚେଞ୍ଜ୍‌ କାରବାରରେ ଘୋର ଅସ୍ଥିରତା ଦେଖିବାକୁ ମିଳିଥିଲା । ନିବେଶକମାନେ ସେୟାର ବିକ୍ରି କରିବା ଯୋଗୁଁ ସେନ୍‌ସେକ୍ସ ୯୫୪ ପଏଣ୍ଟ ହ୍ରାସ ପାଇ ୫୭, ୧୮୪ ପଏଣ୍ଟରେ ବନ୍ଦ ହୋଇଛି । ଏହାକୁ ମିଶାଇ ଚାରିଟି କାରବାର ଦିନରେ ସେନ୍‌ସେକ୍ସରେ ୨୮୭୪ ପଏଣ୍ଟ ହ୍ରାସ ହୋଇଛି
Read More...

ସେନା ହେଲିକେପ୍ଟର ଦୁର୍ଘଟଣାରେ ୬ ମୃତ

ଇସଲାମାବାଦ : ଦକ୍ଷିଣ ପଶ୍ଚିମ ପାକିସ୍ତାନର ବେଲୁଚିସ୍ତାରେ ରାତି ମିଶନ ସମୟରେ ଏକ ସେନା ହେଲିକେପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ଦୁଇ ସେନା ମେଜର(ଉଭୟ ପାଇଲଟ୍‌)ଙ୍କ ସମେତ ବିମାନରେ ଥିବା ସମସ୍ତ ୬ ଜଣଙ୍କର ମୃତ୍ୟୁ ହୋଇଛି । ଏକ ବିବୃତ୍ତିରେ ସେନା ପକ୍ଷରୁ କୁହାଯାଇଛି, ବେଲୁଚିସ୍ତାନର ରାଜଧାନୀ
Read More...

ପୋଖରିକୁ ଖସିଗଲା ଟ୍ରାକ୍ଟର ଟ୍ରଲି, ୧୦ ମୃତ

ଲକ୍ଷ୍ନୌ : ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ହୋଇଯାଇଛି । ଏକ ଟ୍ରାକ୍ଟର ଟ୍ରଲିରେ ପ୍ରାୟ ୪୭ ଲୋକ ଯାତ୍ରା କରୁଥିବା ବେଳେ ଟ୍ରାକ୍ଟର ଟ୍ରଲିଟି ନିୟନ୍ତ୍ରଣ ହରାଇ ଏକ ପୋଖରି ମଧ୍ୟକୁ ଖସି ପଡିଥିଲା । ଫଳରେ ୧୦ ଜଣଙ୍କ ମୃତ୍ୟୁ ହୋଇଯାଇଛି
Read More...

ଆଣ୍ଡାମାନରେ ଭୂକମ୍ପ

ନୂଆଦିଲ୍ଲୀ : ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ଶୁକ୍ରବାର ରାତି ୨ଟା ୩୦ ସମୟରେ ଭୂମିକମ୍ପ ଅନୁଭୂତ ହୋଇଥିବା ଜଣାପଡିଛି । ଏହାର ରିକ୍ଟର ସ୍କେଲ୍‌ର ତୀବ୍ରତା ୬.୧ ରେକର୍ଡ କରାଯାଇଛି । ଏନେଇ ନ୍ୟାସନାଲ୍‌ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ଏହି ସୂଚନା ଦିଅଯାଇଛି । ଏହି ଭୂକମ୍ପ ଫଳରେ କୌଣସି
Read More...

ରାସ୍ତା କଡରେ ଶୋଇଥିବା ବେଳେ ମାଡିଗଲା ଟ୍ରକ : ୪ ମୃତ

ନୂଆଦିଲ୍ଲୀ : ଦିଲ୍ଲୀର ଶାହଦରାଠାରେ ରୋଡ୍‌ ଡିଭାଇଡର ଉପରେ ଶୋଇଥିବା ୬ ଜଣଙ୍କ ଉପରେ ଏକ ଟ୍ରକ୍‌ ମାଡିଯିବାରୁ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ଡ୍ରାଇଭର ଟ୍ରକ ସହ ଫେରାର ହୋଇଯାଇଛି । ଡ୍ରାଇଭରକୁ ଧରିବା ପାଇଁ ପୁଲିସ ଟିମ୍‌ ନିୟୋଜିତ କରାଯାଇଛି
Read More...

