Browsing Tag

news of india

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ପରାମର୍ଶ

● ସଂକ୍ରମଣ ରୋକିବା ପାଇଁ ଯେପରି କୌଣସି କୋଭିଡ ପଜିଟିଭ ମାମଲା ବାଦ ନପଡେ ତାହା ସୁନିଶ୍ଚିତ କରିବାକୁ ପଡିବନୂଆଦିଲ୍ଲୀ, (ପିଆଇବି) : କେତେକ ବୃହତ ରାଜ୍ୟରେ ଲକ୍ଷଣଯୁକ୍ତ ମାମଲାଗୁଡିକ ରାପିଡ଼ ଆଣ୍ଟିଜେନ ଟେଷ୍ଟରେ ନେଗେଟିଭ ଆସିବା ସତ୍ଵେ ତାହାର ଆରଟିପିସିଆର ପରୀକ୍ଷା ନହେଉଥିବା କେନ୍ଦ୍ର
Read More...

ମମତାଙ୍କ ଉପରେ ନଡ୍ଡା ବର୍ଷିଲେ : ହିନ୍ଦୁ ବିରୋଧୀ ଆଖ୍ୟା ଦେଲେ

ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା ମମତାଙ୍କ ଉପରେ ବର୍ଷିଛନ୍ତି । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ହିନ୍ଦୁ ବିରୋଧୀ ବୋଲି ଆଖ୍ୟା ଦେଇଛନ୍ତି ଶ୍ରୀ ନଡ୍ଡା । ସେ ଆରୋପ ଲଗାଇଛନ୍ତି ଯେ, ମମତା ତୁଷ୍ଟିକରଣ ଏବଂ ଭୋଟ ବ୍ୟାଙ୍କର ରାଜନୀତି
Read More...

ପରେଶ ରାୱଲ ହେଲେ ଏନ୍‌ଏସ୍‌ଡ଼ି ଅଧ୍ୟକ୍ଷ

ନୂଆଦିଲ୍ଲୀ : ବଲିଉଡ୍‌ର ବଳିଷ୍ଠ ପ୍ରତିଭାବାନ ଅଭିନେତା ତଥା ଭାରତୀୟ ଜନତା ପାର୍ଟିର ପୂର୍ବତନ ସାଂସଦ ପରେଶ ରାୱଲ୍‌ଙ୍କୁ ନ୍ୟାସନାଲ ସ୍କୁଲ ଅଫ୍‌ ଡ୍ରାମା(ଏନ୍‌ଏସ୍‌ଡ଼ି)ର ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି । ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ ଏହି ସୂଚନା ଦେଇଥିବା ବେଳେ ସେ
Read More...

ଡିଆଁ ମାରୁଛି କରୋନା, ମଣିଷ ଜୀବନ ବାଟବଣା : ଗତ ୨୪ ଘଂଟାରେ ଦେଶରେ ୯୫,୭୩୫ ନୂଆ ଆକ୍ରାନ୍ତ

ନୂଆଦିଲ୍ଲୀ : ‘ଡିଆଁ ମାରୁଛି କରୋନା, ମଣିଷ ଜୀବନ ବାଟବଣା’ ବୋଲି ଏବେ ସାଧାରଣରେ ଚର୍ଚ୍ଚା ଚାଲିଛି । ଗତ ୨୪ ଘଂଟାରେ ଦେଶରେ ୯୫,୭୩୫ ଜଣ ଆକ୍ରାନ୍ତ ହୋଇଥିବା ଖବର ଛନକା ସୃଷ୍ଟି କରିଛି ଭାରତୀୟଙ୍କ ମନରେ । ପୁଣି ୧,୧୭୨ ଜଣ ଗତ ୨୪ ଘଂଟାରେ ପ୍ରାଣ ହରାଇଛନ୍ତି କରୋନାର ନୃଶଂସ ସଂକ୍ରମଣରେ ।
Read More...

୮୦ ନୂଆ ପେସେଂଜର ଟ୍ରେନ୍‌ ପାଇଁ ଟିକେଟ୍‌ ବୁକିଂ ଆରମ୍ଭ

ନୂଆଦିଲ୍ଲୀ : ୮୦ ନୂଆ ପେସେଂଜର ଟ୍ରେନ୍‌ ପାଇଁ ଟିକେଟ୍‌ ବୁକିଂ ଆରମ୍ଭ ହୋଇଯାଇଛି । ରେଲୱେ ଅନୁସାରେ ସଂପୃକ୍ତ ଟ୍ରେନ୍‌ଗୁଡ଼ିକ ଆଗରୁ ଚାଲିଥିବା ୨୩୦ ସ୍ପେସାଲ୍‌ ଟ୍ରେନ୍‌ଠାରୁ ଅଲଗା ହେବ । ଆଜି ଦିନ ୧୦ଟାରୁ ଏହି ୮୦ ନୂଆ ଟ୍ରେନ୍‌ ପାଇଁ ଟିକେଟିଂ ବୁକିଂ ଆରମ୍ଭ ହୋଇଯାଇଛି । ଏବେ ଏହି ନୂଆ
Read More...

