Browsing Tag

m.rampur news

ପଛୁଆବର୍ଗଙ୍କ କଳାହାଣ୍ଡି ବନ୍ଦ ଡ଼ାକରା, ମ.ରାମପୁରରେ ପ୍ରଭାବଶୂନ୍ୟ

ମ.ରାମପୁର, (ହେମନ୍ତ ସାହୁ) : ଆସନ୍ତା ପଞ୍ଚାୟତ ନିର୍ବାଚନରେ ପଛୁଆବର୍ଗଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣର କଥା କହୁଥିଲେ ହେଁ କଳାହାଣ୍ଡିରେ କିନ୍ତୁ ଏହାର ଘୋର ପାତରଅନ୍ତର ଦେଖାଦେଇଛି । ଏହି ଅନିୟମିତତାକୁ ବିରୋଧ କରି ଏବେ ଜିଲ୍ଲାରେ ପଛୁଆବର୍ଗ ଆଗେଇ ଆସି ଦାବୀପତ୍ର ପ୍ରଦାନଠାରୁ ଆରମ୍ଭ
Read More...

ମ.ରାମପୁରକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବୀ : ୨୪ଦିନରେ ପହଂଚିଲା ଗଣଧାରଣା

ମ.ରାମପୁର, (ହେମନ୍ତ ସାହୁ) : ମ.ରାମପୁରକୁ ରାଜସ୍ୱ ସବଡ଼ିଭିଜନ ଦାବୀ ଆଜି ୨୪ ଦିନରେ ପହଂଚି ଥିବାବେଳେ ଆଜି ଏହି ଗଣଧାରଣାରେ କର୍ଲାମୁଣ୍ଡା ବ୍ଲକ ସାପଲହରା ପଞ୍ଚାୟତବାସୀ ସମର୍ଥନ ଜଣାଇ ଗଣଧାରଣାରେ ସାମିଲ ହୋଇଛନ୍ତି । ସଂଗ୍ରାମ ମଂଚର ସଭାପତି ପ୍ରକାଶ ଚନ୍ଦ୍ର ମାଝୀ ଏବଂ ଯୁବନେତା ବିଭୂତି
Read More...

ବିଭିନ୍ନ ଦାବୀରେ ଗାଁ ସାଥୀଙ୍କ ଶୋଭାଯାତ୍ରା ଓ ଦାବୀପତ୍ର ପ୍ରଦାନ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକର ଗାଁ ସାଥୀମାନେ ଆଜି ସ୍ଥାନୀୟ ଶିବମନ୍ଦିରରୁ ଏକ ବିରାଟ ଶୋଭାଯାତ୍ରାରେ ସଭାପତି ଭୁଜେଶ୍ୱର ସାହୁ, ସଂପାଦକ ବଳରାମ ସାହୁଙ୍କ ନେତୃତ୍ୱରେ ବାହାରି ସହର ପରିକ୍ରମା କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୨୩ଦଫା
Read More...

ବଲେରୋ ପିକ୍‌ଅପ୍, ବାଇକ ସହିତ ୭ଜଣ କାଠଚୋର ଗିରଫ୍‌

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଳା ଉତ୍ତର ବନଖଣ୍ଡ ଅଧିନସ୍ଥ ମ.ରାମପୁର ରେଂଜ ଅଂଚଳରେ ଗତକାଲି ରାତିରେ ପେଟ୍ରୋଲିଂ ସମୟରେ ଗୋଟିଏ ପିକଅପ୍ ଗାଡ଼ି, ଦୁଇ ବାଇକ ସହିତ ଚୋରା ସାଇଜ କାଠ ଜବତ କରିଛି ବନବିଭାଗ । ଏହି ରାକେଟରେ ଥିବା ୭ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା
Read More...

ପ୍ରାୟ ୧୯ ମାସ ପରେ ଖୋଲିଲା ଅଷ୍ଟମ ଶ୍ରେଣୀ : ପ୍ରଥମ ଦିନରେ ଖୁସିବ୍ୟକ୍ତ କଲେ ଛାତ୍ରଛାତ୍ରୀ

ମ.ରାମପୁର, (ହେମନ୍ତ ସାହୁ) : ବିଶ୍ୱ ମହାମାରୀ କରୋନାର ପ୍ରଭାବରେ ପ୍ରାୟ ୧୯ ମାସରୁ ଅଧିକ ସମୟ ଧରି ବିଦ୍ୟାଳୟ ବନ୍ଦ ରହିଥିବା ବେଳେ ଆଜି ଅଷ୍ଟମ ଶ୍ରେଣୀ ଖୋଲିବା ନେଇ ସରକାର ଅନୁମତି ପ୍ରଦାନ କରିଥିଲେ । ତେବେ ଅନୁମତି ମିଳିବା ପରେ ଶିକ୍ଷା ବିଭାଗ ବିଦ୍ୟାଳୟ ଖୋଲିବା ଆଗରୁ ସ୍କୁଲ ପରିସରକୁ
Read More...

