Browsing Tag

muribahal news

ବାହାର ରାଜ୍ୟକୁ ଚାଲାଣ ବେଳେ ଶ୍ରମିକ ଉଦ୍ଧାର : ୨ ସର୍ଦ୍ଦାର ଗିରଫ

ମୁରିବାହାଲ, (ଅର୍ଜୁନ କୁମାର ହଂସ) : ରାଜ୍ୟ ବାହାରକୁ ଚାଲାଣ ବେଳେ ମୁରିବାହାଲ ପୁଲିସ ଚଢାଉ କରି ଦୁଇଟି ପୃଥକ୍‌ ଘଟଣାରେ ୧୧ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ସହ ୨ ଜଣଙ୍କୁ ଗିରଫ କରିଛି । ଗିରଫ ଦ୍ୱୟ ହେଲେ ସହଯୋଗୀ ସର୍ଦ୍ଦାର ଟିକ୍ରାପଡାର ମକରଧ୍ୱଜ ଖର୍ସେଲ(୩୪) ଓ ସଇଁତଲା ଥାନା
Read More...

ମୁରିବାହାଲ ପଞ୍ଚାୟତ କାର୍ଯ୍ୟାଳୟରେ ଦୀପାବଳୀ ପାଳିତ

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ପଞ୍ଚାୟତ କାର୍ଯ୍ୟାଳୟରେ ଆଲୋକର ପର୍ବ ଦୀପାବଳୀ ସୋମବାର ସନ୍ଧ୍ୟାରେ ପାଳିତ ହୋଇଯାଇଛି । ମୁରିବାହାଲ ପଞ୍ଚାୟତର ସରପଞ୍ଚ ବିଶ୍ୱବିହାରି ଯୋଶୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପଞ୍ଚାୟତ ଅଫିସ୍‌ ପରିସରରେ ପୂଜାର୍ଚ୍ଚନା କରାଯାଇଥିଲା । ଏଠାରେ ଦୀପ
Read More...

ଚଲକି ୫ଟି ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟ ତଦାରଖ କଲେ ସମିତି ସଭ୍ୟ

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ବ୍ଲକ ଚଲକି ହାଇସ୍କୁଲରେ ଚାଲୁଥିବା ୫ଟି ରୂପାନ୍ତରଣ କାର୍ଯ୍ୟକୁ ଗତକାଲି ବ୍ଲକର ଏକ ସମିତି ସଭ୍ୟ ବୃନ୍ଦ ତଦାରଖ କରିଛନ୍ତି । ଏଥିରେ ଚଲକି ସମିତି ସଭ୍ୟ ଦିଲ୍ଲୀପ ଭୋଇ, ଲେବଡା ସମିତି ସଭ୍ୟ ଦୁଷ୍ମନ୍ତ ନାଗ, ବାନ୍ଦୁପଲା ସମିତି ସଭ୍ୟ ଜଳନ୍ଦର
Read More...

୪୫ ହଜାର ଟଙ୍କା ଲାଂଚ ନେଇ ମୁରିବାହାଲ ବ୍ଲକ ଏପିଓ ଗିରଫ ପରେ କୋର୍ଟ ଚାଲାଣ

ମୁରିବାହାଲ, (କେପିଏନ୍‌ଏସ୍‌) : ୪୫ ହଜାର ଟଙ୍କା ଲାଂଚ ନେଇ ମୁରିବାହାଲ ବ୍ଲକ ଏପିଓ ସୁଶାନ୍ତ କୁମାର ଦାସ ଗିରଫ ହୋଇଥିବା ବେଳେ ଗତକାଲି ଭିଜିଲାନ୍ସ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । ତେବେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି ।
Read More...

ବିଜେଡିର ଜନ ସଂପର୍କ ପଦଯାତ୍ରା ଅନୁଷ୍ଠିତ

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ବ୍ଲକ ଡଙ୍ଗରପଡା ପଞ୍ଚାୟତରେ ବୁଧବାର ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଜେଡି ନେତା ଅଜୟ ଦାସ, ଜିଲ୍ଲା ପରିଷଦ ଉପସଭାପତି ମିଥିଳା ମାଝୀ, ଜିଲ୍ଲା ପରିଷଦ ସଦସ୍ୟା ନିରୁପମା ଗହୀର, ବ୍ଲକ ସଭାପତି ମୀନକେତନ ପାତ୍ର,
Read More...