ଆଜି ପିଏମ ମତ୍ସ୍ୟ ସମ୍ପଦ ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

• ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କାର୍ୟ୍ୟକ୍ଷମ ହେବ ଇ-ଗୋପାଳ ଆପ୍‌; ଏକ ପୂର୍ଣ୍ଣାଙ୍ଗ କିସମ ବିକାଶ ବଜାର ତଥା ସୂଚନା ପୋର୍ଟାଲ, ଯାହାକୁ ଚାଷୀ ସିଧାସଳଖ ବ୍ୟବହାର କରିପାରିବେ• ବିହାରରେ ମତ୍ସ୍ୟ ଓ ପଶୁ ସଂପଦ ବିକାଶ ପାଇଁ ଆଉ କେତେକ କାର୍ୟ୍ୟକ୍ରମ ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ
Read More...

ଆଜି ଏକ ସମାରୋହରେ ଭାରତୀୟ ବାୟୁ ସେନାରେ ସାମିଲ ହେବ ଅତ୍ୟାଧୁନିକ ଲଢ଼ୁଆ ବିମାନ ରାଫେଲ୍

ନୂଆଦିଲ୍ଲୀ, (ପିଆଇବି) : ଅମ୍ବାଲା ସ୍ଥିତ ବାୟୁସେନା ଘାଟିଠାରେ ଆଜି ସମାରୋହପୂର୍ବକ ଅତ୍ୟାଧୁନିକ ଲଢ଼ୁଆ ବିମାନ ରାଫେଲକୁ ବିଧିବଦ୍ଧ ଭାବେ ଭାରତୀୟ ବାୟୁସେନାରେ ସାମିଲ କରାଯିବ । ରାଫେଲ୍ ଲଢ଼ୁଆ ବିମାନ ଭାରତୀୟ ବାୟୁସେନାର ୧୭ତମ ସ୍କ୍ୱାର୍ଡ଼ନ “ଗୋଲଡେନ ଆରୋ”ର ଅଂଶ ଭାବେ ସାମିଲ ହେବ । ପ୍ରଥମ
Read More...

ଦୁଇ ଓଡ଼ିଆଙ୍କ ସମେତ ୩୮ ଶିକ୍ଷକଙ୍କୁ ‘ସିବିଏସଇ ଶିକ୍ଷକ ପୁରସ୍କାର’

• ନୂଆଦିଲ୍ଲୀରେ ଆୟୋଜିତ ଅନଲାଇନ ସମାରୋହରେ ସମ୍ମାନିତ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀନୂଆଦିଲ୍ଲୀ, (ପିଆଇବି) : ନୂଆଦିଲ୍ଲୀରେ ଆୟୋଜିତ ଏକ ଅନଲାଇନ ସମାରୋହରେ ଆଜି ସିବିଏସଇ ଅଧୀନରେ ପରିଚାଳିତ ବିଦ୍ୟାଳୟଗୁଡ଼ିକର ୩୮ ଜଣ ଶିକ୍ଷକଙ୍କୁ ‘ସିବିଏସଇ ଶିକ୍ଷକ ପୁରସ୍କାର’ରେ ସମ୍ମାନିତ କରିଛନ୍ତି
Read More...

ଦେଶରେ କୋଭିଡ-୧୯ ନମୁନା ପରୀକ୍ଷଣରେ ନୀରବଚ୍ଛିନ୍ନ ଅଗ୍ରଗତି

● ଗତ ୨୪ ଘଣ୍ଟା ମଧ୍ୟରେ ୧୧.୫୦ ଲକ୍ଷରୁ ଉର୍ଦ୍ଧ୍ଵ ନମୁନା ପରୀକ୍ଷାନୂଆଦିଲ୍ଲୀ, (ପିଆଇବି) : ଦେଶରେ କରୋନା ସଂକ୍ରମିତଙ୍କ ଦୈନିକ ଆରୋଗ୍ୟ ସଂଖ୍ୟା ପାଖାପାଖି ୭୫ ହଜାର ହୋଇଥିବା ବେଳେ ନମୁନା ପରୀକ୍ଷାରେ ମଧ୍ୟ ରେକର୍ଡ ସୃଷ୍ଟି ହୋଇଛି । କେବଳ ଗତ ୨୪ ଘଣ୍ଟା ମଧ୍ୟରେ ୧୧.୫୦ ଲକ୍ଷରୁ
Read More...

କିଷାନ ରେଳକୁ ସ୍ୱାଗତ କରିବାକୁ ଦିଲ୍ଲୀ ପ୍ରସ୍ତୁତ

• ଦକ୍ଷିଣ ଭାରତର ପ୍ରଥମ କିଷାନ ରେଳ ଆନ୍ଧ୍ରର ଅନନ୍ତପୁରରୁ ନୂଆଦିଲ୍ଲୀର ଆଦର୍ଶନଗର ଅଭିମୁଖେ ଯାତ୍ରା କଲା• କୃଷି ଉତ୍ପାଦନ ସମ୍ଭାବ୍ୟ ସର୍ବାଧିକ ବଜାର ଓ ଲାଭ ଲୋଡ଼େ । ଭାରତୀୟ ଶ୍ରମିକ ପ୍ରମାଣିତ କରିଛନ୍ତି ଯେ ପ୍ରାକୃତିକ ବିପର୍ୟ୍ୟୟ ଦ୍ୱାରା ସେମାନେ କେବେ ଦବି ଯିବେ ନାହିଁ• କୃଷିଜାତ
Read More...