Browsing Tag

news of india

ଯୁବକଙ୍କ ଅଶ୍ଳୀଳ ଭିଡିଓ ତିଆରି ଯୁବତୀ କଲେ ବ୍ଲାକମେଲ୍‌ : ମାମଲା ଥାନାରେ

ବୁଲନ୍ଦଶହର : ନଗର କୋତୱାଲୀ ଅଞ୍ଚଳର ଜଣେ ପ୍ରତିଷ୍ଠିତ ପରିବାରର ଯୁବକଙ୍କ ସହ ଜଣେ ଯୁବତୀ ଅଶ୍ଳୀଳ ଭିଡିଓ ଚାଟ୍ କରିଥିଲେ । ଏହା ପରେ ଅଭିଯୁକ୍ତ ଯୁବତୀ ଉକ୍ତ ଚାଟ୍‌ର ସ୍କ୍ରିନ୍ ଭିଡିଓ ରେକର୍ଡ କରିଥିଲେ । ବର୍ତ୍ତମାନ ଅଭିଯୁକ୍ତ ଯୁବତୀ ସେହି ଭିଡିଓକୁ ଭାଇରାଲ କରିବାକୁ ଧମକ ଦେଇ ପୀଡିତ
Read More...

ଦଳିତ ଯୁବକଙ୍କୁ ଗଛରେ ବାନ୍ଧି ଅମାନୁଷିକ ନିର୍ଯ୍ୟାତନା : ୟୁପି ସରକାରଙ୍କୁ ଏନ୍‌ସିଏସ୍‌ସି ନୋଟିସ୍

ଲଖ୍‌ନଉ : ଉତ୍ତରପ୍ରଦେଶର କାନପୁର ଦେହାତ ଜିଲ୍ଲା ଅନ୍ତର୍ଗତ ଆକବରପୁର ଅଞ୍ଚଳର ଏକ ଗାଁରେ ଜଣେ ଦଳିତଙ୍କୁ କେବଳ ଗଛରେ ବାନ୍ଧି ପିଟାଯାଇ ନଥିଲା, ବରଂ ତାଙ୍କୁ ଅମାନୁଷିକ ନିର୍ଯ୍ୟାତନା ମଧ୍ୟ ଦିଆଯାଇଥିଲା । ଏହାକୁ କଡାକଡି ଭାବେ ଗ୍ରହଣ କରି ରାଷ୍ଟ୍ରୀୟ ଅନୁସୂଚିତ ଜାତି ଆୟୋଗ ଏହାର ଅଧ୍ୟକ୍ଷ
Read More...

ପାଗଳ ପ୍ରେମିକର ନୃଶଂସ ପାଗଳାମୀ : ରାଜଧାନୀରେ ଜଣେ କିଶୋରୀଙ୍କୁ ମାରାତ୍ମକ ଆକ୍ରମଣ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଜଣେ କିଶୋରୀଙ୍କୁ ସାଂଘାତିକ ଆକ୍ରମଣ କରାଯାଇଥିବା ସୂଚନା ମିଳିଛି । ଦକ୍ଷିଣ ମୋତି ବାଗ ଅଞ୍ଚଳରେ ସ୍ପଷ୍ଟ ଦିବାଲୋକରେ ଜଣେ ୧୬ ବର୍ଷର ବାଳିକାଙ୍କୁ କୁରାଢ଼ିରେ ଆକ୍ରମଣ ଯୋଗୁଁ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତ କିଶୋରୀଙ୍କୁ ସଫଦରଜଙ୍ଗ ଡାକ୍ତରଖାନାକୁ
Read More...

ସୂଚନା ଓ ପ୍ରସାରଣ ମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ ଶ୍ରୀ ଅନୁରାଗ ଠାକୁର

ନୂଆଦିଲ୍ଲୀ, (ପିଆଇବି) : ଶ୍ରୀ ଅନୁରାଗ ଠାକୁର ଗତକାଲି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ ଗଣମାଧ୍ୟମକୁ ଉଦବୋଧନ ଦେଇ ମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଗତ ୭ ବର୍ଷ ମଧ୍ୟରେ ଦେଶକୁ ବିକାଶ ପଥରେ ଆଗେଇ ନେବା ପାଇଁ ଜୋରଦାର
Read More...

ବାଂଲାଦେଶ : ରେକର୍ଡ ସଂଖ୍ୟକ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ସରକାରଙ୍କୁ ଦେଶବ୍ୟାପୀ ଲକ୍‌ଡାଉନ୍‌ ପାଇଁ ବାଧ୍ୟ କଲା

ଢାକା : ବାଂଲାଦେଶର କୋଭିଡ -୧୯ ଯୋଗୁଁ ଗୋଟିଏ ଦିନରେ ରେକର୍ଡ ୧୬୪ ମୃତ୍ୟୁ ଏବଂ ୯,୯୬୪ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ସରକାର ଜୁଲାଇ ୧୪ ପର୍ଯ୍ୟନ୍ତ ଏକ ସପ୍ତାହ ଯାଏ ଦେଶବ୍ୟାପୀ ଲକ୍‌ଡାଉନ୍‌ ପାଇଁ ଏକ ପ୍ରକାର ବାଧ୍ୟ ହୋଇଛନ୍ତି । ଅଧିକାରୀଙ୍କ ଅନୁଯାୟୀ, ଦେଶରେ କରୋନା ସଂକ୍ରମଣ ହେତୁ
Read More...

