Browsing Tag

loisingha news

ରକ୍ତଦାନ କରି ଜୀବନ ବଞ୍ଚାଇଲେ ଆସ୍ତିକ ସାହୁ

ଲୋଇସିଂହା : ରକ୍ତଦାନ କରି ଜୀବନ ବଞ୍ଚାଇଛନ୍ତି ଆସ୍ତିକ ସାହୁ । ସୂଚନା ଅନୁସାରେ ମଦନ ମୋହନ ବିଶି ଏକ ମାସ ଆଗରୁ ତାଙ୍କ ଅସ୍ତ୍ରୋପଚାର ଯୋଗୁଁ ଅତ୍ୟଧିକ ରକ୍ତସ୍ରାବ ହୋଇଥିବାରୁ ତାଙ୍କର ଶରୀରରେ ମାତ୍ର ୪% ରକ୍ତ ଥିଲା । ତେଣୁ ରକ୍ତହୀନତା ଯୋଗୁଁ ସେ ଖଟରେ ପଡ଼ିରହିଥିଲେ । ଦିନକୁ ଦିନ
Read More...

ବୋଲେରୋକୁ ଧକ୍କା ଦେଲା ବେଦାନ୍ତ ଟ୍ରକ, ବୋଲେରୋ ଚୁରମାର

ଲୋଇସିଂହା, (କେପିଏନ୍‌ଏସ୍‌) : ବ୍ଲକ ଛକ ହରେକୃଷ୍ଣ ମହତାବ ହାଇସ୍କୁଲ ସାମ୍ନାରେ ଜାତୀୟ ରାଜପଥ ନଂ.୨୬ରେ ଏକ ବୋଲେରୋ ଗାଡି ବଲାଙ୍ଗିରରୁ ଫେରି ରାତି ୨ଟାରେ ଛିଡା ହୋଇଥିଲା । ଏହି ସମୟରେ ବେଦାନ୍ତ କମ୍ପାନୀର ଏକ ଟ୍ରକ ବୋଲେରୋକୁ ପଛପଟୁ ଧକ୍କା ଦେବା ଯୋଗୁଁ ବୋଲେରୋ ଗାଡିଟି ରାସ୍ତା କଡ଼କୁ
Read More...

ଉଚ୍ଚ ଶିକ୍ଷିତ ଯୁବକ ନିର୍ବାଚନ ମଇଦାନରେ

ଲୋଇସିଂହା, (କେପିଏନ୍‌ଏସ୍‌) : ଏକ ଉଚ୍ଚ ଶିକ୍ଷିତ ଯୁବକ ସୁନିଲ କୁମାର ଦାସ ନିର୍ବାଚନ ମଇଦାନରେ ଓହ୍ଲାଇଛନ୍ତି । ଏହି ବର୍ଷ ସେ ସରପଞ୍ଚ ପ୍ରାର୍ଥୀ ଭାବେ ନିଜ ଲୋଇସିଂହା ବ୍ଲକ ଅନ୍ତର୍ଗତ ବାଦିବାହାଲ ପଞ୍ଚାୟତରୁ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି । ଜିତିଲେ ନିଜ ଅଞ୍ଚଳର ଆହୁରି ବିକାଶ
Read More...

ଯୁବନେତା ସରପଞ୍ଚ ପ୍ରାର୍ଥୀ ସୁନୀଲ ଘର ଘର ବୁଲି ସମର୍ଥନ ଲୋଡ଼ିଲେ

ଲୋଇସିଂହା, (କେପିଏନ୍‌ଏସ୍‌) : ବାଦିବାହାଲ ଗ୍ରାମ ପଞ୍ଚାୟତର ସମାଜସେବୀ ତଥା ଯୁବନେତା ସରପଞ୍ଚ ପ୍ରାର୍ଥୀ ସୁନୀଲ କୁମାର ଦାଶ ଆଜି ଭାଲୁପାଲି ଗ୍ରାମରେ ଘର ଘର ବୁଲି ଗାଁର ବରିଷ୍ଠ ଲୋକମାନଙ୍କ ପାଖକୁ ଯାଇ ତାଙ୍କ ସୁବିଧା ଅସୁବଧା ବୁଝିବା ସହ ସେ ଜିତନ୍ତୁ କି ନ ଜିତନ୍ତୁ, ସେଥିରେ କିଛି
Read More...

ବୁର୍ଡ। ପଞ୍ଚାୟତରୁ ସରପଞ୍ଚ ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ

ଲୋଇସିଂହା, (କେପିଏନ୍‌ଏସ୍‌) : ଚଳିତ ଥର ଲୋଇସିଂହା ବ୍ଳକ ବୁର୍ଡ। ଗ୍ରାମ ପଂଚାୟତର ସରପଞ୍ଚ ପଦବୀ ସାଧାରଣ ବର୍ଗର ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରହିଛି । ଆଉ ଏହି ପଦବୀ ସକାଶେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ରେବତୀକାନ୍ତ ସାହୁ । ସରକାରୀ ଚାକିରୀରେ
Read More...

