Browsing Tag

loisingha news

ବିନା ସୂଚନା ଫଳକରେ ଚାଲିଛି କୋଟିକୋଟି ଟଂକାର କାମ : ସାଧାରଣରେ ଅଭିଯୋଗ

ଲୋଇସିଂହା, (କେପିଏନ୍‌ଏସ୍‌) : ବିନା ସୂଚନା ଫଳକରେ ଚାଲିଛି କୋଟି କୋଟି ଟଙ୍କାର ଉନ୍ନୟନମୂଳକ କାମ, ତା ପୁଣି ବିଭାଗୀୟ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ । ଏଭଳି ଘଟଣା ଦେଖିବାକୁ ମିଳିଛି ଲୋଇସିଂହା ବ୍ଲକ ଅନ୍ତର୍ଗତ ପନେସରା-କେଉଁଟିପାଲି ରାସ୍ତାରେ । ବଲାଙ୍ଗିର ଜିଲ୍ଲା ଗ୍ରାମ୍ୟ ନିର୍ମାଣ
Read More...

ଯୋଗ୍ୟ ହିତାଧିକାରୀ ରାସନ କାର୍ଡ଼ରୁ ବଞ୍ଚିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ବାଦୀବାହାଲ ପଂଚାୟତ ଅନ୍ତର୍ଗତ ଅଗଲାପାଲି, ଭାଲୁପାଲି ଓ କଦଲିପାଲି ଗ୍ରାମରେ ଅନେକ ଯୋଗ୍ୟ ହିତାଧିକାରୀ ରାସନ ସାମଗ୍ରୀ ପାଇବାରୁ ବଞ୍ଚିତ ରହିଥିବା ଅଭିଯୋଗ ହୋଇଛି । ଗ୍ରାମର ୱାର୍ଡ ସଭ୍ୟଙ୍କ ଠାରୁ ସାଦା କାଗଜରେ ଦସ୍ତଖତ ନିଆଯାଇ ସ୍ଥାନୀୟ
Read More...

ଲୋଇସିଂହା କଲେଜରେ ଜିଲ୍ଲାସ୍ତରୀୟ ରେଡ଼କ୍ରସ୍‌ ଶିବିର ଉଦ୍‌ଘାଟିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ମହାବିଦ୍ୟାଳୟର ଯୁବ ରେଡ଼କ୍ରସ୍‌ ତରଫରୁ ବଲାଙ୍ଗିର ଜିଲ୍ଲାସ୍ତରୀୟ ଯୁବ ରେଡ଼କ୍ରସ୍‌ ଶିବିର ଶନିବାର ଉଦ୍‌ଘାଟିତ ହୋଇଯାଇଛି । ତିନିଦିନ ଧରି ଆୟୋଜିତ ହେବାକୁ ଥିବା ଏହି ଶିବିରରେ ଜିଲ୍ଲାର ୪୦ଟି କଲେଜରୁ ଯୁବ ରେଡ଼କ୍ରସ୍‌ ସ୍ୱେଚ୍ଛାସେବୀମାନେ
Read More...

ଖାଉଟି ଅଦାଲତରେ ଦଣ୍ଡିତ ହେଲା ଜୟରାମ ମୋଟର୍ସ

ଲୋଇସିଂହା, (କେପିଏନ୍‌ଏସ୍‌) : ଋଣ କରି ଗାଡି କିଣିବା ସହିତ ଠିକ ସମୟରେ କିସ୍ତି ଟଙ୍କା ପରିଶୋଧ କଲେ । ହେଲେ ଗାଡି ମାଲିକ ଆଜି ପର୍ୟ୍ୟନ୍ତ ପାଇନାହାନ୍ତି ଗାଡି ପଞ୍ଜିକରଣ ସମ୍ବନ୍ଧୀୟ କାଗଜପତ୍ର । କାଗଜପତ୍ର ପାଇବା ପାଇଁ ବହୁବାର ଗାଡି ବିକ୍ରି କରିଥିବା ଡିଲରଙ୍କ ଦୃଷ୍ଟି ଆକର୍ଷଣ
Read More...

ଲୋଇସିଂହାରେ ବଡ଼ଦେଓ ଯାତ୍ରା ସମ୍ପନ୍ନ

ଲୋଇସିଂହା, (କେପିଏନ୍‌ଏସ୍‌) : ଆଦିବାସୀ ଗଣ୍ଡ ସମାଜ ତଥା ଲୋଇସିଂହା ଜମିଦାରଙ୍କ ମୁଖ୍ୟ ପୃଷ୍ଠପୋଷକତାରେ ଲୋଇସିଂହା ସହରର ପ୍ରସିଦ୍ଧ ବଡ଼ଦେଓ ଯାତ୍ରା ଉଦ୍‌ଯାପିତ ହୋଇଯାଇଛି । ଜମିଦାରଙ୍କ ପୂଜାର୍ଚ୍ଚନା ପରେ ପାରମ୍ପରିକ ଚତୁରକୌଣ ବିଶିଷ୍ଟ କାଷ୍ଠ ନିର୍ମିତ ବିଗ୍ରହଙ୍କୁ ଚାରି ଜଣ ବରୁଆ
Read More...

