Browsing Tag

m.rampur news

ରାଜସ୍ୱ ରଥ ଜରିଆରେ ରାଜସ୍ୱ ସେବା ହିତାଧିକାରୀଙ୍କୁ କରିଛି ଉତ୍ସାହିତ

ମ.ରାମପୁର, (ହେମନ୍ତ ସାହୁ) : ରାଜସ୍ୱ ସେବାଟିକକ ପାଇବାକୁ ଲୋକଙ୍କୁ ରାଜସ୍ୱ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟକୁ ଆସିବାକୁ ପଡ଼ୁଥିଲା । ଦିନ ଯାକ ନିଜର ଅନ୍ୟାନ୍ୟ କାମଛାଡ଼ି ଦୂର ଦୂରାନ୍ତରରୁ ଲୋକେ ଆସୁଥିଲେ ନିଜ ନିଜ ଅଂଚଳର ରାଜସ୍ୱ ଏବଂ ତହସିଲ କାର୍ଯ୍ୟାଳୟ । ଏବେ କିନ୍ତୁ ରାଜସ୍ୱ ରଥ
Read More...

କୋଭିଡ ନିୟମ ଉଲଂଘନ ଅଭିଯୋଗରେ ବାବା କ୍ଲଥ ଷ୍ଟୋରକୁ ସିଲ କଲା ପ୍ରଶାସନ

ମ.ରାମପୁର, (ହେମନ୍ତ ସାହୁ) : ବିଶ୍ୱ ମହାମାରୀ ସମୟରେ ସରକାର ଜାରି କରିଥିବା କୋଭିଡ ନିୟମର ଉଲଂଘନ ଅଭିଯୋଗରେ ଆଜି ମ.ରାମପୁର ମେନ୍‌ ରୋଡରେ ଥିବା ବାବା କ୍ଲଥ ଷ୍ଟୋରକୁ ପ୍ରଶାସନ ତରଫରୁ ସିଲ କରାଯାଇଥିବା ଜଣାଯାଇଛି । ଉକ୍ତ ଦୋକାନ ମାଲିକ ଜଣକ, କପଡା ଦୋକାନ ଖୋଲିବାର ନିୟମ ନ ଥିବା ବେଳେ
Read More...

ସିନ୍ଦୁର ପାହାଡ଼ର ଆଉ ଏକ ଅନାଲୋଚିତ ପ୍ରସଙ୍ଗ : ପାହାଡ଼ ଶିଖରର ସିମେଂଟ ଚାନ୍ଦିନୀ

-ପ୍ରତ୍ନତାତ୍ତ୍ୱିକ ଗବେଷଣା ଦାବୀମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡିରେ ପ୍ରକୃତିର କୋଳ ମଣ୍ଡନ କରିଛି ଅନେକ ଶୋଭାରାଜି । ଗିରି, କାନନରେ ବିଭୂଷିତା କଳାହାଣ୍ଡି ତାର ପ୍ରାକୃତିକ ବୈଭବ ପାଇଁ ସୃଷ୍ଟି କରିଛି ନିଜର ଏକ ସ୍ୱତନ୍ତ୍ର ପରିଚିତି । ଆଜି ବି ଅନେକ ଅନାଲୋଚିତ ଅଧ୍ୟାୟ ରହିଛି,
Read More...

ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ଗାଁରେ ରାଜସ୍ୱ ସେବା

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ତହସିଲ ବାରବନ୍ଧା ଅଂଚଳରେ ଆଜି କଳାହାଣ୍ଡିର ଉପଜିଲ୍ଲାପାଳ ସୁଶାନ୍ତ କୁମାର ସିଂହଙ୍କ ଉପସ୍ଥିତିରେ ଗାଁରେ ରାଜସ୍ୱ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି । ନିଜେ ଉପଜିଲ୍ଳାପାଳ କାର୍ଯ୍ୟକ୍ରମର ଗୁରୁତ୍ୱକୁ ଉପଲବ୍ଧି କରି
Read More...

କଳାହାଣ୍ଡି ଯୁବ କଂଗ୍ରେସ ତରଫରୁ ମ.ରାମପୁର ଅଂଚଳରେ ରନ୍ଧାଖାଦ୍ୟ ବିତରଣ

ମ.ରାମପୁର, (ହେମନ୍ତ ସାହୁ) : କରେନା କାଳ ପୁଣି ଲକଡ଼ାଉନ, ଘରୁ ବି ବାହାରିବା ମନା । ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ଘରୁ ନ ବାହାରିଲେ ଘରେ ଚୁଲିଜଳିବା କଷ୍ଟକର ହେଇପଡ଼େ । ଏଭଳି ଜଟିଳ ପରିସ୍ଥିତିରେ ସହାୟତାର ହାତ ବଢାଇଛି କଳାହାଣ୍ଡି ଯୁବ କଂଗ୍ରେସ । ଜିଲ୍ଲା ଯୁବକଂଗ୍ରେସ ସଭାପତି
Read More...

