ପଣ୍ଡରାଣୀ ଗାଁରେ ଶ୍ରୀରାମ ଲୀଳା ମହୋତ୍ସବ
ଲୋଇସିଂହା, (କେପିଏନ୍ଏସ୍) : ଲୋଇସିଂହା ବ୍ଲକ ପଣ୍ଡରାଣୀ ଗାଁରେ ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମ ଲୀଳା ମହୋତ୍ସବ ଆୟୋଜିତ ହୋଇଯାଇଛି । ଦିନବେଳା ଶତାଧିକ ବ୍ରତୀ ହବିଷ୍ୟ ପୂର୍ବକ ରାମାୟଣ କଥାବସ୍ତୁ ଶ୍ରବଣ ପରେ ରାତିରେ ନାଟକ ମାଧ୍ୟମରେ ଅଭିନୀତ ଶ୍ରୀରାମ କଥାକୁ ଅଭିନୟ କରିଥାନ୍ତି ।!-->…
Read More...
Read More...