Browsing Tag

loisingha news

ନିଷିଦ୍ଧ ବିଟି କପାଚାଷ, ପ୍ରଶାସନ ନୀରବଦ୍ରଷ୍ଟା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଓଡିଶା ଚାଷଜମିରେ ଆନ୍ଧ୍ରଚାଷୀଙ୍କ ଦାଦାଗିରି । ସ୍ଥାନୀୟ ଚାଷୀଙ୍କୁ ମାତ୍ର କେଇଟା ଟଙ୍କାରେ ବଶୀଭୂତ କରି ହାତେଇ ନେଇଛନ୍ତି ଶହଶହ ଏକର ଜମି । ଆଉ ସେହି ଜମିରେ ଆନ୍ଧ୍ରଚାଷୀ କରୁଛନ୍ତି ସରକାରଙ୍କ ଦ୍ୱାରା ନିଷିଦ୍ଧ ଘୋଷିତ ବିଟି କପାଚାଷ । କେବଳ ସେତିକି
Read More...

ଚାଷୀଙ୍କୁ ଫଳଚାରା ବଣ୍ଟନ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଆଗଲପୁର ବ୍ଲକ ନଅଗାଁ ସ୍ଥିତ ଭଗବାନ ନଗର ଫାର୍ମରେ ସଂଷ୍ଟେନବୁଲ ଗ୍ରୀନ ଇନସିଏଟିଭ ଫାଉଣ୍ଡେସନ ଓ ବାସୁଦେବ ଫାଉଣ୍ଡେସନ ସହାୟତାରେ ପଲ୍ଲୀ ଆଲୋକ ପାଠାଗାର ନଅଗାଁ ତରଫରୁ ଲୋଇସିଂହା ତଥା ଆଗଲପୁର ବ୍ଲକର ଚାଷୀମାନଙ୍କୁ ଫଳଚାରା ବଣ୍ଟନ କରାଯାଇଛି । ଏହି ଅବସରରେ
Read More...

ବର୍ଷା ପାଇଁ ଲୋକେ କଲେ ପାଣି ପ୍ରହରୀ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ପରମ୍ପରା ଓ ବିଶ୍ୱାସ ଆଗରେ ହାର ମାନିଛି ଆଧୁନିକ ବିଜ୍ଞାନ । ମଣିଷ ଚନ୍ଦ୍ରକୁ ଯାଇ ବସବାସ କରିବାକୁ ପ୍ରସ୍ତୁତି ଆରମ୍ଭ କରି ଦେଇଥିବା ବେଳେ ଏପଟେ କିନ୍ତୁ ବର୍ଷା ହେବା ପାଇଁ ଲୋକେ ନାମଯଜ୍ଞ ବା ପାଣିପ୍ରହରୀ କରିଥିବା ଜଣାଯାଇଛି । ଚଳିତ ବର୍ଷ ଯୋଡ଼ା
Read More...

ବିଭିନ୍ନ ଦାବୀ ନେଇ ଲୋଇସିଂହା ବ୍ଲକ ଯୋଗାଣ ସହାୟକ ସଙ୍ଘ ପକ୍ଷରୁ ବିଡ଼ିଓଙ୍କୁ ଦାବୀପତ୍ର ପ୍ରଦାନ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ସକାଶେ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ରାଜ୍ୟର ପ୍ରତି ପଞ୍ଚାୟତରେ ଯୋଗାଣ ସହାୟକଙ୍କୁ ନିଯୁକ୍ତି ଦିଆଯାଇଛି । ଏହି ପଦବୀରେ ସ୍ନାତକ ଡିଗ୍ରିଧାରୀ ଯୁବକ ଯୁବତୀଙ୍କୁ
Read More...

ପରକିୟା ପ୍ରୀତି ହେଲା କାଳ, ଜେଲ ଗଲେ ପ୍ରେମିକ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବିବାହିତା ମହିଳାଙ୍କ ସହିତ ପ୍ରେମ ସମ୍ପର୍କ ରଖିବା ମହଙ୍ଗା ପଡିଛି ଯୁବକଙ୍କୁ । ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଜେଲ ପଠାଇବା ସହିତ ମହିଳାଙ୍କୁ ସ୍ୱଧାର ଗୃହକୁ ପଠାଇଥିବା ଜଣାଯାଇଛି । ଲୋଇସିଂହା ଥାନା ଆଗଲପୁର ବ୍ଲକ ଅନ୍ତର୍ଗତ ବେନ୍ଦ୍ରା ଗ୍ରାମର ଦଳିତ
Read More...