ରାଧାକୃଷ୍ଣ ମନ୍ଦିରରୁ ଚୋରି

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଗୌଡ଼ପଡ଼ାସ୍ଥିତ ରାଧାକୃଷ୍ଣ ମନ୍ଦିରରୁ ଗତ ରାତିରେ ଚୋରି ହେଇଥିବା ନେଇ କମିଟୀ ତରଫରୁ ମ.ରାମପୁର ଥାନାରେ ଲିଖିତ ଅଭିଯୋଗ ହେଇଛି । ତେବେ ଏଥିପୂର୍ବରୁ କିଛି ମାସତଳେ ମଧ୍ୟ ଏହି ମନ୍ଦିର ସମେତ ମ.ରାମପୁରର ବିଭିନ୍ନ ମନ୍ଦିରରୁ ଚୋରୀ
Read More...

ଗ୍ରାମାଞ୍ଚଳରେ ଘାରିଛି କରୋନା ଭୟ, ଗୋଚ୍ଛାଡ଼େଙ୍ଗେନ ପଂଚାୟତରେ ୩୫ରୁ ଅଧିକ ସଂକ୍ରମିତ : ୪ ମୃତ

-କରୋନା ପଜିଟିଭ ମାନୁନାହାନ୍ତି କୋଭିଡ଼ ଗାଇଡ଼ଲାଇନ୍‌ମ.ରାମପୁର, (ହେମନ୍ତ ସାହୁ) : ଏବେ ବିଶ୍ୱମହାମାରୀ କରୋନାର ପ୍ରଭାବ ସହରଠାରୁ ଆରମ୍ଭ କରି ଗ୍ରାମଂଚଳରେ ପହଂଚିଛି । ତେବେ ସହର ଅପେକ୍ଷା ଗାଁରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦୃତ ଗତିରେ ବଢୁଛି । କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ
Read More...

ରାଜସ୍ୱ ସେବା ପାଇଁ ଅଭିନବ ପ୍ରୟାସ ‘ରାଜସ୍ୱ ରଥ’

ମ.ରାମପୁର, (ହେମନ୍ତ ସାହୁ) : ରାଜସ୍ୱ ସେବା ଏବେ ଆମ ଗାଁରେ ଭଳି ଏକ ସୁନ୍ଦର ନାରା ଦେଇ ରାଜସ୍ୱ ସେବା ପାଇଁ ଏକ ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି । ଏହି କ୍ରମରେ କଳାହାଣ୍ଡି ଜିଲ୍ଲା ମ.ରାମପୁର ତହସିଲଠାରେ ମଧ୍ୟ ଏହି ରାଜସ୍ୱ ରଥ କାର୍ଯ୍ୟକ୍ରମର ଶୁଭାରମ୍ଭ ତହସିଲଦାର ସୟଦ ଇସାକ ମଦିନା
Read More...

ମ.ରାମପୁର ନୂତନ ବିଡ଼ିଓ ଭାବେ ଯୋଗଦେଲେ ଉତ୍ତମ କୁମାର ବାଗ

ମ.ରାମପୁର, (ହେମନ୍ତ ସାହୁ) : କଳହାଣ୍ଡି ଜିଲ୍ଲା ମ.ରାମପୁର ବ୍ଳକରେ ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବରେ ଉତ୍ତମ କୁମାର ବାଗ ଯୋଗଦାନ କରିଥିବା ଜଣାଯାଇଛି । ଆଜି ସେ ବ୍ଲକ କାର୍ଯ୍ୟାଳୟକୁ ଆସି ଯୋଗଦେଇଥିବା ବେଳେ ପୂର୍ବରୁ ଏଠାରେ ଥିବା ବିଡ଼ିଓ ରୁମାନା ଜାଫ୍ରି ନୂତନ ବିଡ଼ିଓଙ୍କୁ ଦାୟିତ୍ୱ
Read More...

କୋଡ଼ିଏ ଦିନର ସଂଗ୍ରାମ ପରେ ନବଜାତକ ହରେଇଲେ କରୋନାକୁ : ୧୦ଦିନ ଧରି ଭେଣ୍ଟିଲେଟରରେ ରହିଲେ

ମ.ରାମପୁର, (ହେମନ୍ତ ସାହୁ) : ଏବେ ବିଶ୍ୱମହାମାରୀ କରୋନା ନିଜ କବଳରେ ସମସ୍ତ ବୟସର ଲୋକଙ୍କୁ କାବୁ କରିନେଉଥିବା ବେଳେ ଅନେକେ ବୟସର ସାୟାହ୍ନରେ ବି କରୋନା ସହିତ ଯୁଦ୍ଧକରି ବିଜୟୀ ହେଉଥିବା ଦେଖାଯାଇଛି । ତେବେ ଜଣେ ନବଜାତକ, ତାହା ପୁଣି ଜନ୍ମର ମାତ୍ର ଦୁଇ ସପ୍ତାହ ପରେ କରୋନା
Read More...