Browsing Tag

news

ଅପାଠୁଆ ମତ୍ସ୍ୟଜୀବୀ ଗ୍ରାମୀଣ ମହିଳା ସଙ୍ଗଠିକା ସମୂଦ୍ରମର ପ୍ରତିଷ୍ଠାତା ବି.ଚିତ୍ତାମା ଏକ ଭିନ୍ନ ମଣିଷ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଅପାଠୁଆ ମହିଳା ମତ୍ସ୍ୟଜୀବୀ ଛଅ ଗୋଟି ସାମୁଦ୍ରିକ ଉପକୂଳ ଜିଲ୍ଲାର ହଜାର ହଜାର ମହିଳାଙ୍କୁ ନେଇ ଗଠିତ ସାମୁଦ୍ରିକ ମତ୍ସ୍ୟଜୀବୀ ମହିଳା ସଂଗଠନର ନେତ୍ରୀ ତଥା "ସମୂଦ୍ରମ"ର ପ୍ରତିଷ୍ଠାତା ସଭାପତି ବି. ଚିତ୍ତାମା ଏକ ଭିନ୍ନ ମଣିଷ ଏବେ ଆରପାରିରେ ।
Read More...

ବଲାଙ୍ଗିର ଜିଲ୍ଲାରୁ ଆଜି ୨୭ ଜଣ ଆକ୍ରାନ୍ତ : ବଲାଙ୍ଗିର ପୌରାଂଚଳରୁ ୨୫

ବଲାଙ୍ଗିର, (କେପିଏନ୍ଏସ୍) : ଆଜି ବଲାଙ୍ଗିର ଜିଲ୍ଲାରୁ ୨୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୩ ଜଣ ମହିଳା ଓ ୧୪ ଜଣ ପୁରୁଷ ରହିଛନ୍ତି ବୋଲି ସରକାରୀ ସୂତ୍ରରେ କୁହାଯାଇଛି । ତେବେ ବଲାଙ୍ଗିର ପୌରାଂଚଳରୁ ଆଜି ୨୫ ଜଣ ଏବଂ ଗୁଡ଼ଭେଲା ବ୍ଲକର କୁରେଇଭନାରୁ ଜଣେ
Read More...

ଅଜନା ଗାଡ଼ି ଧକ୍କା ଥି ବୁଆର୍ ମରନ୍ : ମୁରଦାର ପାଖେ ବସି କାନ୍ଦୁଛେ ଝି’

ନୂଆପଡ଼ା, (କେପିଏନ୍ଏସ୍) : ଗୁଟେ ହୁରୁଦ୍ ଫଟା କଥା । ଶୁନଲେ ଦିହିଁ ଶିତେଇ ଯିବା । ଗଲା ରଏବାର ରାତି ଗୁଟେ ଅଜନା ଗାଡ଼ିର ଧକ୍କା ଥି ବୁଆ ମରିଗଲା ଉତରୁ ସକାଲେ ରୋଡ଼ ଥି ବୁଆ ମରି କରି ପଡ଼ିଥିବାର ଦେଖି ଭୋ’ ଛାଡ଼ତେଲ୍ କାନ୍ଦୁଛେ ଝି’ । କୋମନା ବ୍ଲକ ତରବୋଡ଼ ଗାଁର ସମ୍ଭବ ଉଦ୍ୟାନ ପାଖର
Read More...

ଧର୍ମାନୁଷ୍ଠାନ ଖୋଲିବାକୁ ଦାବୀ

ସମ୍ବଲପୁର, (ଦାମୋଦର ପଣ୍ଡା) : କୋଭିଡ କଟକଣା ସହ ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନଗୁଡିକ ଖୋଲିବା ପାଇଁ ୱାର୍ଲଡ ହ୍ୟୁମାନ ରାଇଟ ପ୍ରୋଟେକ୍ସନ ଅର୍ଗାନାଇଜେସନ୍ ପକ୍ଷରୁ ଦାବୀ କରି ଜିଲ୍ଲାପାଳଙ୍କୁ ଦାବୀପତ୍ର ଦିଆଯାଇଛି । ଏହା ସମସ୍ତଙ୍କ ଧର୍ମୀୟ ଭାବନାକୁ ଆଘାତ କରୁଛି ବୋଲି କୁହାଯାଇଛି ।
Read More...

ଶବଦାହ ପାଇଁ ସମ୍ବଲପୁର ରାଜଘାଟରେ ଥିବା ବୈଦ୍ୟୁତିକ ଚୁଲା ଅଚଳ

ସମ୍ବଲପୁର, (ଦାମୋଦର ପଣ୍ଡା) : ଶବଦାହ ପାଇଁ ସମ୍ବଲପୁର ରାଜଘାଟରେ ଥିବା ବୈଦ୍ୟୁତିକ ଚୁଲା ରବିବାର ଅଚଳ ହୋଇଯାଇଛି, ଏହାର କଏଲ ପୋଡି ଯାଇଥିବା ବେଳେ କୋଲକାତାରୁ କମ୍ପାନୀ ମିସ୍ତ୍ରୀ ଆସିଲେ ଯାଇ କାର୍ୟ୍ୟକ୍ଷମ ହୋଇ ପାରିବ । ବର୍ତମାନ ସ୍ଥିତିରେ କେବଳ ପରିବେଶ ଦୃଷ୍ଟିରୁ ନୁହେଁ, କୋଭିଡ
Read More...

କେମିତି ଅଛନ୍ତି ଭୀମ ଭୋଇ ଦିବ୍ୟାଙ୍ଗ କଲ୍ୟାଣ ପ୍ରତିଷ୍ଠାନର କଳାକାର?

ସହାୟତା ପାଇଁ ନିବେଦନ କଲେ ସଭାପତି ଓ ସଂପାଦିକାକଳାହାଣ୍ଡି,(କେପିଏନେସ): ସମସ୍ତ କଳାକାର ଦିବ୍ୟାଙ୍ଗ । କିନ୍ତୁ ଐଶ୍ୱରିକ ପ୍ରତିଭା ବଳରେ ସମସ୍ତେ ନିଜ ନିଜ ପ୍ରତିଭାରେ ବଳୀୟାନ । କିଏ କେସିଓରେ ମାଷ୍ଟର ତ ଆଉ କାହାର ତବଲା ତାଳେ ତାଳେ ଦର୍ଶକଙ୍କ ମନ ଭରିଯାଏ । କଣ୍ଟର ଯାଦୁଗରୀ ସ୍ପର୍ଶରେ
Read More...