ମ.ରାମପୁରକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବୀ : ୨୩ ଦିନରେ ପହଂଚିଲା ଗଣଧାରଣା

ପହଂଚିପାରିନି ଏ ଯାଏଁ ଜିଲ୍ଲା ପ୍ରଶାସନ, ଆନ୍ଦୋଳନକାରୀଙ୍କ ମନରେ କ୍ଷୋଭ ମ.ରାମପୁର, (ହେମନ୍‌ନ୍ତ ସାହୁ) : ମ.ରାମପୁରକୁ ରାଜସ୍ୱ ସବଡ଼ିଭିଜନ ଦାବୀ ଆଜି ୨୩ ଦିନରେ ପହଂଚିଥିବା ବେଳେ ଧାରଣାସ୍ଥଳକୁ ଏ ଯାଏଁ ଜିଲ୍ଲା ପ୍ରଶାସନ ପହଂଚିନଥିବା କାରଣରୁ ଆନ୍ଦୋଳନକାରୀଙ୍କ ମନରେ କ୍ଷୋଭ
Read More...

ମହାଶକ୍ତି ଫାଉଣ୍ଡେସନର ଅଷ୍ଟାଦଶ ବାର୍ଷିକ ସମ୍ମିଳନୀ

ମ.ରାମପୁର, (ହେମନ୍ତ ସାହୁ) : ସ୍ଥାନୀୟ ସଞ୍ଚୟ ଶକ୍ତି ଭବନ ବୁରାଟଠାରେ ମହାଶକ୍ତି ଫାଉଣ୍ଡେସନର ଅଷ୍ଟାଦଶ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ଯୁଗଳ କିଶୋର ପଟ୍ଟନାୟକ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ସମ୍ମିଳନୀକୁ ଉଦ୍‌ଘାଟନ କରିଥିବା ବେଳେ କୋଷାଧ୍ୟକ୍ଷ
Read More...

ପ୍ରିୟମ୍‌ ଡ଼ିଜିଟାଲର ଦୁର୍ଗାପୂଜା ଭେଟି : ରିଲିଜ୍‌ ହେଲା ପଂଚମ କୋଶଲୀ ସର୍ଟ ଫିଲ୍ମ ଉକିଆ, ମୁଖ୍ୟ ଭୂମିକାରେ ଓଡ଼ିଶାର…

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡିର ଅନ୍ୟତମ ଅଗ୍ରଣୀ ସର୍ଟ ଫିଲ୍ମ ପ୍ରଯୋଜକ ପ୍ରିୟମ ଡ଼ିଜିଟାଲ ଷ୍ଟୁଡ଼ିଓ ଏକ ନିଆରା ସ୍ୱାଦର କୋଶଲୀ ସର୍ଟ ଫିଲ୍ମ ଉକିଆ ପବିତ୍ର ବିଜୟା ଦଶମୀରେ ଶୁଭମୁକ୍ତି ହୋଇଯାଇଛି । ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଓଡ଼ିଶାର ପ୍ରଥମ ମହିଳା
Read More...

ମ.ରାମପୁରକୁ ରାଜସ୍ୱ ସବଡ଼ିଭିଜନ ମାନ୍ୟତା ଦାବୀ : ଅଷ୍ଟମ ଦିନରେ ଗଣଧାରଣା

ସାମିଲ ହେଲେ ଓକିଲ ସଂଘ ତଥା କ୍ରିୟାନୁଷ୍ଠାନ କମିଟି ମ.ରାମପୁର, (ହେମନ୍ତ ସାହୁ) : ମ.ରାମପୁରକୁ ରାଜସ୍ୱ ସବଡ଼ିଭିଜନ ମାନ୍ୟତା ଦାବୀ ଆଜି ଅଷ୍ଟମ ଦିନରେ ପହଂଚିଛି । ଆଜିର ଗଣଧାରଣାରେ ମ.ରାମପୁର ଓକିଲ ସଂଘ ତଥା ସବଡ଼ିଭିଜନ ମିଳିତ କ୍ରିୟାନୁଷ୍ଠାନ କମିଟୀ ସାମିଲ ହୋଇଥିଲେ । ଏଥିରେ ଓକିଲା
Read More...

ପ୍ରିୟମ ଡ଼ିଜିଟାଲର ଦୁର୍ଗାପୂଜା ଭେଟି : ସରିଲା ପଂଚମ କୋଶଲୀ ସର୍ଟ ଫିଲ୍ମ ‘ଉକିଆ’ର ସୁଟିଂ, ବିଜୟା…

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡିର ଅନ୍ୟତମ ଅଗ୍ରଣୀ ସର୍ଟ ଫିଲ୍ମ ପ୍ରଯୋଜକ ପ୍ରିୟମ ଡ଼ିଜିଟାଲ ଏଥର ଦୁର୍ଗାପୂଜା ଅବସରରେ ଦର୍ଶକଙ୍କୁ ଭେଟିଦେବ ଏକ ନିଆରା ସ୍ୱାଦର କୋଶଲୀ ସର୍ଟ ଫିଲ୍ମ 'ଉକିଆ' । ଏହି ଚଳଚିତ୍ରର ସୁଟିଂ ଶେଷ ହେଇଥିବା ବେଳେ ପବିତ୍ର ବିଜୟା ଦଶମୀରେ ଏହାର ଶୁଭମୁକ୍ତି
Read More...