ଗଛରୁ ପଡି ଯୁବକ ଗୁରୁତର
ମୁରିବାହାଲ, (କେପିଏନ୍ଏସ୍) : ଗଛରୁ ପଡିଯିବାରୁ ମୁରିବାହାଲ ବ୍ଲକ ଘୁଷୁରାମୁଣ୍ଡା ଗ୍ରାମର ସପୁର ଥାଟି(୨୮) ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ ସେ କୁସମ ଖାଇବାକୁ ନିକଟସ୍ଥ ଜଙ୍ଗଲର ଗଛକୁ ଚଢିଥିବା ବେଳେ ଖସି ପଡିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା!-->…
Read More...
Read More...