ଗାଈଗୋରୁ ହରଡ ଫସଲ ଖାଇଦେବା ପ୍ରତିବାଦ କରିବାରୁ ଓଲଟି ଚାଷୀଙ୍କୁ ମରଣାନ୍ତକ ଆକ୍ରମଣ : ୨ଭାଇ କୋର୍ଟ ଚାଲାଣ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଟୁପାଉଡାର ପଞ୍ଚାୟତ ଜାମକାନୀ(ବଛାପଡ଼ା) ଗ୍ରାମରେ ହରଡ଼ ଫସଲ ଅମଳ ପରେ ରଖାଯାଇଥିବା ବେଳେ ଏହାକୁ ଗାଈଗୋରୁ ଖାଇଦେଇଥିଲେ । ଗାଈଗୋରୁ ଖାଇଦେବାର ପ୍ରତିବାଦ କରିବାରୁ ଚାଷୀଜଣଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ଦୁଇ!-->…
Read More...
Read More...