ପାକିସ୍ତାନର ୪୦% ଲୋକ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ପାଆନ୍ତି ନାହିଁ : ଇମ୍ରାନ ଖାନ ବିଫଳତା ସ୍ୱୀକାର କଲେ

ଇସ୍‌ଲାମାବାଦ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସ୍ୱୀକାର କରିଛନ୍ତି ଯେ, ପାକିସ୍ତାନରେ ୪୦% ଲୋକ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ପାଇପାରୁ ନାହାଁନ୍ତି ଏବଂ ପୁଷ୍ଟିହୀନତା ହେତୁ ୪୦% ପିଲା ମାନସିକ ଏବଂ ଶାରୀରିକ ବିକାଶ ପାଇପାରୁ ନାହାଁନ୍ତି । ଇମ୍ରାନ ଖାନ କହିଛନ୍ତି ଯେ, ତାଙ୍କ
Read More...

ମେରଟରେ ଜଣେ ସାଧୁଙ୍କୁ ପିଟି ପିଟି ହତ୍ୟା : ଉତ୍ତେଜନା

ମେରଟ୍ : ଉତ୍ତରପ୍ରଦେଶର ମେରଟରେ ଏକ ସାଧୁଙ୍କୁ ପିଟି ପିଟି ହତ୍ୟା ପରେ ଉତ୍ତେଜନା ବ୍ୟାପିଯାଇଛି । ଆଜି ସକାଳେ ରାସ୍ତାରେ ସାଧୁଙ୍କ ମୃତଦେହ ମିଳିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏହା ପରେ କ୍ରୋଧିତ ଲୋକମାନେ ଏକତ୍ରିତ ହୋଇ ମୃତଦେହକୁ ରାସ୍ତାରେ ରଖି ହତ୍ୟାକାରୀଙ୍କୁ ଗିରଫ କରିବାକୁ
Read More...

ଯୌତୁକ ନିର୍ଯ୍ୟାତନା କାରଣରୁ ଆତ୍ମହତ୍ୟା ମାମଲାରେ ତନାଘନା

ଥିରୁବନନ୍ତପୁରମ୍ : କେରଳରେ ଯୌତୁକ ନିର୍ଯ୍ୟାତନା କାରଣରୁ ଆତ୍ମହତ୍ୟା କରିଥିବା ୨୪ ବର୍ଷିୟା ଯୁବତୀ ବିସ୍ମାୟାଙ୍କ ମାମଲା ଏବେ ହେଡଲାଇନ୍‌ରେ ରହିଛି । ବିଶେଷ କରି କେରଳରେ ଏ ବିଷୟରେ ବହୁତ ହଇଚଇ ରହିଛି । ଭିସମାୟାଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ ମଧ୍ୟ ପୋଲିସ ଗ୍ରହଣ କରିଛି, ଯେଉଁଥିରେ ସେ
Read More...

ଜାମ୍ମୁ ବିମାନବନ୍ଦରର ବୈଷୟିକ ଅଞ୍ଚଳରେ ଦୁଇଟି ବିସ୍ଫୋରଣ, ଘଟଣାସ୍ଥଳରେ ବୋମା ନିଷ୍କ୍ରିୟ ସ୍କ୍ୱାର୍ଡ

ଜାମ୍ମୁ : ଜାମ୍ମୁ ବିମାନବନ୍ଦରର ବୈଷୟିକ ଅଞ୍ଚଳରେ ଦୁଇଟି ବିସ୍ଫୋରଣ ଘଟିଛି । ଜଣେ ଅଧିକାରୀ ଏ ବିଷୟରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଜାମ୍ମୁ ବିମାନବନ୍ଦରର ବୈଷୟିକ ଅଞ୍ଚଳରେ ଦୁଇଟି ବିସ୍ଫୋରଣ ଶୁଣାଯାଇଛି । ଘଟଣା ପରେ ବମ୍ ଡିସପୋଜାଲ୍ ସ୍କ୍ୱାର୍ଡ ଏବଂ ଫୋରେନସିକ୍ ଟିମ୍
Read More...

ଡବ୍ଲ୍ୟୁଟିସି ଫାଇନାଲ୍ : ତୃତୀୟ ଦିନ ଷ୍ଟମ୍ଫସ୍ ବେଳକୁ ନ୍ୟୁଜିଲାଣ୍ଡ ୧୦୧/୨ : କାଇଲ ଜାମିସନଙ୍କ ୨୨-୧୨-୩୧-୫ ସଫଳତା…

ସାଉଥାମ୍ପଟନ୍‌ : ଏଜିସ୍‌ ବାୱେଲରେ ଚାଲିଥିବା ଐତିହାସିକ ମ୍ୟାଚ୍ ନ୍ୟୁଜିଲାଣ୍ଡ୍ ବିପକ୍ଷ ବିଶ୍ୱ ଟେ‌ଷ୍ଟ୍ ଚାମ୍ପିଅନସିପ୍‌ ଫାଇନାଲରେ ଭାରତର ପ୍ରଥମ ପାଳି ୨୧୭ ରନ୍‌ରେ ଶେଷ ହୋଇଯାଇଛି । କାଇଲ୍ ଜାମିସନ୍‌ଙ୍କ ୫ ୱିକେଟ୍ ସଫଳତା ବିରାଟ କୋହଲିଙ୍କ ଦଳକୁ ପ୍ରଥମ ପାଳିରେ ଆହ୍ୱାନଭରା
Read More...