Browsing Tag

loisingha news

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଲୋଇସିଂହାରେ ଜାତୀୟ ଗଣିତ ଦିବସ ପାଳିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରଠାରେ ଜାତୀୟ ଗଣିତ ଦିବସ ପାଳିତ ହୋଇଯାଇଛି । ଆଚାର୍ଯ୍ୟ ନିତ୍ୟାନନ୍ଦ ପଧାନ ଏହି ଦିବସର ଉଦ୍ଦେଶ୍ୟ କଥନ କରିଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ଶିବ ପ୍ରସାଦ ବାରିକ ଛାତ୍ରଛାତ୍ରୀମାନଙ୍କୁ ଗଣିତ ଦିବସ ବିଷୟରେ ସୂଚନା…
Read More...

ଡିଗ୍ରୀ କଲେଜ କୁଶଙ୍ଗର ଶୀତ ଦିନିଆଁ ଜାତୀୟ ସେବା ଶିବିର ଉଦ୍‌ଘାଟିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକର କୁଶମେଲ ଗ୍ରାମରେ ୫୦ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟ କୁଶଙ୍ଗର ଶୀତକାଳୀନ ଜାତୀୟ ସେବା ଶିବିର ଉଦ୍‌ଘାଟିତ ହୋଇଯାଇଛି । ପ୍ରୋଗ୍ରାମ ଅଫିସର ଡ. ଲକ୍ଷ୍ମଣ ମେହେରଙ୍କ ସଭାପତିତ୍ୱରେ ଏକ ସଭାର…
Read More...

ସାଲେଭଟାରୁ ବିଦେଶୀ ମଦ ଜବତ : ଜଣେ ଗିରଫ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଥାନା ସାଲେଭଟାସ୍ଥିତ ଏକ ତେଜରାତି ଦୋକାନରୁ ବିଭିନ୍ନ ବ୍ରାଣ୍ଡର ଭର୍ତ୍ତି ହୋଇଥିବା ୮୭ଟି ବିଦେଶୀ ମଦ ବୋତଲ ପୋଲିସ ଜବତ କରିଛି । ଏହି ଘଟଣାରେ ପୋଲିସ ଅଭିଯୁକ୍ତ ଦୋକାନ ମାଲିକ ସୁଶାନ୍ତ ମହାକୁରକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି…
Read More...

ସଫଳତାର ସହ ଲୋଇସିଂହା ବ୍ଲକସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦ୍‌ଯାପିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଷ୍ଟାଡିୟମ୍‌ଠାରେ ସ୍ଥାନୀୟ ପଞ୍ଚାୟତ ସମିତି ଆନୁକୁଲ୍ୟରେ ଗତ ୧୫ ତାରିଖରୁ ଆରମ୍ଭ ହୋଇଥିବା ନୂଆ ଓ ଯୁବ ଓଡ଼ିଶା କାର୍ଯ୍ୟକ୍ରମର ବ୍ଲକସ୍ତରୀୟ କ୍ରୀଡା ମହୋତ୍ସବର ଉଦ୍‌ଯାପନୀ ସମାରୋହ ଆଡମ୍ବର ସହକାରେ ସମାପିତ ହୋଇଯାଇଛି ।…
Read More...

ମାଗୁରବେଡାରେ ବିକଶିତ ଭାରତ ସଂକଳ୍ପ ଯାତ୍ରା

ଲୋଇସିଂହା, (ବିମଳେନ୍ଦୁ ସାହୁ) : କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାର ସଫଳତା ତଥା ଉପଲବ୍ଧିକୁ ପାଥେୟ କରି ଶହୀଦ ବିର୍ସା ମୁଣ୍ଡା ଜୟନ୍ତୀରୁ ଆରମ୍ଭ ହୋଇଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରା ଆଜିଠାରୁ ଲୋଇସିଂହା ବ୍ଲକର ମାଗୁରବେଡା ପଞ୍ଚାୟତରେ ପହଞ୍ଚିଥିଲା । ମାଗୁରବେଡା ସରପଞ୍ଚ…
Read More...

