Browsing Tag

muribahal news

କଣ୍ଟାବାଞ୍ଜି ବିଧାୟକଙ୍କ ଦ୍ଵାରା ମୁରିବାହାଲ ବ୍ଲକ କାର୍ଯ୍ୟାଳୟରେ ୫ଲକ୍ଷ ଟଙ୍କାର ୬ଟି ପ୍ରକଳ୍ପର କାର୍ଯ୍ୟାଦେଶ ବଣ୍ଟନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ କାର୍ଯ୍ୟାଳୟରେ ଶୁକ୍ରବାର କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଦ୍ଵାରା ୨୦୨୧-୨୨-୨୩ ଆର୍ଥିକ ବର୍ଷର ୬ଟି ବିଭିନ୍ନ ପ୍ରକଳ୍ପର ମୋଟ ୫ଲକ୍ଷ ଟଙ୍କାର କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲ । ବିଶେଷ ଭାବେ
Read More...

ଟୁପାଉଡ଼ାର, ଲେବଡା ଓ ଗଁରେଇ ପଞ୍ଚାୟତରେ ବିଜେଡ଼ି ଦଳ ପକ୍ଷରୁ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଶୁକ୍ରବାର ଦିନ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ମୁରିବାହାଲ ବ୍ଲକ ଅଧିନସ୍ଥ ଟୁପାଉଡାର, ଲେବଡା ଓ ଗଁରେଇ ପଞ୍ଚାୟତର ସମସ୍ତ ଗ୍ରାମ ଗୁଡିକରେ ଘରେ ଘରେ ଶଙ୍ଖ ଓ ମୁଖ୍ୟମନ୍ତ୍ରୀଙ୍କ ଜନ ହିତକର ଯୋଜନାର ସଚେତନତା କାର୍ଯ୍ୟକ୍ରମ
Read More...

ବାଙ୍କେଲ ଗ୍ରାମରେ କଣ୍ଟାବାଞ୍ଜି ବିଧାୟକଙ୍କ ଦ୍ଵାରା ବୀର ସୁରେନ୍ଦ୍ର ସାଏଙ୍କ ନୂତନ ପ୍ରତିମୂର୍ତ୍ତି ଉନ୍ମୋଚିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ବାଙ୍କେଲ ପଞ୍ଚାୟତ ସଦର ଗ୍ରାମରେ ବୀର ସୁରେନ୍ଦ୍ର ସାଏ କ୍ଲବ ପକ୍ଷରୁ ବୀର ସୁରେନ୍ଦ୍ର ସାଏଙ୍କ ପୂଣ୍ୟତିଥି ଉପଲକ୍ଷେ ବୀର ସୁରେନ୍ଦ୍ର ସାଏଙ୍କ ନୂତନ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ
Read More...

ମୁରିବାହାଲରେ ମିଶନ ଶକ୍ତି ମା’ମାନଙ୍କ ପାଇଁ ବିନା ସୁଧରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସମାରୋହ କାର୍ଯ୍ୟକ୍ରମ…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ଓଡିଶାର ୭୦ ଲକ୍ଷ ସ୍ଵୟଂ ସହାୟକ ଗୋଷ୍ଠି ମା’ମାନଙ୍କ ପାଇଁ ବିନା ସୁଧରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଶନ ଶକ୍ତି ଋଣ ବ୍ୟବସ୍ଥା, ମିଶନ ଶକ୍ତି ମା’ମାନଙ୍କ ପାଇଁ ୟୁନିଫର୍ମ ଓ ବ୍ଲେଜର ସହାୟତା ଏବଂ ୧୪୫
Read More...

ହଳଦୀ ଗ୍ରାମର ବିବାହିତା ମହିଳାମାନଙ୍କୁ ନୂତନ ରାସନ କାର୍ଡ ଦେବାକୁ ବିଡ଼ିଓଙ୍କୁ ଦାବିପତ୍ର

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ସଦର ଗ୍ରାମ ନାରୀଶକ୍ତିର ବହୁ ସଂଖ୍ୟକ ବିବାହିତା ମହିଳା ବିବାହର ଦୀର୍ଘ ବର୍ଷ ପରେ ବି ରାସନ କାର୍ଡ ପାଇବାରୁ ବଞ୍ଚିତ ପ୍ରତିବାଦରେ ମଙ୍ଗଳବାର ବିଡିଓ ପୂର୍ଣ୍ଣାନନ୍ଦ ପଟେଲଙ୍କୁ ଏକ ଦାବିପତ୍ର
Read More...

