ଚଳଚ୍ଚିତ୍ରକୁ ଆସିବା ପୂର୍ବରୁ ମୁମ୍ବାଇ ପୋଲିସରେ ସବ୍-ଇନ୍ସପେକ୍ଟର ଥିଲେ ରାଜକୁମାର : ତାଙ୍କ ସ୍ୱତନ୍ତ୍ର ଶୈଳୀର…
ମୁମ୍ବାଇ : ବଲିଉଡ ଅଭିନେତା ରାଜକୁମାର ୩ ଜୁଲାଇ ୧୯୯୬ରେ ଜଗତରୁ ବିଦାୟ ନେଇଥିଲେ । ଆଜି ତାଙ୍କର ଶ୍ରାଦ୍ଧ ବାର୍ଷିକୀ । ସେ ତାଙ୍କର ବଳିଷ୍ଠ ଅଭିନୟ ସହିତ ସ୍ୱତନ୍ତ୍ର ଶୈଳୀର ସଂଳାପ ବିତରଣ ପାଇଁ ଏବେ ମଧ୍ୟ ଚଳଚ୍ଚିତ୍ର ପ୍ରେମୀଙ୍କ ଜଗତରେ ଖୁବ୍ ଫେମସ୍ । ତାଙ୍କର ସଂଳାପ ଆଜି ବି ପ୍ରସିଦ୍ଧ!-->…
Read More...
Read More...