Browsing Tag

loisingha news

ଅଙ୍ଗ ନଦୀକୂଳରୁ ଗଳିତ ଅବସ୍ଥାରେ ମୃତଦେହ ଉଦ୍ଧାର

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ମୁରଶୁଣ୍ଡି ଗ୍ରାମର ନଦୀକୂଳ ନିକଟ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା ଜଣାପଡିଛି । ସୂଚନା ଅନୁସାରେ ମୁରଶୁଣ୍ଡି ଗ୍ରାମର ନଦୀକୂଳ ନିକଟ ଏକ ଗଛରେ ଏକ ମୃତଦେହ ଝୁଲୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ
Read More...

ଲୋଇସିଂହା ବ୍ଲକ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଲୋଇସିଂହା, (କେପିଏନ୍‌ଏସ୍‌) : ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ଲୋଇସିଂହା ବନ ବିଭାଗ ତରଫରୁ ସ୍ଥାନୀୟ ପଂଚାୟତ ସମିତି କାର୍ଯ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ, ଜିଲ୍ଲା କଂଗ୍ରେସ ସଭାପତି
Read More...

କୁଶମେଲରେ ରକ୍ତଦାନ ଶିବିର

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଅନ୍ତର୍ଗତ କୁଶମେଲ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର ଠାରେ ବିଶ୍ୱ ରକ୍ତଦାନ ଦିବସ ପାଇଁ ସପ୍ତାହ ବ୍ୟାପି ଚାଲିଥିବା ରକ୍ତଦାନ ଶିବିର ଅବସରରେ ଓଡିଶା ମୋ ପରିବାର ଆନୁକୂଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ
Read More...

ଜାମୁଟବାହାଲରେ ଗାଁର ଗୌରବଙ୍କୁ ସମ୍ବର୍ଦ୍ଧନା

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ସୀମାନ୍ତ ଜାମୁଟବାହାଲରେ ଗାଁର ଗୌରବମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ବଜରଙ୍ଗ ଦଳ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଭାପତି ସୁଜିତ କୁମାର ସିଂ ସଭାପତିତ୍ୱ କରିଥିଲେ । ଏଥିରେ ଗାଇସିଲାଟ ବ୍ଲକ ବିଡ଼ିଓ ପ୍ରବୀଣ କୁମାର ବନୁଆ
Read More...

ପାଞ୍ଚ ଦିନିଆ ଜୀବନ ବିଦ୍ୟାଳୟ କାର୍ଯ୍ୟକ୍ରମ ଉଦ୍‌ଯାପିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଅନ୍ତର୍ଗତ ଝାରମୁଣ୍ଡ। ଏଥ୍‌ଲେଟିକ ଏସୋସିଏସନ ପରିସରରେ ଚାଲିଥିବା ଜୀବନ ବିଦ୍ୟାଳୟ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । ୱାର୍ଲଡ଼୍‌ ଭିଜନ ଇଣ୍ଡିଆ ଲୋଇସିଂହା ସହାୟତାରେ ଓ ଏସୋସିଏସନ ସହଯୋଗରେ ଦୀର୍ଘ ୫ ଦିନ ହେଲା ଚାଲିଥିଲା । ଏଥିରେ
Read More...

ବଜ୍ରପାତରେ ଜଣେ ମୃତ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକରେ ବଜ୍ରପାତ କାରଣରୁ ଜଣକ ମୃତ୍ୟୁ ଘଟିଥିବା ଜଣାପଡିଛି । ଗତକାଲି ସଂନ୍ଧ୍ୟା ସାଢେ ୬ଟା ସମୟରେ ବଜ୍ରପାତ ହେବା କାରଣରୁ ଲୋଇସିଂହାର ଅଲେଖ ମେହେର(୭୦) ନାମକ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ
Read More...

ଭିନ୍ନକ୍ଷମଙ୍କୁ ସହାୟତା ପ୍ରଦାନ ପାଇଁ ପ୍ରତିଶୃତି

ଲୋଇସିଂହା, (କେପିଏନ୍‌ଏସ୍‌) : ସମୀର ଦିବ୍ୟାଙ୍ଗ ସହାୟତା ଟ୍ରଷ୍ଟର ପ୍ରତିଷ୍ଠାତା ତଥା ସମାଜସେବୀ କୀର୍ତ୍ତନ ଦାସ ଆଗଲପୁର ବ୍ଲକ ସାନଟୀକା ଗ୍ରାମର ଭିନ୍ନକ୍ଷମ ବାଳକ ରାକେଶ ଜୁଏଡ଼ଙ୍କ ଘରକୁ ଯାଇ ତାଙ୍କର ଅଧିକ ଚିକିତ୍ସା ପାଇଁ ନୃସିଂହନାଥ ସ୍ଥିତ ଆୟୁର୍ବେଦିକ ଡାକ୍ତରଖାନାରେ ଚିକିତ୍ସା
Read More...

ମାରୱାଡି ମହିଳା ସମିତି ପକ୍ଷରୁ ସରବତ ବଣ୍ଟନ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ମାରୱାଡି ମହିଳା ସମିତି ପକ୍ଷରୁ ଲୋକଙ୍କୁ ଲେମ୍ବୁ ସରବତ ବଣ୍ଟନ କରାଯାଇଛି । ମଙ୍ଗଳବାର ସ୍ଥାନୀୟ ସପ୍ତାହିକ ବଜାର ଠାରେ ମହିଳା ସମିତ ସଭ୍ୟମାନେ ଉପସ୍ଥିତ ରହି ଲୋକଙ୍କୁ ସରବତ ପ୍ରଦାନ କରିଥିଲେ । ଏଥିରେ ବଜାରକୁ ଆସୁଥିବା ହଜାର ହଜାର ଲୋକ ଉପକୃତ
Read More...

ମାହାରପାଲି ପିଏଚ୍‌ସିରେ ବ୍ଲକସ୍ତରୀୟ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ

୧୨୦୮ ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା୪୮୨ ଜଣଙ୍କ ବିପି ଓ ସୁଗର ପରୀକ୍ଷା୧୦୩ ଜଣଙ୍କୁ ସ୍ୱାସ୍ଥ୍ୟ ପରିଚୟ ପତ୍ର ପ୍ରଦାନ ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ସ୍ତରୀୟ ସ୍ୱାସ୍ଥ୍ୟ ମେଳା ଆଜି ମାହାରପାଲି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଚକ୍ଷୁ,
Read More...

ପଣ୍ଡରାଣୀ ଗାଁରେ ଶ୍ରୀରାମ ଲୀଳା ମହୋତ୍ସବ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ପଣ୍ଡରାଣୀ ଗାଁରେ ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମ ଲୀଳା ମହୋତ୍ସବ ଆୟୋଜିତ ହୋଇଯାଇଛି । ଦିନବେଳା ଶତାଧିକ ବ୍ରତୀ ହବିଷ୍ୟ ପୂର୍ବକ ରାମାୟଣ କଥାବସ୍ତୁ ଶ୍ରବଣ ପରେ ରାତିରେ ନାଟକ ମାଧ୍ୟମରେ ଅଭିନୀତ ଶ୍ରୀରାମ କଥାକୁ ଅଭିନୟ କରିଥାନ୍ତି ।
Read More...