ମୁରିବାହାଲ ପଞ୍ଚାୟତ ଚମ୍ପିୟାନ ଟ୍ରଫି କ୍ରିକେଟ

ମୁରିବାହାଲକୁ ହରାଇ ଗମ୍ଭାରିଖୋଲା ଚମ୍ପିୟାନ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ପଞ୍ଚାୟତ ବରାଯୁରା କ୍ରିକେଟ କ୍ଲବ ପକ୍ଷରୁ ଡୁମେରପଡ଼ା ଖେଳ ପଡିଆରେ ଚାଲିଥିବା ଦ୍ଵିତୀୟ ମୁରିବାହାଲ ପଞ୍ଚାୟତ ଚମ୍ପିୟାନ ଟ୍ରଫି କ୍ରିକେଟ ପ୍ରତିଯୋଗିତାରେ
Read More...

ଚଲକିରେ ବିରାଟ କଂଗ୍ରେସ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ : ଯୁବ ବିଜେଡି ଜିଲ୍ଲା ସମ୍ପାଦକଙ୍କ କଂଗ୍ରେସରେ…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ଚଲକିଠାରେ ଚଲକି ପଞ୍ଚାୟତ ଓ ବାନ୍ଧୁପଲା ପଞ୍ଚାୟତକୁ ନେଇ ରବିବାର କଂଗ୍ରେସର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ
Read More...

ମୁରିବାହାଲରେ ଟିଟିଲାଗଡ଼ ଉପଖଣ୍ଡ ଡିଜିଟାଲ ମିଡିଆ ସଂଘ ଗଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଉପଖଣ୍ଡ ମୁରିବାହାଲ ସଦର ପଞ୍ଚାୟତ ରାଜୀବ ଭବନଠାରେ ଉପଖଣ୍ଡର ଡିଜିଟାଲ ମିଡିଆରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହେବା ସହିତ ଟିଟିଲାଗଡ଼ ଉପଖଣ୍ଡ ଡିଜିଟାଲ ମିଡିଆ ସଂଘ ଗଠିତ ହୋଇଯାଇଛି ।
Read More...

ଚାନୁଟମାଲ ଗ୍ରାମରୁ ବିବାହର ମାତ୍ର ୨୩ ଦିନ ପରେ ସୁନା, ରୂପା ଧରି ନବବଧୂ ଶାଶୁଘରୁ ଫେରାର, ଥାନାରେ ମାମଲା ରୁଜ୍ଜୁ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବର-ବଧୂଙ୍କ ଶୁଭବିବାହକୁ ହୋଇଛି ମାତ୍ର ୨୩ଦିନ । ମାସଟିଏ ବି ପୁରିନି । ଗୋଡ଼ରୁ ଅଳତା କି ହାତରୁ ମେହେନ୍ଦି ଲିଭିନି । ବନ୍ଧୁବାନ୍ଧବ, କୁଣିଆ ଏବେ ଏବେ ଘରୁ ଯାଇଛନ୍ତି । ଆଣିଥିବା ଯୌତୁକ ସାମଗ୍ରୀରେ ଘର ସାଜସଜ୍ଜା ସରିନି । ନୂଆଁ ବୋହୂକୁ ଦେଖିବାକୁ
Read More...

ଗରଗଡବାହାଲରେ ପୂର୍ବ ଶତ୍ରୁତାରୁ ଜଣଙ୍କୁ ମରଣାନ୍ତକ ଆକ୍ରମଣ, ଅତି ଗୁରୁତର ବୁର୍ଲା ସ୍ଥାନାନ୍ତର, ଥାନାରେ ମାମଲା…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଗରଗଡବାହାଲ ଗ୍ରାମରେ ପୂର୍ବ ଶତ୍ରୁତାରୁ ଜଣଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ବେଳେ ତାଙ୍କୁ ଅତି ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । ଏ ସମ୍ପର୍କରେ ଗୁରୁତରଙ୍କ ପତ୍ନୀ ଜୟନ୍ତୀ
Read More...