ଲୋଇସିଂହା-ଆଗଲପୁର ବ୍ଲକ ମିଳିତ କୃଷକ ସଂଘର୍ଷ ସମିତି ପକ୍ଷରୁ ପୁନଃ ରାଜପଥ ଅବରୋଧ ତଥା ଭୋଟ ବର୍ଜନ ଚେତାବନୀ
ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପରୁ ଲୋଇସିଂହା ଓ ଆଗଲପୁର ବ୍ଲକର ୧୦ ଗୋଟି ପଞ୍ଚାୟତକୁ ଜଳସେଚନ ତଥା ଅନ୍ୟାନ୍ୟ ସୁବିଧା ଦାବିରେ କୃଷକ ସଂଘର୍ଷ ସମିତି ତରଫରୁ ପୁଣି ଥରେ ଜାତୀୟ ରାଜପଥ ଅବରୋଧ କରାଯିବା ସହିତ ଚଳିତ ସାଧାରଣ ନିର୍ବାଚନକୁ ବର୍ଜନ କରାଯିବା!-->…
Read More...
Read More...