Browsing Tag

Newdelhi news

ଦେଶର ନୂଆ ସ୍ୱାସ୍ଥ୍ୟମନ୍ତ୍ରୀ ହେଲେ ମନସୁଖ ମାଣ୍ଡଭ୍ୟ

ନୂଆଦିଲ୍ଲୀ : ଆଜି ମୋଦୀ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ ହେବା ସହିତ ଦେଶର ନୂଆ ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ ମନସୁଖ ମାଣ୍ଡଭ୍ୟଙ୍କୁ ପାଇଛି । ମନସୁଖ ମାଣ୍ଡଭ୍ୟ ସ୍ୱାସ୍ଥ୍ୟ ବିଭାଗ ସହିତ ସାର ଓ ରସାୟନ ବିଭାଗର ଅତିରିକ୍ତ ଦାୟିତ୍ୱରେ ମଧ୍ୟ ରହିବେ । ତେବେ ହର୍ଷବର୍ଦ୍ଧନଙ୍କ ଇସ୍ତଫା ପରେ କେନ୍ଦ୍ର
Read More...

ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ

ନୂଆଦିଲ୍ଲୀ : ଆଜି ସଂଧ୍ୟାରେ ମୋଦିଙ୍କ ଦ୍ୱିତୀୟ ପାଳିର ପ୍ରଥମ ସଂପ୍ରସାରଣ । ଏଥିରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ବଡ଼ ପରିବର୍ତ୍ତନ ହେବ ବୋଲି ଜୋର୍‌ ଧରିଛି ଚର୍ଚ୍ଚା । ତେବେ ଏହା ପୂର୍ବରୁ ମନ୍ତ୍ରିମଣ୍ଡଳରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଇସ୍ତଫା ଦେଇଛନ୍ତି । କିଛି
Read More...

ଆଜି ସଂଧ୍ୟାରେ ମୋଦିଙ୍କ ଦ୍ୱିତୀୟ ପାଳିର ପ୍ରଥମ ସଂପ୍ରସାରଣ

ନୂଆଦିଲ୍ଲୀ : ଆଜି ସଂଧ୍ୟାରେ ମୋଦିଙ୍କ ଦ୍ୱିତୀୟ ପାଳିର ପ୍ରଥମ ସଂପ୍ରସାରଣ । ଏଥିରେ ୧୯ରୁ ୨୦ ଜଣ ନୂଆ ମନ୍ତ୍ରୀ ହୋଇ ପାରନ୍ତି ବୋଲି ଆଲୋଚନା ହେଉଥିବା ବେଳେ ଏଥିରେ ପୁରସ୍କୃତ ହୋଇପାରନ୍ତି କଂଗ୍ରେସ ଛାଡ଼ି ବିଜେପିକୁ ଆସିଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ, ଆସାମରେ ହିମନ୍ତ ବିଶ୍ୱଶର୍ମାଙ୍କୁ
Read More...

କୋୱିନ୍ ବିଶ୍ୱ ସମ୍ମିଳନୀକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

• କୋଭିଡ-୧୯ ମୁକାବିଲା କରିବା ଲାଗି ବିଶ୍ୱକୁ ସହାୟତା କରିବା ନିମନ୍ତେ ଭାରତ ପକ୍ଷରୁ ଡିଜିଟାଲ ଜନକଲ୍ୟାଣ ରୂପରେ କୋୱିନ୍ ପ୍ଲାଟଫର୍ମ ଉପଲବ୍ଧ କରାଇବାର ପ୍ରସ୍ତାବ ଦେଲେ ପ୍ରଧାନମନ୍ତ୍ରୀ• କୋୱିନ୍ ପ୍ଲାଟଫର୍ମକୁ ସମସ୍ତ ଦେଶଗୁଡ଼ିକ ପାଇଁ ଉପଲବ୍ଧ ହେଉଥିବା ଏକ ମୁକ୍ତ ସମ୍ବଳ ଭାବେ ପ୍ରସ୍ତୁତ
Read More...

ଜନ୍ମ ବାର୍ଷିକୀରେ ସ୍ଵର୍ଗତ ରାମ ବିଳାସ ପାଶ୍ଵାନ ଜୀଙ୍କୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ସ୍ଵର୍ଗତ ରାମ ବିଳାସ ପାଶ୍ଵାନ ଜୀଙ୍କ ଜନ୍ମ ବାର୍ଷିକୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ସ୍ମରଣ କରି କହିଛନ୍ତି ଯେ, ସେ ଭାରତର ଜଣେ ଅଭିଜ୍ଞ ସାଂସଦ ଏବଂ ପ୍ରଶାସକ ଥିଲେ । ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଆଜି ମୋର ବନ୍ଧୁ
Read More...