ଟ୍ରକ୍‌ ଧକ୍କାରେ ଭ୍ୟାନ୍‌ ଚୂରମାର, ଚାଳକ ଆହତ

ଲୋଇସିଂହ, (କେପିଏନ୍‌ଏସ୍‌) : ଏନ୍‌ଏଚ୍‌ ନଂ ୨୬ର ସ୍ଥାନୀୟ କଲେଜଛକ ନିକଟରେ ସୋମବାର ରାତିରେ ଏକ ଦୁର୍ଘଟଣା ହୋଇଥିବା ଜଣାପଡିଛି । ଏକ ୧୪ ଚକିଆ ପାଉଁଶ ବୋଝେଇ ଟ୍ରକ(ଏପି୩୫ ୱାଇ୭୧୮୯) ରାସ୍ତା କଡରେ ଥିବା ଏକ ଭ୍ୟାନ (ଓଆର୍‌୧୭ଜି୧୨୨୮) ଉପରେ ଚଢି ଓଲଟି ପଡିଥିଲା । ଏଥିରେ ପିକ୍‌ଅପ୍‌ଟି
Read More...

ଜିଏସ୍‌ ଡୁଙ୍ଗୁରିପାଲି ଆଞ୍ଚଳିକ କୁଲତା ସମାଜର ବୈଠକ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଆଭ୍ୟନ୍ତରୀଣ ରାନିପାଲି ଗ୍ରାମରେ ଗଡ଼ଶଙ୍କର ଡୁଙ୍ଗୁରିପାଲି ଆଞ୍ଚଳିକ କୁଲତା ସମାଜର ବୈଠକ ଓ ନୂତନ କର୍ମକର୍ତ୍ତା ମନୋନୟନ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସମାଜର ଅଧିଷ୍ଠାତ୍ରୀ ଦେବୀ ରଣେଶ୍ୱର ରାମଚଣ୍ଡୀଙ୍କ ପୂଜାର୍ଚ୍ଚନା କରାଯାଇଥିଲା
Read More...

ସାହିତ୍ୟିକ ସମାଜର ପଥ ପ୍ରଦର୍ଶକ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଆଦିବାସୀ ଭବନଠାରେ ସ୍ଥାନୀୟ ତ୍ରିବେଣୀ ସାରସ୍ୱତ ସନ୍ଧାନ ପକ୍ଷରୁ ଏକ କବିତା ଆସର ଏବଂ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନ ଅଧ୍ୟକ୍ଷ ଧର୍ମସିଂହ ମିଶ୍ରଙ୍କ ଆବାହକତ୍ୱରେ ଅନୁଷ୍ଠିତ ଉତ୍ସବରେ ସଭାପତି ଟିକେଚନ
Read More...

ଲୋଇସିଂହା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ମାତୃ ସମ୍ମିଳନୀ ଅନୁଷ୍ଠିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ସାମୂହିକ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଲିଲି ପଟେଲ ଯୋଗଦେଇ ଶିଶୁମାନଙ୍କ ଭବିଷ୍ୟତ ପାଇଁ ମାଆ ମାନଙ୍କ ଭୂମିକା ସମ୍ପର୍କରେ ମତ ବ୍ୟକ୍ତ କରିଥିଲେ । ଅତିଥି ପରିଚୟ ଓ
Read More...

କୁଶଙ୍ଗ ଏସ୍‌ବିଆଇ ଶାଖାରେ ଗ୍ରାହକଙ୍କୁ ହଇରାଣ ହରକତ କରୁଥିବା ଅଭିଯୋଗ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ କୁଶଙ୍ଗ ସ୍ଥିତ ଭାରତୀୟ ଷ୍ଟେଟବ୍ୟାଙ୍କ ଶାଖାରେ ଗ୍ରାହକଙ୍କୁ ହଇରାଣ କରାଯାଉଥିବା ନେଇ ବ୍ୟାଙ୍କର ବଲାଙ୍ଗିର ଆଞ୍ଚଳିକ ମହାପ୍ରବନ୍ଧକଙ୍କ ନିକଟରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ, କୁଶଙ୍ଗ ଗ୍ରାମର ରାଜେନ୍ଦ୍ର ନାରାୟଣ ଅଗ୍ରୱାଲ ନାମକ
Read More...