ଲୋଇସିଂହା କଲେଜରେ କ୍ରୀଡା ପ୍ରତିଯୋଗିତା ଉଦ୍‌ଯାପିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ମହାବିଦ୍ୟାଳୟଠାରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଆନୁକୁଲ୍ୟରେ ଗତ ୧୨ତାରିଖରୁ ଆରମ୍ଭ ହୋଇଥିବା କ୍ରୀଡା ପ୍ରତିଯୋଗିତା ଆଜି ଉଦ୍‌ଯାପିତ ହୋଇଯାଇଛି । ଏଥିରେ ଯୁକ୍ତ ୨ ଓ ଯୁକ୍ତ ୩ ର ୧୨ ଶହରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇ ବିଭିନ୍ନ…
Read More...

ଡକାୟତି ଅଭିଯୋଗ କରିଥିବା ଅଭିଯୋଗକାରୀ ହିଁ ମାଷ୍ଟର ମାଇଣ୍ଡ : ଦୁଇ ଅଭିଯୁକ୍ତଙ୍କୁ ଗିରଫ୍‌ କଲା ଲୋଇସିଂହା ପୋଲିସ

ଲୋଇସିଂହା, (କେପିଏନ୍‌ଏସ୍‌) : ଟଙ୍କା ହଡପ୍‌ କରିବାର ଚକ୍ରାନ୍ତ କରି ୮୪ ହଜାର ଟଙ୍କା ଡକାୟତି ହୋଇଥିବା ଅଭିଯୋଗ କଲେ ଥାନାରେ । ଅଥଚ ପୋଲିସ ତଦନ୍ତରୁ ଜଣାପଡ଼ିଲା ଅଭିଯୋଗକାରୀ ହିଁ ମାଷ୍ଟର ମାଇଣ୍ଡ । ଏହି ମାମଲାରେ ମାଷ୍ଟର୍‌ ମାଇଣ୍ଡ ଯୁବକଙ୍କ ସହ ତାଙ୍କ ସହଯୋଗୀଙ୍କୁ ଗିରଫ୍‌ କରିଛି…
Read More...

ନୂଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର ବ୍ଲକସ୍ତରୀୟ କ୍ରୀଡା ଉତ୍ସବ ଉଦ୍‌ଘାଟିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଷ୍ଟାଡିୟମ୍‌ଠାରେ ସ୍ଥାନୀୟ ପଞ୍ଚାୟତ ସମିତି ଆନୁକୁଲ୍ୟରେ ନୂଆ ଓ ଯୁବ ଓଡ଼ିଶା କାର୍ଯ୍ୟକ୍ରମର ଉଦ୍‌ଘାଟନୀ ସମାରୋହ ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବିଧାୟକ ଡ. ମୁକେଶ ମହାଲିଙ୍ଗ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ…
Read More...

ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୁଶଙ୍ଗରେ ‘ଯୁବ ଓଡ଼ିଶା ନବୀନ ଓଡ଼ିଶା’ର ଉଦ୍‌ଯାପନୀ ସମାରୋହ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ କୁଶଙ୍ଗ ସ୍ଥିତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ 'ଯୁବ ଓଡ଼ିଶା ନବୀନ ଓଡ଼ିଶା' (ନୂଆଁ-ଓ) କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । ଗତ ୧୨ଦିନ ଧରି ଏଠାରେ କ୍ରୀଡା, ସାଂସ୍କୃତିକ ଓ ସମାଜସେବା ସମ୍ପର୍କିତ ପ୍ରତିଯୋଗିତା ଗୁଡ଼ିକ…
Read More...

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଲୋଇସିଂହାରେ ସ୍ୱଦେଶୀ ବାବୁଗେନୁ ବଳିଦାନ ଦିବସ ପାଳିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଲୋଇସିଂହାରେ ବାବୁଗେନୁ ବଳିଦାନ ଦିବସ ପ୍ରଧାନ ଆଚାର୍ଯ୍ୟ ଶିବ ପ୍ରସାଦ ବାରିକଙ୍କ ତତ୍ୱାବଧାନରେ ପାଳିତ ହୋଇଯାଇଛି । ସ୍ୱଦେଶୀ ସପ୍ତାହ ପାଳନ ସମାରୋପ ଆଜି ହୋଇଥିବା ବେଳେ ନିତ୍ୟାନନ୍ଦ ପଧାନ ବାବୁଗେନଙ୍କ…
Read More...