ଲୋଇସିଂହା ବ୍ଲକରେ ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା
ଲୋଇସିଂହା, (ବିମଳେନ୍ଦୁ ସାହୁ) : ଗତ ଅକ୍ଟୋବର୨ ତାରିଖ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଥିବା ବିଜୁ ଜନତା ଦଳର ପଦଯାତ୍ରା ଆଜି ଲୋଇସିଂହା ବ୍ଲକ ଅନ୍ତର୍ଗତ ତଲିଉଡ଼ାର ପଂଚାୟତର ତଲିଉଡ଼ାର ଓ ଉପରଉଡ଼ାର ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ଉଭୟ ଗ୍ରାମରେ ପଦଯାତ୍ରା କରାଯିବା ସହିତ ସଭା ଅନୁଷ୍ଠିତ!-->…
Read More...
Read More...