କୋୱିନ ଗ୍ଲୋବାଲ କନ୍‌କ୍ଲେଭ-୨୦୨୧ରେ ପ୍ରଧାନମନ୍ତ୍ରୀଙ୍କ ଭାଷଣର ମୂଳପାଠ

ନୂଆଦିଲ୍ଲୀ, (ପିଆଇବି) : ବିଶିଷ୍ଟ ମନ୍ତ୍ରୀଗଣ, ବରିଷ୍ଠ ଅଧିକାରୀ, ସ୍ୱାସ୍ଥ୍ୟ ବିଶେଷଜ୍ଞ ଏବଂ ସମଗ୍ର ବିଶ୍ୱର ବନ୍ଧୁଗଣ, ନମସ୍କାର ! ଏହି କୋୱିନ ଗ୍ଲୋବାଲ କନ୍‌କ୍ଲେଭରେ ବିଶ୍ୱର ଅନେକ ଦେଶରୁ ବିଶେଷଜ୍ଞମାନେ ଭାଗ ନେଇଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ । ପ୍ରାରମ୍ଭରେ ମୁଁ ଏହି ମହାମାରୀରେ
Read More...

କୋଭିଡ-୧୯ ସମ୍ପର୍କିତ ସଦ୍ୟତମ ସୂଚନା

ନୂଆଦିଲ୍ଲୀ, (ପିଆଇବି) : ଦେଶବ୍ୟାପୀ ଚାଲିଥିବା ଟିକାକରଣ ଅଭିଯାନରେ ବର୍ତ୍ତମାନ ସୁଦ୍ଧା ମୋଟ ୩୫.୨୮ କୋଟି ଡୋଜ ଟିକା ବିନିଯୋଗ ହୋଇସାରିଲାଣି । ଗତ ୨୪ ଘଣ୍ଟା ମଧ୍ୟରେ ଭାରତର ନୂତନ କରୋନା ମାମଲା ସଂଖ୍ୟା ୩୯,୭୯୬ ରହିଛି । ଭାରତର ସକ୍ରିୟ କରୋନା ମାମଲା ସଂଖ୍ୟା ୪,୮୨,୦୭୧କୁ ହ୍ରାସ ପାଇଛି
Read More...

ଆମାଜନ ସିଇଓ ପଦରୁ ଜେଫ୍ ବେଜୋସ୍ ଇସ୍ତଫା ଦେବେ ଆଜି

ନୂଆଦିଲ୍ଲୀ : ଆଜି ଆମାଜନ ସିଇଓ ପଦରୁ ଜେଫ୍ ବେଜୋସ୍ ଇସ୍ତଫା ଦେବେ । ତେବେ ଜୁଲାଇ ୫କୁ ଇସ୍ତଫା ଦେବା ପାଇଁ ବେଜୋସ୍ ବାଛିଛନ୍ତି । କାରଣ ସେ ୧୯୯୪ ମସିହା ଆଜିର ଦିନରେ ଆମାଜନ ପ୍ରତିଷ୍ଠା କରିଥିଲେ । ତେବେ ୫୭ ବର୍ଷିୟା ଜେଫ୍‌ ବେଜୋସ୍‌ ଆମାଜନ ମୁଖ୍ୟ ପଦ ଛାଡିବା ପରେ ଏକ୍‌ଜ୍ୟୁକିଟିଭ୍‌
Read More...

ପୁଷ୍କର ସିଂ ଧାମି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ

ନୂଆଦିଲ୍ଲୀ : ପୁଷ୍କର ସିଂ ଧାମି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ । ପୂର୍ବତନ ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାୱତଙ୍କ ଇସ୍ତଫା ପରେ ଉତ୍ତରାଖଣ୍ଡର ପରବର୍ତ୍ତୀ ଡୋରି କାହା ହାତରେ ରହିବ, ସେନେଇ ଖୁବ୍ ଚର୍ଚ୍ଚା ଜାରି ରହିଥିବା ବେଳେ ଗତ ୨୦୧୨ ମସିହାରୁ ଧାମି ଲଗାତର
Read More...

କରୋନା ଭାଇରସ୍‌ ତୃତୀୟ ତରଙ୍ଗ କେତେ ବିପଦଜନକ : ବିଶେଷଜ୍ଞ ସମ୍ଭାବନା ପ୍ରକାଶ କଲେ

ନୂଆଦିଲ୍ଲୀ : କୋଭିଡ -୧୯ ମହାମାରୀ ମଡେଲିଂ ସହ ଜଡିତ ଏକ ସରକାରୀ କମିଟିର ବୈଜ୍ଞାନିକ କହିଛନ୍ତି ଯେ, ଯଦି କୋଭିଡ ପ୍ରୋଟୋକଲ ଯଥା କରୋନା ନିର୍ଦ୍ଦେଶାବଳୀ ଠିକ୍‌ ଭାବରେ ପାଳନ କରାନଯାଏ, ତେବେ କରୋନା ଭାଇରସ୍‌ର ତୃତୀୟ ତରଙ୍ଗ ଅକ୍ଟୋବର-ନଭେମ୍ବର ମଧ୍ୟରେ ଏହାର ଶିଖରରେ ପହଂଚିପାରେ । ଅବଶ୍ୟ
Read More...