Browsing Tag

loisingha news

ସମାଜ କେ ସଫାସୁତର୍‌ କର୍‌ବାର୍‌ ଲାଗି ତାଙ୍କର୍‌ ପ୍ରତିଭା କେ ସମର୍ପିତ କରିଛନ୍‌ ଚିତ୍ରଶିଳ୍ପୀ ପ୍ରଭାକର ସାହୁ

ଲୋଇସିଂହା, (କେପିଏନ୍‌ଏସ୍‌) : ଆମର୍‌ ସମାଜ ଥି ଗୁର୍‌ଦୁ ନାଁକରା ଚିତ୍ରଶିଳ୍ପୀ ଅଛନ୍‌ । ମାତର୍‌କ’ ସେମାନଙ୍କର୍‌ ଭିତ୍‌ରେ ଏନ୍‌ତା ଖୋବ୍‌ କମ୍‌ ଚିତ୍ରଶିଳ୍ପୀ ଅଛନ୍‌, ଯେନ୍‌ମାନେ ପଏସା କମାବାର୍‌ଟା କେ ନିଘା ନେଇଁ ରଖିକରି ସମାଜ କେ ସଫାସୁତର୍‌ କର୍‌ବାର୍‌ ଲାଗି ତାଙ୍କର୍‌ ପ୍ରତିଭା
Read More...

ନଅଗାଁ (ଖ) କଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଉଦ୍‌ଯାପିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଆଗଲପୁର ବ୍ଲକ ନଅଗାଁ (ଖ) ପ୍ରାଥମିକ ବିଦ୍ୟାଳୟଠାରେ ପଲ୍ଲୀ ଆଲୋକ ପାଠାଗାରର ପ୍ରତ୍ୟକ୍ଷ ସହଯୋଗ ଓ ତତ୍ଵାବଧାନରେ କଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୩ ଓ ଓଡିଶା ମିଲେଟ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ବକୃତା, ଗୀତ, ନାଚ, ଚିତ୍ରାଙ୍କନ, କୁଇଜ
Read More...

ରୁଗୁଡ଼ିଖାଲ ମାନସ ଯଜ୍ଞ କମିଟି ଗଠିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ରୁଗୁଡିଖାଲ ସ୍ଥିତ ମାନସ ବିହାର ଠାରେ ମାନସ ଯାତ୍ରା ପାଇଁ ମାନସ ଯଜ୍ଞ କମିଟି ପୁନର୍ଗଠିତ ହୋଇଯାଇଛି । ଏଥିରେ ସର୍ବସମ୍ମତି କ୍ରମେ ସଭାପତି ଭାବେ ଯୁଧିଷ୍ଠିର ପଧାନ ମନୋନୀତ ହୋଇଥିବା ବେଳେ ସମ୍ପାଦକ ଭାବେ ବେଦପତି ପଧାନ, ଉପସଭାପତି
Read More...

ଲୋଇସିଂହା ବ୍ଲକରେ ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଗତ ଅକ୍ଟୋବର୨ ତାରିଖ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଥିବା ବିଜୁ ଜନତା ଦଳର ପଦଯାତ୍ରା ଆଜି ଲୋଇସିଂହା ବ୍ଲକ ଅନ୍ତର୍ଗତ ତଲିଉଡ଼ାର ପଂଚାୟତର ତଲିଉଡ଼ାର ଓ ଉପରଉଡ଼ାର ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ଉଭୟ ଗ୍ରାମରେ ପଦଯାତ୍ରା କରାଯିବା ସହିତ ସଭା ଅନୁଷ୍ଠିତ
Read More...

ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଗତ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଥିବା ବିଜୁ ଜନତା ଦଳର ପଦଯାତ୍ରା ଆଜି ଲୋଇସିଂହା ବ୍ଲକ ଅନ୍ତର୍ଗତ ବାନିପାଲି ପଂଚାୟତର ବିଅଁରପାଲି ଓ ବେଲପାଲି ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ବିଅଁରପାଲି ଓ ବେଲପାଲି ଗ୍ରାମରେ ପଦଯାତ୍ରା କରିବା
Read More...

ଲୋଇସିଂହା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ନବମ ଓ ଦଶମ ଶ୍ରେଣୀ ପାଇଲା ସ୍ଵୀକୃତି

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଚଳିତ ଶିକ୍ଷାବର୍ଷ ୨୦୨୩-୨୪ରେ ଲୋଇସିଂହା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶାଠାରୁ ନବମ ଓ ଦଶମ ଶ୍ରେଣୀ ପାଇଁ ସ୍ବୀକୃତି ପାଇଥିବା ଜଣାଯାଇଛି । ଫଳରେ ସ୍ଥାନୀୟ ଅଭିଭାବକ ମହଲରେ ଖୁସିର ଲହରୀ ଖେଳିଯାଇଛି । ଚଳିତ ବର୍ଷ ଦଶମ
Read More...

କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ପଣ୍ଡରାନିଠାରେ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସିଆର୍‌ସିସି ପ୍ରଶାନ୍ତ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ ଏବଂ
Read More...

ଲୋଇସିଂହାରେ ପହଞ୍ଚିଲା ସାଇବର ସୁରକ୍ଷା ରଥ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲାରୁ ବାହାରିଥିବା ସାଇବର ସୁରକ୍ଷା ରଥ ମଙ୍ଗଳବାର ଲୋଇସିଂହାରେ ପହଞ୍ଚି ଲୋକଙ୍କୁ ସଚେତନତାର ବାର୍ତ୍ତା ବାଣ୍ଟିବା ଆରମ୍ଭ କରିଛି । ସାଇବର ରଥକୁ ଆଜି ଲୋଇସିଂହା ପୋଲିସ ଥାନା ପରିସରରେ ଭବ୍ୟ ସ୍ୱାଗତ କରାଯାଇଥିଲା । ଏହି ଅଭିଯାନରେ
Read More...

ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ପବିତ୍ର ଗାନ୍ଧୀ ଜୟନ୍ତୀ ଓ ଲାଲ ବହାଦୁର ଶାସ୍ତ୍ରୀ ଜୟନ୍ତୀ ଦିନ ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ବିଜୁ ଜନତା ଦଳ ଲୋଇସିଂହା ତରଫରୁ ଲୋଇସିଂହା ବ୍ଲକ ଅନ୍ତର୍ଗତ କୁସମେଲ ପଂଚାୟତଠାରେ ଜନ ସମ୍ପର୍କ
Read More...

ମାହାରପାଲିରେ ମଦ ବିକ୍ରିକୁ ନେଇ ଉତ୍ତେଜନା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ସଦର ଥାନା ତଥା ଲୋଇସିଂହା ବ୍ଲକ ଅନ୍ତର୍ଗତ ମାହାରପାଲି ଛକରେ ବେଆଇନ ମଦ ବିକ୍ରିକୁ ନେଇ ଉତ୍ତେଜନା ଦେଖାଦେଇଛି । ବେଆଇନ କୁଚିଆ ମଦ ବିକ୍ରିକୁ ବନ୍ଦ କରିବା ଦାବୀରେ ଶତାଧିକ ପୁରୁଷ ଓ ମହିଳା ରାସ୍ତାରୋକ କରିବା ସହିତ ରାସ୍ତା ଉପରେ ଟାୟାର ଜାଳି
Read More...