ଚନ୍ଦ୍ରମଣି ପଟେଲଙ୍କ ପରଲୋକ
ଲୋଇସିଂହା, (କେପିଏନ୍ଏସ୍) : ଲୋଇସିଂହା ବ୍ଲକର ପୂର୍ବ ଉପାଧ୍ୟକ୍ଷ ଯତୀନ୍ଦ୍ର ପଟେଲଙ୍କ ବାପା ଚନ୍ଦ୍ରମଣି ପଟେଲଙ୍କ ଆଜି ହୃଦଘାତରେ ପରଲୋକ ହୋଇଯାଇଥିବା ଜଣାପଡିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୭ ବର୍ଷ ବୟସ ହୋଇଥିଲା । ମାତ୍ର ଦୁଇ ମାସ ପୂର୍ବରୁ ତାଙ୍କ ବଡ଼ ଭାଇଙ୍କ ବିୟୋଗ ହୋଇଥିଲା ।!-->…
Read More...
Read More...