ସେପ୍ଟମ୍ବର ୨୭ରୁ ସମ୍ବିଧାନ ପୀଠ ଶୁଣାଣିର ସିଧା ପ୍ରସାରଣ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଆସନ୍ତା ସେପ୍ଟମ୍ବର ୨୭ ତାରିଖରୁ ସମ୍ବିଧାନ ପୀଠ ଶୁଣାଣିର ସିଧା ପ୍ରସାରଣ ନିଷ୍ପତ୍ତି ନେଇଛନ୍ତି । ମଙ୍ଗଳବାର ସନ୍ଧ୍ୟାରେ ପ୍ରଧାନ ବିଚାରପତି ୟୁ ୟୁ ଲଳିତଙ୍କ ଅଧ୍ୟକ୍ଷତାରେ ପୂର୍ଣ୍ଣାଙ୍ଗ ବେଞ୍ଚ ବୈଠକରେ ସର୍ବସମ୍ମତିକ୍ରମେ ଏହି ନିଷ୍ପତ୍ତି ନିଆଯାଇଛି । ‘ବାର
Read More...

୧୭୨୫ କୋଟି ମୂଲ୍ୟର ହିରୋଇନ ଜବତ

ମୁମ୍ବାଇ : ଦିଲ୍ଲୀ ପୁଲିସ ଏକ ସ୍ୱତନ୍ତ୍ର ଟିମ୍‌ ମୁମ୍ବାଇ ପୋର୍ଟରୁ ୩୫୦ କେଜି ଓଜନର ହିରୋଇନ୍‌ ଜବତ କରିଛି । ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାଇ ଆନ୍ତଜାର୍ତୟ ବଜାରରେ ଏହାର ମୂଲ୍ୟ ୧୭୨୫ କୋଟି ଟଙ୍କା ହେବ । ଏକ ବିଶାଳ ବକ୍ସରୁ ଏହି ହେରୋଇନ୍‌ ମିଳିଛି । ଗତବର୍ଷ ସେପ୍ଟେମ୍ବରରେ ମଧ୍ୟ
Read More...

କୋଇଲା ଖଣିରେ ବିଷାକ୍ତ ଗ୍ୟାସ୍‌ ଲିକ : ୩ ଶ୍ରମିକ ମୃତ

ଗୌହାଟୀ : ଅରୁଣାଚଳ ପ୍ରଦେଶ ସୀମାରେ ଆସାମର ତିନି ମୁଖିଆ ଜିଲ୍ଲାର ଏକ କୋଇଲା ଖଣିରେ ବିଷାକ୍ତ ଗ୍ୟାସ ନିର୍ଗତ ହେବାରୁ ତିନିଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଟିକୋକ କୋଇଲା ଖଣିରେ ଏହି ଘଟଣା ଘଟିଥିବା ପୁଲିସ କହିଛି । ଏହି ଘଟଣା ପରେ ଖଣି ମାଲିକ ଫେରାର ହୋଇଯାଇଥିବା ଜଣାପଡିଛି ।
Read More...

ଆଉ ନାହାନ୍ତି ବହୁ ଚର୍ଚ୍ଚିତ କମେଡିଆନ୍‌ ରାଜୁ ଶ୍ରୀବାସ୍ତବ

ନୂଆଦିଲ୍ଲୀ : ଆଉ ନାହାନ୍ତି ଭାରତର ବହୁ ଚର୍ଚ୍ଚିତ କମେଡିଆନ୍‌ ରାଜୁ ଶ୍ରୀବାସ୍ତବ । ୫୮ ବର୍ଷ ବୟସରେ ଦିଲ୍ଲୀ ଏମ୍‌ସ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି । ଜୀବନ ସହ ଦୀର୍ଘ ୪୧ ଦିନ ସଂଘର୍ଷ ପରେ ଆଜି ସେ ହୃଦ୍‌ଘାତରେ ଶେଷ ନିଶ୍ୱାସ ତ୍ୟାଗ କରିଥିବା
Read More...

ଓସାକା ହାଇଦ୍ରାବାଦ୍‌ର ପଶ୍ଚିମ ଓଡ଼ିଶା ପରିବେଶରେ ନୂଆଁଖାଇ ପାଳିତ

ହାଇଦ୍ରାବାଦ : ହାଇଦ୍ରାବାଦ ସ୍ଥିତ ପ୍ରବାସୀ ପଶ୍ଚିମ ଓଡ଼ିଶାବାସୀଙ୍କ ଅଗ୍ରଣୀ ଅନୁଷ୍ଠାନ “ଓସାକା” ଦ୍ୱାରା ସେପ୍ଟେମ୍ବର ୧୮ ତାରିଖ ମହା ଧୁମ୍‌ଧାମ୍‌ରେ ନୂଆଁଖାଇ ଭେଟ୍‌ଘାଟ୍‌ ପାଳିତ ହୋଇଯାଇଛି । ପଶ୍ଚିମ ଓଡ଼ିଶାର ପାରମ୍ପାରିକ ପରିବେଶରେ ପାଳିତ ଏହି ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମରେ ମୁଖ୍ୟ
Read More...