ମୁରିବାହାଲରେ ରାବଣ ପୋଡ଼ି ଅନୁଷ୍ଠିତ

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ବ୍ଲକ ଗୁଏମୁଣ୍ଡ ହନୁମାନ ଛକ ଠାରେ ଗୁଏମୁଣ୍ଡ, କନସିଲ ଓ ମୁଣ୍ଡପଦର ପଞ୍ଚାୟତର ଜନସାଧାରଣଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ରାବଣ ପୋଡ଼ି କାର୍ଯ୍ୟକ୍ରମରେ ଯୋଗଦେଲେ କଣ୍ଟାବାଞ୍ଜି ବିଜେଡି ବିଧାୟକ ପ୍ରାର୍ଥୀ ଅଜୟ ଦାସ, ଜିଲ୍ଲା ପରିଷଦ ଶ୍ରୀମତୀ
Read More...

ପ୍ରଡ୍ୟୁସର୍‌ କମ୍ପାନୀର ବାର୍ଷିକ ବୈଠକ

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ବ୍ଲକ ପତ୍ରାପାଲି ପଞ୍ଚାୟତରେ ମିଳିତ ଉତ୍‌ଥାନ ପ୍ରଡ୍ୟୁସର କମ୍ପାନୀର ଦ୍ୱିତୀୟ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରୋଗ୍ରାମ ମ୍ୟାନେଜର ସଂଜୀବ ବାରିକ ସଭା ପରିଚାଳନା କରିଥିଲେ । ଜନମୁକ୍ତି ଅନୁଷ୍ଠାନର ସମ୍ପାଦକ ଭଜରାମ ସାହୁ
Read More...

ତୈଳିକ ବୈଶ୍ୟ ସାହୁ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ବ୍ଲକ ଗୋଇମୁଣ୍ଡ ପଞ୍ଚାୟତର ଚିତ୍ରାମୁଣ୍ଡା ଗ୍ରାମଠାରେ ତୈଳିକ ବୈଶ୍ୟ ସାହୁ ସମାଜ ପକ୍ଷରୁ ମୁରିବାହାଲ ବ୍ଲକ ସଭାପତି ବୈଧୃତ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଗାନ୍ଧୀ ଜୟନ୍ତୀ ଏବଂ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
Read More...

ଦୁଇ ବାଇକ୍‌ ଚୋରି ଅଭିଯୋଗ : ଗୋଟିଏ ବାଇକ ଉଦ୍ଧାର, ଜଣେ କୋର୍ଟ ଚାଲାଣ

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ସଦର ମହକୁମାରେ ଶନିବାର ରାତିରେ ଦୁର୍ଗାପୂଜା ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିବା ସମୟରେ ଦୁଇଟି ବାଇକ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତିକରି ମୁରିବାହାଲ ପୋଲିସ ତନାଘନା କରି ଗୋଟିଏ ବାଇକ୍‌କୁ ଉଦ୍ଧାର କରିଛି । ଏହି
Read More...

ମିଶନ ଶକ୍ତି ପକ୍ଷରୁ ଛେଳି ଓ କୁକୁଡା ବଜାର : ୫ ଦିନରେ ୨୫ ଲକ୍ଷ ଟଙ୍କାର ବ୍ୟବସାୟ

ମୁରିବାହାଲ, (କେପିଏନ୍‌ଏସ୍‌) : ଦଶହରା ଉପଲକ୍ଷେ ମୁରିବାହାଲ ମିଶନ ଶକ୍ତି ପକ୍ଷରୁ କୁକୁଡା ଓ ଛେଳି ବଜାର ଆୟୋଜନ କରାଯାଇଛି । ୫ ଦିନ ଧରି ବ୍ଲକର ବିଭିନ୍ନ ପଞ୍ଚାୟତ ବଡସାଇମରା, ଇଚ୍ଛାପଡା, ଡଙ୍ଗରପଡା, ପତ୍ରାପାଲି(କ), ଚକଲି ପଞ୍ଚାୟତରେ ଆୟୋଜିତ ହୋଇଥିଲା । ୨୫ ଲକ୍ଷରୁ ଅଧିକ ଟଙ୍କାର
Read More...