ନବନିର୍ମିତ ଲୋଇସିଂହା ବସଷ୍ଟାଣ୍ଡ ଉଦ୍‌ଘାଟିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ପ୍ରାୟ ୩ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ଲୋଇସିଂହାର ନୂତନ ବସଷ୍ଟାଣ୍ଡ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭିଡିଓ କନଫରେନସିଂ ଜରିଆରେ ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ରାଜ୍ୟର ୧୩ଟି ଜିଲ୍ଲାର ୨୧ ଗୋଟି ନବନିର୍ମିତ ବସଷ୍ଟାଣ୍ଡକୁ
Read More...

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଶ୍ମଶାନକୁ ପୋଡାହେବା ପାଇଁ ଶବ ଯାଇଥିଲା । ଜୁଇ ପ୍ରସ୍ତୁତ ହେବାକୁ ବାକିଥିବା ବେଳେ ଶ୍ମଶାନରେ ପହଞ୍ଚି ଯାଇଥିଲା ପୋଲିସ । ଆଉ ହତ୍ୟା ସନ୍ଦେହରେ ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବଲାଙ୍ଗିର ପଠାଇଥିବା ଜଣାପଡିଛି । ସୋନପୁର ଟାଉନ ଥାନା ଚମାରପଡାର
Read More...

ପ୍ରଧାନ ଶିକ୍ଷକଙ୍କ ମନମୁଖୀ କାର୍ଯ୍ୟ ପ୍ରତିବାଦରେ ଉପରବାହାଲ ହାଇସ୍କୁଲ ସମ୍ମୁଖରେ ଗ୍ରାମବାସୀଙ୍କ ବିକ୍ଷୋଭ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଚାଉଳ ବିକ୍ରି କରି ଫାଇଭ-ଟି ସ୍କୁଲ ପାଇଁ ଇନଭର୍ଟର କିଣିଲେ ପ୍ରଧାନ ଶିକ୍ଷକ । ଝାଡୁଦାର ଥାଇ ମଧ୍ୟ ଛାତ୍ରୀମାନେ ସ୍କୁଲ ଗୃହ ସଫା କରୁଛନ୍ତି । ରାତ୍ର ଜଗୁଆଳି ପ୍ରତିଦିନ ସ୍କୁଲକୁ ଆସୁନାହାନ୍ତି । ଅନେକ ସମୟରେ ଶ୍ରେଣୀଗୃହ ଗୁଡିକର କବାଟ ଝରକା ଖୋଲା
Read More...

ଲୋଇସିଂହା ପୋଲିସ ଦ୍ୱାରା ଚାଉଳ ବୋଝେଇ ଟ୍ରକ ଜବତ, ଦୁଇ ଅଟକ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ନିକଟସ୍ଥ ସାଲେଭଟା ନିକଟରେ ଏକ ଚାଉଳ ବୋଝେଇ ଟ୍ରକ (ନଂ-ଓଡ଼ି-୧୫ ସି ୪୦୬୨)କୁ ଜବତ କରି ଲୋଇସିଂହା ପୋଲିସ ଥାନାକୁ ଆଣିଥିବା ଜଣାଯାଇଛି । ଉକ୍ତ ଟ୍ରକଟି ସାଲେଭଟା ନିକଟସ୍ଥ ମୁରଶୁଣ୍ଡି ପଟୁ ବରଗଡ଼ ଜିଲ୍ଲା ପଦ୍ମପୁରକୁ ଯିବାର ଥିଲା ବୋଲି
Read More...

ଶିକ୍ଷକ ନ ଦେଲେ ବିଦ୍ୟାଳୟ ବନ୍ଦ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ସ୍କୁଲକୁ ଶିକ୍ଷକ ଯୋଗାଇ ଦିଆନଗଲେ ସ୍କୁଲ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ । ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ଅଗଲାପାଲି ଗ୍ରାମରେ । ଆଜି ସ୍ଥାନୀୟ ଗ୍ରାମବାସୀ ଓ ଅଭିଭାବକ ଲୋଇସିଂହା ବ୍ଲକ
Read More...