ବଲାଙ୍ଗିର ଜିଲ୍ଲା ପରିଷଦ ଜୋନ୍ ନଂ.୩୩ରେ ୫ମ ରାଉଣ୍ଡ ଭୋଟ ଗଣତି ଶେଷ : ୧୨୪୧ଟି ଭୋଟରେ ଆଗୁଆ ଅଛି ବିଜେଡ଼ି
ଲୋଇସିଂହା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ପରିଷଦ ଜୋନ୍ ନଂ.୩୩ରେ ୫ମ ରାଉଣ୍ଡ ଭୋଟ ଗଣତି ଶେଷ ହୋଇଯାଇଥିବା ବେଳେ ବିଜେଡ଼ି ୧୨୪୧ଟି ଭୋଟରେ ଆଗୁଆ ରହିଥିବା ସୂଚନା ମିଳିଛି । ତେବେ ବିଜେଡ଼ିକୁ ଏପର୍ଯ୍ୟନ୍ତ ୪୬୭୬ଟି ଭୋଟ ମିଳିଥିବା ବେଳେ କଂଗ୍ରେସ ମୁଣାକୁ ଯାଇଛି ୩୪୩୫ଟି ଭୋଟ ।!-->…
Read More...
Read More...