Browsing Tag

lathor news

ଲକ୍ଷ୍ମୀପୂଜା ପାଇଁ ଚଳଚଞ୍ଚଳ ଲାଠୋର ଗ୍ରାମ

ଲାଠୋର, (କେପିଏନ୍‌ଏସ୍‌) : ଲାଠୋରର ବିଭିନ୍ନ ସ୍ଥାନରେ ଲକ୍ଷ୍ମୀପୂଜା ପାଇଁ ଗ୍ରାମ ଚଳଚଞ୍ଚଳ ହୋଇ ଉଠିଛି । ସ୍ଥାନୀୟ ଜଗନ୍ନାଥ ମନ୍ଦିର, ମେହେରପଡା ଲକ୍ଷ୍ମୀ ମନ୍ଦିର, ରାଧାକୃଷ୍ଣ ମନ୍ଦିର, ଡାକ୍ତରଖାନା ନିକଟ ଲକ୍ଷ୍ମୀ ମନ୍ଦିର ଓ ତଳିପଡାଠାରେ ମା’ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରାଯାଇଥିଲା
Read More...

ବାବା ସାହେବଙ୍କ ମହାପ୍ରୟାଣ ଦିବସ

ଲାଠୋର, (କେପିଏନ୍‌ଏସ୍‌) : ଲାଠୋର ସଦର ଗ୍ରାମ କଲ୍ୟାଣ ମଣ୍ଡପଠାରେ ମଙ୍ଗଳବାର ‘ସାବାସ’ ଅନୁଷ୍ଠାନ ପକ୍ଷରୁ ଭାରତରତ୍ନ ଡ. ବି.ଆର୍‌. ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ବାବା ସାହେବଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ ଓ ଦୀପ
Read More...

ଚାଉଳଡିଆ ଗାଁରେ ପାଠାଗାର ଉଦ୍‌ଘାଟିତ

ଲାଠୋର, (କେପିଏନ୍‌ଏସ୍‌) : ଖପ୍ରାଖୋଲ ବ୍ଲକ କରୁଆଁଝର ପଞ୍ଚାୟତ ଚାଉଳଡିଆ ଗାଁରେ ପାଠାଗାର ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ବିଡିଓ ରଶ୍ମିରଞ୍ଜନ ରାଉତ ମୁଖ୍ୟଅତିଥି, ସରପଞ୍ଚ ଜପସ୍ୱିନୀ ସାହୁ, ଏଇ ମହେଶଲାଲ ଅଗ୍ରୱାଲ, ଜେଇ ରାଜକିଶୋର ନାଏକ, ପିଇଓ ପ୍ରଶାନ୍ତ ନାଏକ, ପିଇଓ ମନୋଜ ସାହୁ, ଏସିପି
Read More...

ଲାଠୋରରେ ଆମ୍ବେଦକର ପାଠଶାଳା ଆରମ୍ଭ

ଲାଠୋର, (କେପିଏନ୍‌ଏସ୍‌) : ଖପ୍ରାଖୋଲ ବ୍ଲକ ଲାଠୋର ସଦର ଗ୍ରାମରେ ସାବିତ୍ରୀ ବାଇ, ଆମ୍ବେଦକର, ବିର୍ସାମୁଣ୍ଡା ସାମାଜିକ ପରିବର୍ତ୍ତନ ଅନୁଷ୍ଠାନ(ସାବାସ) ପକ୍ଷରୁ ମଙ୍ଗଳବାର ଦିନଠାରୁ ଆମ୍ବେଦକର ପାଠଶାଳା ଆରମ୍ଭ ହୋଇଯାଇଛି । ଲାଠୋର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଆରମ୍ଭ ହୋଇଥିବା
Read More...

ପୋଖରୀରେ ବୁଡି ଶିଶୁପୁତ୍ର ମୃତ

ଲାଠୋର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲାଠୋର ଥାନା ମାଲପଡା ଗାଁର ଧରମ ସିଂହ ଧରୁଆଙ୍କ ଶିଶୁପୁତ୍ର ଗୋଲକ ସିଂହ ଧରୁଆ(୭) ନିକଟସ୍ଥ ଅମୃତ ସରୋବର ପୋଖରୀରେ ବୁଡି ପ୍ରାଣ ହରାଇଥିବା ଖବର ମିଳିଛି । ସୂଚନା ଅନୁସାରେ, ଗୁରୁବାର ଗୋଲକ ନିଜ ଘର ପରିସରରେ ସକାଳ ୧୦ଟା ପର୍ଯ୍ୟନ୍ତ ଖେଳୁଥିଲେ
Read More...

