Browsing Tag

loisingha news

ବିଭିନ୍ନ ଦାବୀ ନେଇ କଂଗ୍ରେସର ଲୋଇସିଂହା ବ୍ଲକ ଘେରାଉ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଚଳିତ ସରକାର ସମୟରେ ଦୁର୍ନୀତି ଚରମ ସୀମାରେ ପହଁଚିଛି । ପ୍ରତି ବ୍ଲକରେ ଉନ୍ନୟନ କାମରେ ପିସି କାରବାର ଏକ ସାଧାରଣ ଘଟଣାରେ ପରିଣତ ହୋଇଛି । ଆବାସ ଯୋଜନାରେ ଦୁର୍ନୀତି, ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରଦାମ ବୃଦ୍ଧି, ବେକାରୀ ସମସ୍ୟା, ନାରୀ
Read More...

ଯୋଗୀସର୍ଡା ହରିହର ନୋଡାଲ ହାଇସ୍କୁଲର ପ୍ରତିଷ୍ଠା ଦିବସ

ଲୋଇସିଂହା, (ବିମଳେନ୍‌ନ୍ଦୁ ସାହୁ) : ୭୭ତମ ସ୍ୱାଧୀନତା ଦିବସ ଅବସରରେ ଲୋଇସିଂହା ବ୍ଲକ୍ ଅନ୍ତର୍ଗତ ଯୋଗୀସର୍ଡ଼ା ସ୍ଥିତ ହରିହର ନୋଡାଲ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠାନର ୫୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ କୁମାର ତ୍ରିପାଠୀ ପତାକା
Read More...

ନିଆରା ଢଙ୍ଗରେ ଜନ୍ମଦିନ ପାଳନ କଲେ ବିଜେଡି ରାଜ୍ୟ ପରିଷଦ ସଦସ୍ୟ ନିହାର

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବିଜେଡି ରାଜ୍ୟ ପରିଷଦ ସଦସ୍ୟ ନିହାର ରଞ୍ଜନ ବେହେରାଙ୍କ ଜନ୍ମଦିନ ଅବସରରେ ଲୋଇସିଂହା ଅଗ୍ରେସନ ଭବନଠାରେ ବିଜୁ ଯୁବ ଛାତ୍ର ଜନତା ଦଳ ଓ ଓଡିଶା ମୋ ପରିବାର ଆନୁକୂଲ୍ୟରେ ଏକ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏହି ଶିବିରକୁ ସାଂସଦ ନିରଞ୍ଜନ ବିଶି
Read More...

ସିନିୟର୍ ସିଟିଜେନ ଆସେମ୍ଳିର ସାମାଜିକ ସେବା କାର୍ଯ୍ୟକ୍ରମ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ୭୭ତମ ସ୍ୱାଧୀନତା ଦିବସ ଅବସରରେ ଲୋଇସିଂହା ସିନିୟର ସିଟିଜେନ ଆସେମ୍ଳି ପକ୍ଷରୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ଚିକିତ୍ସିତ ହେଉଥିବା ଇନଡୋର ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା । ଏଥିସହିତ କସ୍ତୁରବା ଗାନ୍ଧୀ ଆବାସିକ ବିଦ୍ୟାଳୟର
Read More...

ଲୋଇସିଂହା ବିଧାୟକଙ୍କ ଦ୍ୱାରା ଲୋକାର୍ପିତ ହେଲା ଭ୍ରାମ୍ୟମାଣ ସ୍ୱାସ୍ଥ୍ୟଯାନ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଦୁର୍ଗମ ଅଞ୍ଚଳର ଦରିଦ୍ର ଓ ନିଷ୍ପେସିତ ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷ୍ୟରେ ଏକ ସ୍ୱାସ୍ଥ୍ୟଯାନ ଲୋଇସିଂହା ବିଧାୟକ ଡ ମୁକେଶ ମହାଲିଙ୍ଗଙ୍କ ଦ୍ୱାରା ଲୋକାର୍ପିତ ହୋଇଯାଇଛି । ଲୋଇସିଂହା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଠାରେ ବିଧାୟକ ଶ୍ରୀ
Read More...

