Browsing Tag

m.rampur news

ସଂକୁଳ ସ୍ତରୀୟ ଶିଶୁ ଶିବିର

ମ.ରାମପୁର, (ହେମନ୍ତ ସାହୁ) : ମ.ରାମପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଦୁଇ ଦିନ ଧରି କେସିଙ୍ଗା ସଂକୁଳର ଶିଶୁ ଶିବିର ଅନୁଷ୍ଠିତ ହୋଇଯାଇଛି । ପରିଚାଳନା କମିଟି ସଭାପତି ଅଶ୍ୱିନୀ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଦିବାକର ସାହୁ
Read More...

ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ : କର ସେବକ ବଖାଣିଲେ ନିଜ ଅନୁଭୂତି

ମ.ରାମପୁର, (ହେମନ୍ତ ସାହୁ) : ଗତକାଲି ଅଯୋଧ୍ୟାରେ ଶ୍ରୀରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଯାଇଛି । ଏହି ପ୍ରତିଷ୍ଠା ଅବସରରେ ପ୍ରତିଟି ଭାରତୀୟ ନିଜକୁ ସାମିଲ କରେଇ ଘରେ ଘରେ ମନେଇଛନ୍ତି ଉତ୍ସବ । ତେବେ କର ସେବକ ଭାବରେ ୧୯୯୧ ମସିହା ରେ ଅଯୋଧ୍ୟାରେ ବାବ୍ରୀ ମସ୍‌ଜିଦ୍‌ ଭଙ୍ଗା ଘଟଣାରେ
Read More...

ରାଜ୍ୟସ୍ତରୀୟ କ୍ରିକେଟ ମ୍ୟାଚ୍‌ : ଦ୍ୱିତୀୟ ଦିବସରେ ରାଉରକେଲା ବିଜୟୀ

ମ.ରାମପୁର, (ହେମନ୍ତ ସାହୁ) : ଧବଳେଶ୍ୱର କ୍ରୀଡା ଓ ସାଂସ୍କୃତିକ ଅନୁଷ୍ଠାନ ମୋହନଗିରିର ୧୯ତମ ରାଜ୍ୟସ୍ତରୀୟ କ୍ରିକେଟ ମ୍ୟାଚ୍‌ର ଦ୍ୱିତୀୟ ଦିନ ମ୍ୟାଚ୍‌ ରାଉରକେଲା ବନାମ ବରଗଡ଼ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ରାଉରକେଲା ଟସ୍‌ ଜିଣି ପ୍ରଥମେ ବୋଲିଂର ନିଷ୍ପତ୍ତି ନେଇଥିଲା । ବରଗଡ଼ ଦଳ
Read More...

ରାଜ୍ୟସ୍ତରୀୟ କ୍ରିକେଟ୍ ମ୍ୟାଚ୍ ଉଦ୍‌ଘାଟିତ

ମ.ରାମପୁର, (ହେମନ୍ତ ସାହୁ) : ଧବଳେଶ୍ୱର କ୍ରୀଡା ଓ ସାଂସ୍କୃତିକ ଅନୁଷ୍ଠାନ ମୋହନଗିରି ୧୯ତମ ରାଜ୍ୟସ୍ତରୀୟ କ୍ରିକେଟ ପ୍ରତିଯୋଗିତା ଆଜି ଉଦ୍‌ଘାଟିତ ହୋଇଯାଇଛି । ସର୍ବପ୍ରଥମେ ଶିବ ମନ୍ଦିରରୁ ମଶାଲ ଯାତ୍ରା ବାହାରି ଖେଳପଡିଆରେ ସ୍ଥାପନ କରି ଆଜିର ମୁଖ୍ୟ ଅତିଥି ଅଧକ୍ଷ ଜିଲ୍ଲା ପରିଷଦ
Read More...

