Browsing Tag

loisingha news

ମାହାରପାଲିରେ ମଦ ବିକ୍ରିକୁ ନେଇ ଉତ୍ତେଜନା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ସଦର ଥାନା ତଥା ଲୋଇସିଂହା ବ୍ଲକ ଅନ୍ତର୍ଗତ ମାହାରପାଲି ଛକରେ ବେଆଇନ ମଦ ବିକ୍ରିକୁ ନେଇ ଉତ୍ତେଜନା ଦେଖାଦେଇଛି । ବେଆଇନ କୁଚିଆ ମଦ ବିକ୍ରିକୁ ବନ୍ଦ କରିବା ଦାବୀରେ ଶତାଧିକ ପୁରୁଷ ଓ ମହିଳା ରାସ୍ତାରୋକ କରିବା ସହିତ ରାସ୍ତା ଉପରେ ଟାୟାର ଜାଳି
Read More...

ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ସ୍ୱାସ୍ଥ୍ୟ ଶିବିର ଆୟୋଜିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଆଗଲପୁର ବ୍ଲକ ନଅଗାଁ (ଖ ) ସ୍ଥିତ ଗୋପାଳଜୀ ଛକ ଠାରେ ସ୍ଥାନୀୟ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପଲ୍ଲୀ ଆଲୋକ ପାଠାଗାର ତରଫରୁ ମହାତ୍ମା ଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀଙ୍କ ଜନ୍ମ ତିଥି ଅବସରରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି । ଏହି
Read More...

ସଙ୍କୁଳ ଶିକ୍ଷା ପରିଷଦ କାର୍ଯ୍ୟଶାଳା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଭରସୁଜାରେ ରବିବାର ଲୋଇସିଂହା ସଙ୍କୁଳର ଶିକ୍ଷା ପରିଷଦ କାର୍ଯ୍ୟଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟଶାଳାରେ ଲୋଇସିଂହା ସଙ୍କୁଳର ସାତଟି ବିଦ୍ୟାଳୟରୁ ଆଚାର୍ଯ୍ୟ ଆଚାର୍ଯ୍ୟା ଯୋଗ ଦେଇଥିଲେ । ଏଥିରେ ମୁଖ୍ୟ ଅତିଥି
Read More...

ମୋ’ ଜୀବନ ପ୍ରତି ବିପଦ ଅଛି, ମତେ ନ୍ୟାୟ ମିଳୁ : ନବୀନ ମୁଣ୍ଡା

ଲୋଇସିଂହା, (କେପିଏନ୍‌ଏସ୍‌) : ମୋ’ ଜୀବନ ପ୍ରତି ବିପଦ ଅଛି, ମତେ ନ୍ୟାୟ ମିଳୁ । ମିଡ଼ିଆ ସାମ୍ନାରେ ଏଭଳି ଗୁହାରି କରିଛନ୍ତି ଜଣେ ବ୍ୟକ୍ତି । ସଂପୃକ୍ତ ବ୍ୟକ୍ତି ଜଣକ ହେଉଛନ୍ତି ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଲୋଇସିଂହା ଥାନାର ସେମେଲମୁଣ୍ଡା ଗାଁର ବାସିନ୍ଦା ନବୀନ ମୁଣ୍ଡା । ସେ
Read More...

ସରସ୍ୱତୀ ଶିଶୁବିଦ୍ୟାମନ୍ଦିର ଲୋଇସିଂହାରେ ପୁରାତନ ଛାତ୍ରଛାତ୍ରୀଙ୍କ ବୈଠକ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଲୋଇସିଂହାରେ ପୂର୍ବତନ ଛାତ୍ରଛାତ୍ରୀଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ପୂର୍ବ ଛାତ୍ର ପ୍ରମୁଖ ନିତ୍ୟାନନ୍ଦ ପଧାନ ଅତିଥି ପରିଚୟ ତଥା ଉଦ୍ଦେଶ୍ୟ କଥନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଶିବ ପ୍ରସାଦ ବାରିକ ଶିଶୁମନ୍ଦିର
Read More...

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଲୋଇସିଂହାରେ ମାତୃଭାରତୀ ବୈଠକ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରଠାରେ ମାତୃଭାରତୀ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ପରିଚାଳନା ସମିତି ସଦସ୍ୟା ସୈରୀନ୍ଦ୍ରି ଛତ୍ରିଆ ସଭାପତିତ୍ବ କରିଥିଲେ । ବରିଷ୍ଠ ଆଚାର୍ଯ୍ୟା ବବିତା ମହାଣା ଉଦ୍ଦେଶ୍ୟ କଥନ ଓ ପରିଚୟ ପ୍ରଦାନ କରିଥିବା ବେଳେ
Read More...

ଶାରଳା ଶକ୍ତିପୀଠରେ ଷୋହଳ ପୂଜା ପାଇଁ ପ୍ରସ୍ତୁତି ବୈଠକ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଢୋଲମହୁଲ ସ୍ଥିତ ମା' ଶାରଳା ଶକ୍ତିପୀଠରେ ଷୋଡ଼ଶ ଦିନାତ୍ମକ ଶାରଦୀୟ ଦୁର୍ଗାପୂଜା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ଅକ୍ଟୋବର ୬ ରୁ ୨୩ ତାରିଖ ପର୍ଯ୍ୟନ୍ତ ମା'ଙ୍କ ବିଭିନ୍ନ ବେଶ କରାଯିବା ସହିତ ପ୍ରତ୍ୟହ ଭଜନ
Read More...

ବିରକେଲ୍ ଗ୍ରାମରେ ଗୋଷ୍ଠୀ ସଂଘର୍ଷ, ୫ ଆହତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ବାଦିମୁଣ୍ଡା ପଞ୍ଚାୟତ ବିରକେଲ ଗ୍ରାମରେ ରବିବାର ରାତିରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇ ଉଭୟ ପକ୍ଷର ୫ ଜଣ ବ୍ୟକ୍ତି ଆହତ ହୋଇଛନ୍ତି । ଆହତମାନେ ବଲାଙ୍ଗିର ଭୀମଭୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାଯାଇଛି । ଗତକାଲି ରାତିରେ
Read More...

ରେଙ୍ଗାଲି ଗ୍ରାମରେ ନୂଆଖାଇ ଭେଟ୍‌ଘାଟ୍‌ ପାଳିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଲୋଇସିଂହା ବ୍ଲକ ସଦର ମହକୁମା ଠାରୁ ୪୦ କିମି ଦୁରରେ ଥିବା ଏକ ଉପାନ୍ତ ଗାଁ ରେଙ୍ଗାଲି । ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ରେଙ୍ଗାଲି ଗ୍ରାମରେ ନୂଆଖାଇ ଭେଟ୍‌ଘାଟ୍‌ ପାଳିତ ହୋଇଯାଇଛି । ମାତ୍ର ଏଥର ନୂଆଁଖାଇ ଭେଟ୍‌ଘାଟ୍‌
Read More...

ସାନଟିକାରେ ନୂଆଁଖାଇ ଭେଟ୍‌ଘାଟ୍‌

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ସାନଟିକା ସ୍ଥିତ ପ୍ରସିଦ୍ଧ ଜଳେଶ୍ୱର ଶୈବପୀଠରେ ଆଜାଦ ୟୁଥ କ୍ଳବ ତରଫରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ନଅଗାଁ (ଖ) ପଂଚାୟତର ସରପଞ୍ଚ ବୃନ୍ଦାବନ ସେଠ,
Read More...