Browsing Tag

muribahal news

ଲେବଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦ୍‌ଘାଟିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଲେବଡା ଗ୍ରାମରେ ଥିବା ପାଟଣେଶ୍ୱରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଓଡିଶା ସରକାରଙ୍କ ଆଇୱାଇଡିପି ଯୋଜନା ତରଫରୁ ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଶନିବାର ଉଦ୍‌ଘାଟିତ ହୋଇଯାଇଛି । ଲେବଡା
Read More...

ମୁରିବାହାଲ ବ୍ଲକସ୍ତରୀୟ ନିଯୁକ୍ତି ଭିତ୍ତିକ ପରାମର୍ଶ ଶିବିର ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ପକ୍ଷରୁ ମୁରିବାହାଲ ବ୍ଲକ ସଭାଗୃହରେ ଶୁକ୍ରବାର ବ୍ଲକସ୍ତରୀୟ ନିଯୁକ୍ତି ଭିତ୍ତିକ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ନିୟୋଜନ ଅଧିକାରୀ କେଶବ ଚନ୍ଦ୍ର ପାଣିଗ୍ରାହୀଙ୍କ
Read More...

ଚଳକୀରୁ ୧୦ଦାଦନ ଶ୍ରମିକ ଉଦ୍ଧାର : ଟାଟା ମ୍ୟାଜିକ ଜବତ, ଡ୍ରାଇଭରଙ୍କୁ କୋର୍ଟ ଚାଲାଣ, ସର୍ଦ୍ଦାର ଫେରାର

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଚଳକୀ ଛକରୁ ଜଏଁତରା ଗ୍ରାମର ୧୦ଜଣ ଦାଦନ ଶ୍ରମିକ ବାହାର ରାଜ୍ୟକୁ ଚାଲାଣ ହେଉଥିବା ବେଳେ ମୁରିବାହାଲ ପୁଲିସ ଦ୍ଵାରା ଉଦ୍ଧାର ହୋଇଥିବା ଜଣାପଡିଛି । ଏମାନଙ୍କୁ ଚାଲାଣରେ ବ୍ୟବହାର ହୋଇଥିବା ଗୋଟିଏ ଟାଟା ମ୍ୟାଜିକ
Read More...

ମୁରିବାହାଲରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ବ୍ଲକସ୍ତରୀୟ ଖେଳ ଓ ସାଂସ୍କୃତିକ ପ୍ରତିଯୋଗୀତା ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ସକାରାତ୍ମକ ପରିବେଶ ସୃଷ୍ଟି ନିମନ୍ତେ ବ୍ଲକସ୍ତରୀୟ ଖେଳ ଓ ସାଂସ୍କୃତିକ ପ୍ରତିଯୋଗୀତା ସମାରୋହ ଶୁକ୍ରବାର ଅନୁଷ୍ଠିତ
Read More...

ବାଙ୍କେଲ ଉଚ୍ଚ ବିଦ୍ୟାଳୟରେ ବିଶ୍ଵ ଏଡସ୍‌ ଦିବସ ପାଳିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ବାଙ୍କେଲ ଗ୍ରାମରେ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର, ବାଙ୍କେଲ ଓ ସହଭାଗୀ ଅନୁଷ୍ଠାନ ସେବାଜଗତର ମିଳିତ ସହଯୋଗରେ ବିଶ୍ଵ ଏଡସ୍‌ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଥମେ ବାଙ୍କେଲ ଉଚ୍ଚବିଦ୍ୟାଳୟର
Read More...

ମୁରିବାହାଲ ଡ଼ିଗ୍ରୀ କଲେଜରେ ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦ୍‌ଘାଟିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର): ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ଥିବା ପଞ୍ଚାୟତ ସମିତି ଡ଼ିଗ୍ରୀ ମହାବିଦ୍ୟାଳୟରେ ଆଜି ଡିସେମ୍ବର ପହିଲା ଶୁକ୍ରବାରରୁ ୧୫ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଯାଇଛି ।
Read More...

କୁର୍ଲୁବାହାଲ ଗ୍ରାମରୁ ଜଣେ ୧୭ ବର୍ଷୀୟା ନାବାଳିକା ନିଖୋଜ : ଥାନାରେ ଏତଲା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଚଣାବାହାଲ ପଞ୍ଚାୟତ କୁର୍ଲୁବାହାଲ ଗ୍ରାମର ଜଣେ ୧୭ ବର୍ଷୀୟା ନାବାଳିକା ବୁଧବାର ସନ୍ଧ୍ୟାରୁ ଘରୁ ନିଖୋଜ ହୋଇଯାଇଥିବା ନେଇ ତାଙ୍କ ପରିବାର ଲୋକେ ଗୁରୁବାର ମୁରିବାହାଲ ଥାନାରେ ଏତଲା ଦେଇଛନ୍ତି । ନାବାଳିକା ଜଣଙ୍କ
Read More...

ହଳଦୀର ବିବାହିତ ଯୁବକ ଚେନ୍ନାଇରୁ ନିଖୋଜ : ଥାନାରେ ଏତଲା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ହଳଦୀ ଗ୍ରାମର ଭରତଲାଲ ବାଗ ନାମକ ଜଣେ ବିବାହିତ ଯୁବକ ସୁଦୂର ଚେନ୍ନାଇ ଯାଇ ସେଠାରେ ୮ ଦିନ ହେବ ନିଖୋଜ ହୋଇଯାଇଥିବା ନେଇ ତାଙ୍କ ଧର୍ମପତ୍ନୀ ଭାରତୀ ବାଗ ଥାନାରେ ଏକ ଲିଖିତ ଏତଲା ଦେଇଛନ୍ତି । ଭାରତୀଙ୍କ ଲିଖିତ
Read More...

ଟେଙ୍ଗରା ଗ୍ରାମରେ କାର୍ତ୍ତିକ ପୂର୍ଣ୍ଣିମାରେ ବୁଡ ପକାଇବାକୁ ଯାଇ ପୋଖରୀରୁ ବୃଦ୍ଧା ନିଖୋଜ

ଅଗ୍ନିଶମ ବାହିନୀ ପାଣିରେ ଖୋଜି ନାକେଦମ୍ପୋଖରୀ ନିକଟ କପା କିଆରୀରୁ ସୁରକ୍ଷିତ ଉଦ୍ଧାର ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ବଡ଼ସାଇମରା ପଞ୍ଚାୟତ ଟେଙ୍ଗରା ଗ୍ରାମରେ ସୋମବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଲିଥିଲା । କାର୍ତ୍ତିକ ପୂର୍ଣ୍ଣିମା
Read More...

ମୁରିବାହାଲ ବ୍ଲକ ସଦର ମହକୁମାରେ ସୁଧୁରୁନି ସବୁଦିନିଆ ରାସ୍ତା ସମସ୍ୟା : ବନବାହାଲର ଯୁବକମାନେ ଶ୍ରମଦାନ କରି ତିଆରି…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ବର୍ଷ ବର୍ଷ ଧରି ସବୁଦିନିଆ ରାସ୍ତା ସମସ୍ୟା ଲାଗି ରହିଛି । ଦୀର୍ଘ ଦିନ ପୂର୍ବରୁ ହୋଇଥିବା ଗେଟି, ପଥର, ଆବଡାଖାବଡା ରାସ୍ତାଗୁଡିକରେ ଯିବା ଆସିବା କରିବାକୁ ହଜାର ହଜାର ଲୋକେ ବାଧ୍ୟ ହେଉଛନ୍ତି ।
Read More...