ଉପରବାହାଲ ଗ୍ରାମରେ ବିବେକାନନ୍ଦ ଜୟନ୍ତୀ ପାଳିତ
ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ଉପରବାହାଲ ଗ୍ରାମର ସ୍ୱାମୀ ବିବେକାନନ୍ଦ ସ୍କୁଲରେ ଆଡମ୍ବର ସହକାରେ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ସମାଜସେବୀ ରଘୁନାଥ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ହଳଧର ନାଗ!-->…
Read More...
Read More...