Browsing Tag

news of india

ସୁଶାନ୍ତ ସିଂହ ରାଜପୁତଙ୍କ ବିଜନେସ୍‌ ପାର୍ଟନର୍‌ ବରୁଣ ମାଥୁରଙ୍କୁ ଇଡ଼ି ପକ୍ଷରୁ ନୋଟିସ୍‌

ନୂଆଦିଲ୍ଲୀ : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି) ପକ୍ଷରୁ ବଲିଉଡ଼୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ବିଜନେସ୍‌ ପାର୍ଟନର୍‌ ବରୁଣ ମାଥୁରଙ୍କୁ ମନି ଲେଡ଼ିଂ ମାମଲାର ଯାଂଚ ପାଇଁ ନୋଟିସ୍‌ ଦେଇଥିବା ଜଣାପଡ଼ିଛି । ତେବେ ଇଡ଼ିର ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ପ୍ରଦାନ କରିଛନ୍ତି ।
Read More...

ପବ୍‌-ଜି ବ୍ୟାନ୍‌ ହେଲା ଭାରତରେ

ନୂଆଦିଲ୍ଲୀ, (କେପିଏନ୍‌ଏସ୍‌) : ସାରା ଦେଶରେ ପବ୍‌-ଜି ଖେଳରେ ଶିଶୁ ଠୁ କିଶୋର, ଯୁବକ ପର୍ଯ୍ୟନ୍ତ ମାତିଥିବା ବେଳେ ଏବେ ଭାରତରେ ଏହା ବ୍ୟାନ୍‌ ହୋଇଛି । ପବ୍‌-ଜି ସହ ୧୧୮ଟି ମୋବାଇଲ ୍‌ଆପ୍‌ସ୍‌କୁ ନିଷେଧ କରାଯାଇଛି । ଭାରତ-ଚୀନ ମଧ୍ୟରେ ଲଦାଖରେ ଚାଲିଥିବା ବିବାଦ ଭିତରେ ଆଜି ପୁଣି ଏକ
Read More...

୨୦୨୩-୨୪ ସୁଦ୍ଧା କୋଲ ଇଣ୍ଡିଆ ୫୦୦ଟି ପ୍ରକଳ୍ପରେ ବିନିଯୋଗ କରିବ ୧.୨୨ ଲକ୍ଷ କୋଟି : ପ୍ରହଲ୍ଲାଦ ଯୋଶୀ

● ୩୯ଟି ଫାଷ୍ଟ ମାଇଲ ସଂଯୋଗୀକରଣ ପ୍ରକଳ୍ପରେ ୧୪,୨୦୦ କୋଟି ନିବେଶ କରିବ ସିଆଇଏଲ● କୋଇଲା ପରିବହନ କ୍ଷେତ୍ରର ହେବ ଉନ୍ନତି● ୩୪,୬୦୦ କୋଟି ବିନିଯୋଗରେ ଚିହ୍ନଟ ହେବ ୧୫ଟି ଗ୍ରୀନଫିଲ୍ଡ ପ୍ରକଳ୍ପନୂଆଦିଲ୍ଲୀ, (ପିଆଇବି) : ଆଗାମୀ ୨୦୨୩-୨୪ ସୁଦ୍ଧା ଏକ ବିଲିୟନ ଟନ କୋଇଲା ଉତ୍ପାଦନ କରି ଦେଶକୁ
Read More...

ଚୀନ୍‌ ସେନାକୁ ଉଚିତ ଜବାବ୍‌ ଦେଲେ ଭାରତୀୟ ଯବାନ୍‌

ନୂଆଦିଲ୍ଲୀ : ଲଦ୍ଦାଖରେ ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ଉପରେ ଚୀନ ସେନା ଧସେଇ ପଶିବାକୁ ଷଡ଼ଯନ୍ତ୍ର କରୁଥିବା ବେଳେ ଭାରତୀୟ ଯବାନ୍‌ ସେମାନଙ୍କ ସମସ୍ତ ଯୋଜନାକୁ ପଣ୍ଡ କରି ଦେଇଛନ୍ତି । ଏଲ୍‌ଏସି.ର ବ୍ଲେକ୍‌ ଟାପ୍‌ ପୋଷ୍ଟକୁ ନିଜ ଅକ୍ତିଆରକୁ ନେବାରେ ସଫଳ ହୋଇଛନ୍ତି ଭାରତୀୟ ସେନା
Read More...

ପୁଣି ରାହୁଲ ଗାନ୍ଧୀ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ

ନୂଆଦିଲ୍ଲୀ : କଂଗ୍ରେସର ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି । ବିଗତ ଦିନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମାଲୋଚନା କରି ବିଶେଷ ଭାବରେ ଆଲୋଚନାର ପରିସରକୁ ଆସିଥିବା ରାହୁଲ ଗାନ୍ଧୀ ପୁଣି ଦେଶରେ ବଢ଼ି ଚାଳିଥିବା କରୋନା ସଂକ୍ରମଣ,
Read More...