କଳାହାଣ୍ଡି ଉତ୍ସବ ଘୁମୁରା ପାଇଁ ରେଣ୍ଡୋ ମାଝୀ ସହୀଦ ପୀଠ ଓ ଡୋକରୀ ମନ୍ଦିରରୁ ବାହାରିଲା ମଶାଲ ଶୋଭାଯାତ୍ରା

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୪ ପାଇଁ ଭବାନୀପାଟଣା ଅଭିମୁଖେ ମ.ରାମପୁର ମା' ଉର୍ଲାଦାନୀ ସହିଦ ରେଣ୍ଡୋ ମାଝୀ ପ୍ରତିମୂର୍ତ୍ତି ଓ ମ.ରାମପୁର ରାଜବାଟୀ ସ୍ଥିତ ମା' ଡୋକରୀଙ୍କ ପୀଠରୁ ମଶାଲ ଶୋଭାଯାତ୍ରା ଆରମ୍ଭ ହୋଇଯାଇଛି । ଏହା ଆସନ୍ତା ୧୪ ତାରିଖ ଦିନ
Read More...

ଶ୍ରୀ ରାମକୃଷ୍ଣ ଆଶ୍ରମରେ ଜାତୀୟ ଯୁବ ଦିବସ ପାଳିତ

ମ.ରାମପୁର, (ହେମନ୍ତ ସାହୁ) : ଆଜି କଳାହାଣ୍ଡି ଜିଲ୍ଲା ଶ୍ରୀ ରାମକୃଷ୍ଣ ଆଶ୍ରମ ମଟୋଗଣ୍ଡା ଶାଖାଠାରେ ଜାତୀୟ ଯୁବ ଦିବସ ତଥା ସ୍ଵାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ ଆଶ୍ରମର ସଂପାଦକ ସ୍ଵାମୀ ଅଶୋକାନନ୍ଦଜୀ ମହାରାଜଙ୍କ ପୌରୋହିତ୍ୟରେ ପାଳିତ ହୋଇଯାଇଛି । ପ୍ରଥମେ ମଟୋଗଣ୍ଡା ବିବେକାନନ୍ଦ
Read More...

ଅ ମହୋତ୍ସବ

ସାହିତ୍ୟ ଜୀବନକୁ ସରସ କରେ ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲାର ଅ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ଭବାନୀପାଟଣା ବ୍ଲକ କାର୍ଯ୍ୟାଳୟ ସଭାଗୃହଠାରେ ଅ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରତିଷ୍ଠାତା ସଭାପତି ନରେଶ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି
Read More...

ମା’ ସାରଦା ଦେବୀଙ୍କ ୧୭୧ତମ ଜନ୍ମ ଜୟନ୍ତୀ ପାଳିତ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁରସ୍ଥିତ ଶ୍ରୀ ରାମକୃଷ୍ଣ ଆଶ୍ରମର ସଂପାଦକ ସ୍ଵାମୀ ଅଶୋକାନନ୍ଦ ମହାରାଜାଙ୍କ ପୌରହିତ୍ୟରେ ମା' ସାରଦା ଦେବୀଙ୍କ ୧୭୧ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ଆଧ୍ୟାତ୍ମିକ ସଭା ଅନୁଷ୍ଠିତ ହୋଇଥିଲା । ସଭା ଆରମ୍ଭରେ
Read More...

ନୂଆ-ଓ ଖେଳ ପ୍ରତିଯୋଗିତା ଉଦ୍‌ଯାପିତ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲା ମ.ରାମପୁର ବ୍ଲକ ଦୁର୍ଗା ମାଧବ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳପଡିଆଠାରେ ନୂଆ-ଓ ଖେଳ ପ୍ରତିଯୋଗିତା ଉ୍‌ଦଯାପିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ସମ୍ମାନିତ ଅତିଥି
Read More...

ମଦନପୁର ଓଡିଶା ଆଦର୍ଶ ବିଦ୍ୟାଳୟର ୬ତମ ବାର୍ଷିକ ଉତ୍ସବ “ମହ୍ଲାର” ଅନୁଷ୍ଠିତ

କଳାହାଣ୍ଡି, (ପି.କେ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଓଡିଶା ଆଦର୍ଶ ବିଦ୍ୟାଳୟ ମଦନପୁରର ୬ତମ ବାର୍ଷିକ ଉତ୍ସବ "ମହ୍ଲାର ବିଦ୍ୟାଳୟ ଅଧ୍ୟକ୍ଷ ସଞ୍ଜୟ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର
Read More...