ତିରୁପତି-ବିଳାସପୁର ଏକ୍ସପ୍ରେସ୍ ଟ୍ରେନ ସାମ୍ନାକୁ ଆସି ଅଜଣା ମହିଳାଙ୍କ ଆତ୍ମହତ୍ୟା
ମୁରିବାହାଲ, (କେପିଏନ୍ଏସ୍) : ମୁରିବାହାଲ ରହେନଭଟା ଷ୍ଟେସନ ମଧ୍ୟବର୍ତ୍ତୀ ଡଙ୍ଗରପଡ଼ା ଗାଁର ନିକଟରେ ତିରୁପତି-ବିଳାସପୁର ଏକ୍ସପ୍ରେସ ଟ୍ରେନ୍ ସାମନାକୁ ଆସି ଜଣେ ଅଜଣା ମହିଳା ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଟିଟିଲାଗଡ଼ ଜିଆର୍ପି ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଏକ!-->…
Read More...
Read More...