ଅର୍ଥାଭାବରୁ ଚିକିତ୍ସାରୁ ବଂଚିତ ଇନ୍ଦ୍ରାବତୀ ମହାକୁର

ଲୋଇସିଂହା : ଦିନକୁ ଦିନ ଫୁଲି ଯାଉଛି ମୁହଁ ଏବଂ ଗୋଡ଼ ଦୁଇଟି ସରୁ ହେବାରେ ଲାଗିଛି । ହେଲେ ଅର୍ଥାଭାବରୁ ଉଚ୍ଚତର ଚିକିତ୍ସା ପାଇ ପାରୁନାହାନ୍ତି । ଘରେ ଯାହା ଆର୍ଥିକ ସମ୍ବଳ ଥିଲା ଚିକିତ୍ସା ପାଇଁ ବଲାଙ୍ଗିର ଓ ବୁର୍ଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ସବୁ ସରିଗଲାଣି । ଏବେ ଘରକୁ ଆସି
Read More...

ଲୋଇସିଂହା ମହାବିଦ୍ୟାଳୟରେ ଆଲୋଚନା ଚକ୍ର

ଲୋଇସିଂହା, (କେପିଏନ୍‌ଏସ୍‌) : ବି ସ୍କୁଲ ଫୋରମ ଏବଂ "ଏଓକ" ଇଣ୍ଡିଆ ନଲେଜ ସେଣ୍ଟରର ମିଳିତ ସହଯୋଗରେ ଲୋଇସିଂହା ମହାବିଦ୍ୟାଳୟ ଅର୍ଥନୀତି ସ୍ନାତକ ବିଭାଗ ଦ୍ୱାରା ଅନୁଷ୍ଠାନ ପରିସରରେ "ଅର୍ଥନୈତିକ ପରିଚାଳନା ଓ କୋଭିଡ-୧୯" ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଅର୍ଥନୀତି
Read More...

ହରିହର ହାଇସ୍କଲର ୧୯୯୬ ବ୍ୟାଚ୍‌ ବନ୍ଧୁ ମିଳନ

ଲୋଇସିଂହା, (କେପିଏନ୍‌ଏସ୍‌) : ଆଜି ଯୋଗୀସର୍ଡା ହରିହର ହାଇସ୍କଲର ୧୯୯୬ ବ୍ୟାଚ୍‌ର ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍କୁଲର ସମସ୍ତ ପୁରାତନ ଛାତ୍ରଛାତ୍ରୀ ମାନେ ନିଜ ନିଜର ସପରିବାର ଜମା ହୋଇଥିଲେ । ଗତ ୨୦୨୧ ମେ’ ମାସ ୯ ତାରିଖ ଦିନ ଜଣେ ସହପାଠୀ ନିମାଇଁ ଚରଣ ନାଗ
Read More...

ଗୋରୁ ବୋଝେଇ କଣ୍ଟେନରକୁ ଛାଡିଦେଲା ଲୋଇସିଂହା ପୋଲିସ୍‌ : ସାଧାରଣରେ ଚର୍ଚ୍ଚା

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅଞ୍ଚଳରେ ବେଆଇନ ଗୋରୁ ଚାଲାଣ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ସ୍ଥାନୀୟ ପୋଲିସ ଏହାକୁ ରୋକିବାରେ ବିଫଳ ରହିଥିବା ନେଇ ସାଧାରଣରେ ଚର୍ଚ୍ଚା ଜୋର୍‌ ଧରିଛି । ସାଧାରଣରେ ଆଲୋଚନା ହେଉଛି ଯେ, ଗୋରୁ ଚାଲାଣକାରୀ ଓ
Read More...

ନଆଗାଁ ରେ ଗୋଣ୍ଡୱାନା ଗୋଣ୍ଡ ମହାସଭା ବୈଠକ

ଲୋଇସିଂହା (କେପିଏନ୍‌ଏସ୍‌) : ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭା ଆଗଲପୁର ମଣ୍ଡଳ ନଅଗାଁ ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମାଜର ସାମାଜିକ ସ୍ରୋତରୁ ଓହରି ଯାଇଥିବା ୫୫ଟି ପରିବାରକୁ ଗୋଣ୍ଡୱାନା ଗୋଣ୍ଡ ମହାସଭାରେ ସାମିଲ କରାଯାଇଥିଲା । ନଅଗାଁ ସର୍କଲ ସଭାପତି ନୀଳକଣ୍ଠ
Read More...