ମସିଣା ଗାଁରେ ଭାଲୁ ଭୟ

ଲାଠୋର, (କେପିଏନ୍‌ଏସ୍‌) : ଲାଠୋର ରେଞ୍ଜ ଅନ୍ତର୍ଗତ ମସିଣା ଗାଁ ନିକଟରେ ଜଙ୍ଗଲୀ ଭାଲୁ ଦେଖି ଲୋକେ ଭୟଭୀତ ହୋଇପଡିଛନ୍ତି । ସୂଚନା ଅନୁସାରେ କିଛିଦିନ ତଳେ ଗାଁ ଲୋକେ ନିକଟ ଜଙ୍ଗଳ ଅଞ୍ଚଳରେ ଏକ ବଡ ଭାଲୁ ବୁଲୁଥିବା ଦେଖିଥିଲେ । ସ୍ଥାନୀୟ ବନ କର୍ମଚାରୀଙ୍କୁ ଏ ସମ୍ବନ୍ଧରେ ସୂଚନା ଦିଆଯାଇଛି
Read More...

ଭତ୍ତା ପାଇଁ ହିତାଧିକାରୀ ହଇରାଣ ହେଉଥିବା ଅଭିଯୋଗ

ଲାଠୋର, (କେପିଏନ୍‌ଏସ୍‌) : ଖପ୍ରାଖୋଲ ବ୍ଲକର ବିଭିନ୍ନ ପଞ୍ଚାୟତରେ ଭତ୍ତାକୁ ନେଇ ହିତାଧିକାରୀ ହଇରାଣ ହେଉଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁସାରେ, ପ୍ରତିମାସର ୧୫ ତାରିଖ ଦିନ ପଞ୍ଚାୟତ ପରିସରରେ ଭତ୍ତା ଦିଆଯାଉଥିଲା, ପରେ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ଟଙ୍କା ଜମା କରାଗଲା । ହେଲେ
Read More...

ଲାଠୋର ସମବାୟ ସମିତି ନିର୍ଦ୍ଦେଶକ ନିର୍ବାଚନ ଫଳାଫଳ

ଲାଠୋର, (କେପିଏନ୍‌ଏସ୍‌) : ଲାଠୋର ସମବାୟ ସମିତି ନିର୍ଦ୍ଦେଶକ ନିର୍ବାଚନ ଗତକାଲି ସ୍ଥାନୀୟ ପେକ୍ସ କାର୍ଯ୍ୟାଳୟ ଠାରେ ସମ୍ପାଦନ ହୋଇଛି । ପେକ୍ସର ୧୫ଟି ୱାର୍ଡରୁ ୧୦ ଟିରେ ନିର୍ବାଚନ ହୋଇଥିଲା । ଏହି ସବୁ ୱାର୍ଡରୁ ବିଜୟ ମେହେର ଦେବ ଧରୁଆ, ପଦ୍ମନାଭ ନାଏକ, ସତ୍ୟନାରାୟଣ ମେହେର, ସଫେତ
Read More...

ଫାଇନାନ୍ସ କମ୍ପାନୀର ଟଙ୍କା ହେରଫେର ଅଭିଯୋଗ

ଲାଠୋର, (କେପିଏନ୍‌ଏସ୍‌) : ଖୋପ୍ରାଖୋଲ ବ୍ଲକ ଲାଠୋର ଗ୍ରାମରେ ଥିବା ଭାରତ ଫାଇନାନ୍ସ ନାମକ ଏକ କମ୍ପାନୀ ଅଞ୍ଚଳର ଏସ୍‌ଏଚ୍‌ଜି ଗୁଡିକୁ ଋଣ ଦେଇ ସୁଧ ସହ ଅସୁଲ କରୁଛି । ଇତିମଧ୍ୟରେ କମ୍ପାନୀର ଟଙ୍କା ହେରଫେର ହୋଇଥିବା ଅଭିଯୋଗ ହୋଇଛି । ଏନେଇ କମ୍ପାନିର ଲାଠୋର ବ୍ରାଞ୍ଚ ମ୍ୟାନେଜର ଯଶୋବନ୍ତ
Read More...

ପଞ୍ଚାୟତ କାର୍ଯ୍ୟାଳୟରେ ନାମ ଓ ମୋବାଇଲ ନମ୍ବର ଲେଖିବାକୁ ଦାବୀ

ଲାଠୋର, (କେପିଏ୍‌ଏସ୍‌) : ଖପ୍ରାଖୋଲ ବ୍ଲକର ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ଇଓ ଓ ଅନ୍ୟ କର୍ମଚାରୀମାନଙ୍କ ନାମ ଓ ମୋବାଇଲ ନମ୍ବର ଲେଖିବାକୁ ଦାବୀ ହେଉଛି । ଲୋକମାନେ ବିଭିନ୍ନ କାମରେ ପଞ୍ଚାୟତ କାର୍ଯ୍ୟାଳୟକୁ ଗଲେ ଏମାନଙ୍କୁ ନଭେଟି ନିରାଶ ହେଉଛନ୍ତି । ତେଣୁ କାର୍ଯ୍ୟାଳୟରେ ନାମ ଓ
Read More...