କଫ୍‌ ସିରଫ ଜବତ, ଜଣେ ଗିରଫ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ସରକରୀ ବସ୍‌ରେ କଫ୍‌ ସିରଫ୍‌ ଚାଲାଣ ହେଉଥିବା ବେଳେ ଜଣକୁ ଗିରଫ କରିଛି ଲୋଇସିଂହା ପୋଲିସ । ପୁରୀରୁ ରାଜ ଖରିଆର ଅଭିମୁଖେ ଯାଉଥିବା ସରକାରୀ ବସରେ ଜଣେ ବ୍ୟକ୍ତି କଫ ସିରଫ ଚାଲାଣ କରୁଥିବା ନେଇ ଖବର ପାଇଥିଲା ପୋଲିସ । ଲୋଇସିଂହା ଚାରିଛକ ନିକଟରେ ସୋମବାର
Read More...

ଲୋଇସିଂହା ବ୍ଲକସ୍ତରୀୟ ବିଜ୍ଞାନ ଶିକ୍ଷକ ଶିକ୍ଷୟତ୍ରୀ ସମ୍ମିଳନୀ

ଲୋଇସିଂହା, (କେପିଏନ୍‌ଏସ୍‌) : ହରେକୃଷ୍ଣ ମହତାବ ଉଚ୍ଚ ବିଦ୍ୟାଳୟଠାରେ ଲୋଇସିଂହା ବ୍ଲକର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ନେଇ ଏକ ବିଜ୍ଞାନ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ପୂର୍ବତନ ବିଜ୍ଞାନ ସଂଯୋଜକ ଶିବ
Read More...

ଫାଇଭ ଟି ସଚିବଙ୍କୁ ଲୋଇସିଂହା ବ୍ଲକ ସରପଞ୍ଚ ସଙ୍ଘର ୮ ଦଫା ଦାବୀପତ୍ର ପ୍ରଦାନ

ଲୋଇସିଂହା, (କେପିଏନ୍‌ଏସ୍‌) : ପଞ୍ଚାୟତିରାଜ ବ୍ୟବସ୍ଥାରେ ପଲ୍ଲିସଭା ଓ ଗ୍ରାମସଭା ଆୟୋଜନ କରି ଲୋକଙ୍କୁ ବିଭିନ୍ନ ସରକାରୀ ଯୋଜନାଗୁଡିକ ବାବଦରେ ଅବଗତ କରାଇବା କ୍ଷେତ୍ରରେ ସରପଞ୍ଚମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ପ୍ରଚଳିତ ବିଧି ବ୍ୟବସ୍ଥାର ସଂଶୋଧନ ପୂର୍ବକ ସରପଞ୍ଚମାନଙ୍କୁ
Read More...

ଲୋଇସିଂହା ବ୍ଲକ ଗସ୍ତରେ ଫାଇଭ ଟି ସଚିବ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକର ତିନୋଟି ସ୍ଥାନ ଗସ୍ତ କରି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି ଫାଇଭ ଟି ସଚିବ ଭିକେ ପାଣ୍ଡିଆନ । ଜିଲ୍ଲାର ଜୀବନରେଖା କୁହାଯାଉଥିବା ଲୋଅର ସୁକତେଲ ଜଳସେଚନ ପ୍ରକଳ୍ପ ନିକଟରେ ନିର୍ମିତ ହେଲିପ୍ୟାଡରେ ସେ ସକାଳ ୯
Read More...

ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପାଣି ଘେରରେ ପୋଢ଼ମୁଣ୍ଡ ଗ୍ରାମର ସାତ ପରିବାର

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପରେ ବର୍ଷାଜଳ କ୍ରମଶଃ ବଢ଼ିବାରେ ଲାଗିଛି । ଆଉ ଏହି ପ୍ରକଳ୍ପରେ ଲୋଇସିଂହା ବ୍ଲକର ଗଡ଼ଶଙ୍କର ଡୁଙ୍ଗୁରିପାଲି ସମେତ ବନଛୋରପାଲି, ବିଜାପାଟି, ପରଧିଆପାଲି, ଅନ୍ତପାଲି ଗ୍ରାମ ଜଳ ସମାଧି ନେଇ ସାରିଛି । ତେବେ ଅଦ୍ୟାବଧି
Read More...