ସାମ୍ବାଦିକଙ୍କୁ ବୀମା ସୁରକ୍ଷା ପ୍ରଦାନ ପାଇଁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ୟୁପି ସରକାରଙ୍କ ପାଖରେ ଦାବୀ

ଲଖ୍‌ନୌ : କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉତ୍ତର ପ୍ରଦେଶ ସରକାରଙ୍କ ପାଖରେ ସାମ୍ବାଦିକମାନଙ୍କୁ ବୀମା ସୁରକ୍ଷା ପ୍ରଦାନ କରିବା ପାଇଁ ଦାବୀ ରଖିଛନ୍ତି । ସେ କହିଛନ୍ତି ଯେ, କରୋନା ମହାମାରୀ କାଳରେ ସାମ୍ବାଦିକମାନେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ଲକ୍ଷେ୍ନøରେ
Read More...

ପୂର୍ବତନ ରାଷ୍ଟ୍ରପତି ଶ୍ରୀ ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ମନ୍ତ୍ରିମଣ୍ଡଳର ଶୋକପ୍ରକାଶ

● ଶ୍ରୀ ପ୍ରଣବ ମୁଖାର୍ଜୀଙ୍କ ସ୍ମୃତିରେ ଦୁଇ ମିନିଟ ନିରବ ପ୍ରାର୍ଥନାନୂଆଦିଲ୍ଲୀ, (ପିଆଇବି) : ଭାରତର ପୂର୍ବତନ ରାଷ୍ଟ୍ରପତି ଶ୍ରୀ ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ପକ୍ଷରୁ ଶୋକପ୍ରକାଶ କରାଯାଇଛି । ଶ୍ରୀ ପ୍ରଣବ ମୁଖାର୍ଜୀଙ୍କ ସ୍ମୃତିରେ ମନ୍ତ୍ରିମଣ୍ଡଳ ତରଫରୁ ଦୁଇ
Read More...

ନୂତନ ଶୀତଳ ଶୃଙ୍ଖଳ ପ୍ରକଳ୍ପରୁ ୨,୫୭,୯୦୪ କୃଷକ ଉପକୃତ ହେବେ : ହରସିମରତ କୌର ବାଦଲ

● ପ୍ରକଳ୍ପଗୁଡିକ ୧୬,୨୦୦ କୃଷକଙ୍କ ପାଇଁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୃଷ୍ଟି କରିବ● ପ୍ରଧାନ ମନ୍ତ୍ରୀ କିସାନ ସଂପଦା ଯୋଜନା ଅଧୀନରେ ୨୭ଟି ପ୍ରକଳ୍ପକୁ ମିଳିଛି ଅନୁମୋଦନନୂଆଦିଲ୍ଲୀ, (ପିଆଇବି) : ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ କେନ୍ଦ୍ର ମନ୍ତ୍ରୀ ଶ୍ରୀମତୀ ହରସିମରତ କୌର ବାଦଲ
Read More...

ଭାରତରେ କୋଭିଡ-୧୯ ମୁକାବିଲା ଲାଗି ୩୫୦୦ କୋଟି (ଆନୁମାନିକ) ଟଙ୍କା ଦେବାକୁ ଜାପାନର ପ୍ରତିଶ୍ରୁତି

• ସ୍ବାସ୍ଥ୍ୟକ୍ଷେତ୍ର ପାଇଁ ସରକାରୀ ବିକାଶମୂଳକ ଋଣ ସହାୟତା ଆକାରରେ ଯୋଗାଇ ଦିଆଯିବ ଅର୍ଥ• ଆନୁମାନିକ ୭୦ କୋଟି ଟଙ୍କାର ଗ୍ରାଣ୍ଟ ଇନ ଏଡ ସହାୟତା ପାଇଁ ମଧ୍ୟ ଚୁକ୍ତିନୂଆଦିଲ୍ଲୀ, (ପିଆଇବି) : କୋଭିଡ-୧୯ ସଙ୍କଟର ଜରୁରିକାଳୀନ ମୁକାବିଲା ଉଦ୍ଦେଶ୍ୟରେ ଜାପାନ ସରକାର ଜେପିଓ୍ବାଇ ୫୦ ବିଲିୟନ
Read More...

ଓଡ଼ିଶା, ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ ଏବଂ ଛତିଶଗଡ଼କୁ କେନ୍ଦ୍ରୀୟ ଟିମ ପଠାଇବ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

• ଆବଦ୍ଧାଞ୍ଚଳ ନିରୀକ୍ଷଣ, ନମୁନା ପରୀକ୍ଷା ଏବଂ ଦକ୍ଷ ଚିକିତ୍ସା ପରିଚାଳନାକୁ ସୁଦୃଢ଼ କରିବାରେ ସହାୟତା କରିବ କେନ୍ଦ୍ରୀୟ ଦଳନୂଆଦିଲ୍ଲୀ, (ପିଆଇବି) : ଓଡ଼ିଶା, ଉତ୍ତର ପ୍ରଦେଶ, ଝାଡ଼ଖଣ୍ଡ ଏବଂ ଛତିଶଗଡ଼କୁ ମିଶାଇ ଚାରିଟି ରାଜ୍ୟରେ ଉଚ୍ଚସ୍ତରୀୟ କେନ୍ଦ୍ରୀୟ ଦଳ ନିୟୋଜିତ କରିବା ଲାଗି କେନ୍ଦ୍ର
Read More...