Browsing Tag

koraput news

ପିକଅପ୍ ଭ୍ୟାନ୍ ଓଲଟି ୧୦ ମୃତ

କୋରାପୁଟ : କୋଟପାଡ଼ ଥାନା ଓଡିଶା-ଛତିଶଗଡ଼ ସୀମା ମୂର୍ତ୍ତାହାଣ୍ଡି ନିକଟରେ ରବିବାର ରାତିରେ ଏକ ପିକଅପ୍ ଭ୍ୟାନ୍ ଓଲଟି ପଡ଼ିବାରୁ୧୦ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୨୦ ଜଣ ଆହତ ହୋଇଛନ୍ତି । ମୃତକ ମାନଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ରହିଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଛତିଶଗଡ
Read More...

କୋରାପୁଟ ସଦର ମହକୁମାରେ ମହାତ୍ମାଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ପାଳିତ

କୋରାପୁଟ : କୋରାପୁଟ ଜିଲ୍ଲା ସଦର ମହକୁମା ବସଷ୍ଟାଣ୍ଡ ନିକଟରେ ଥିବା ଗାନ୍ଧୀପାର୍କରେ ଅବସ୍ଥାପିତ ମହାତ୍ମାଗାନ୍ଧୀଙ୍କ ପ୍ରତିମୂ‌ର୍ତ୍ତିରେ କୋରାପୁଟ ଜିଲ୍ଲା ସ୍ୱାରକୀ କମିଟି ଓ ନଗର କଂଗ୍ରେସ କମିଟି ତରଫରୁ ମହାତ୍ମାଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ଏଥିରେ ଭବାନୀ ଶଙ୍କର
Read More...

୧୦ ଲକ୍ଷ ଟଙ୍କାର ଗଂଜେଇ ଜବତ, ଜଣେ ଗିରଫ

କୋରାପୁଟ : କୋରାପୁଟ ଜିଲ୍ଲାରୁ ରାଜ୍ୟ ବାହାରକୁ ଗଂଜେଇ ଚାଲାଣ କରିବାକୁ ଅଭିନବ ଉପାୟ ଖୋଜିଛନ୍ତି ଗଂଜେଇ ମାଫିଆ । ସିଧାସଳଖ ଗଂଜେଇ ନେବାବେଳେ ପୁଲିସ ଧରୁଥିବାରୁ ଗାଡିରେ ସିକ୍ରେଟ୍‌ ଚ୍ୟାମ୍ପର କରୁଛନ୍ତି ମାଫିଆ । ଆଉ ଏପରି ଏକ ଗଂଜେଇ ଚାଲାଣକୁ ପଣ୍ଡ କରିଛି କୋରାପୁଟ ଜିଲ୍ଲା ସେମିଳିଗୁଡା
Read More...

ବିଭତ୍ସ ଅ‌ନ୍ଧବି‌ଶ୍ୱାସ : ନୃଶଂସ ହତ୍ୟାକା‌ଣ୍ଡ

କୋରାପୁଟ : ବିଭତ୍ସ ଅନ୍ଧବିଶ୍ୱାସ ଯୋଗୁଁ ନୃଶଂସ ହତ୍ୟାକା‌ଣ୍ଡ ଘଟିଛି । ଗୁଣିଗାରେଡି ସନ୍ଦେହରେ ଗଳାକାଟି ହତ୍ୟା କରିବା ପରେ ପ୍ରମାଣ ନଷ୍ଟ ପାଇଁ ମୁଣ୍ଡ କାଟି ଜାଳିଦେଲେ ଓ ଶରୀରକୁ ନଦୀ କୂଳରେ ପୋତିଦେଲେ ହତ୍ୟାକାରୀ ବୋଲି ଖବର ମିଳିଛି। ମାଲକାନଗିରି ପଡିଆ ଅଂଚଳରେ ଏଭଳି ଅଭବାନୀୟ ଘଟଣା
Read More...

ଦିବ୍ୟାଙ୍ଗ ଶଶିରେଖା : ଅନ୍ୟ‌ଙ୍କ ପାଇଁ ପ୍ରେରଣା

କୋରାପୁଟ : ଦିବ୍ୟାଙ୍ଗ ଶଶିରେଖା, ଅନ୍ୟଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛନ୍ତି । ଭିନ୍ନକ୍ଷମ ହୋଇ ବି ସେ ବିଶେଷ ସକ୍ଷମ । ଦୃଢ ଇଛାଶକ୍ତି ଓ ଆତ୍ମବିଶ୍ୱାସ ଯୋଗୁଁ ସେ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛ‌ନ୍ତି । ନିଜେ କାମ କରି ନିଜ ମା'‌ଙ୍କୁ ପାଳୁଛ‌ନ୍ତି। ସୂଚନା ଅନୁସାରେ କୋରାପୁଟ
Read More...

ବିପୁଳ ପରିମାଣର ଗଞ୍ଜେଇ ଜବତ : ଆନୁମାନିକ ମୂଲ୍ୟ ହେବ ୭୦ ଲକ୍ଷ

କୋରାପୁଟ : ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଥିବା ସୂଚନା ମିଳିଛି । କୋରାପୁଟ ଜିଲାରେ ଚୋରା ଚାଲାଣ ସମୟରେ ୭୧୭ କେଜି ୬ଶହ ଗ୍ରାମ ଗଞ୍ଜେଇ ସହ ୩ଟି ଗାଡ଼ି ଜବତ ହୋଇଥିବା ଶନିବାର ଜଣାପଡ଼ିଛି । ଜବତ ଗଞ୍ଜେଇର ଆନୁମାନିକ ମୁଲ୍ୟ ପ୍ରାୟ ପ୍ରାୟ ୭୦ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ସୂଚନା
Read More...

ପଶୁ ଠୁ ବି ହୀନ ହେଲା ମଣିଷ : ନିଜ କୁନି ଝିଅକୁ ହତ୍ୟା କଲା ବାପା : ଗାଁ ଠାକୁରାଣୀ ପାଖେ ଦେଇଛି ବଳି

କୋରାପୁଟ : ପଶୁ ଠୁ ବି ହୀନ ହେଲା ମଣିଷ । ନିଜ କୁନି ଝିଅକୁ ଗାଁ ଠାକୁରାଣୀ ପାଖେ ଦେଇଛି ବଳି । ଅସୁର ସାଜିଲା ବାପା । ବାପ ଝିଅର ଅମୃତ ସଂପର୍କକୁ ଧୂଳିସାତ୍‌ କରିଦେଲା ଜଣେ ବାପା । ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ହନୁମାନ ଟଙ୍କା ଲୋଭରେ କୁନି ଝିଅକୁ ହତ୍ୟା କଲା । ଜଣେ ଝିଅ ପାଇଁ ନିଜ
Read More...

କ୍ରାଇମ ବ୍ରାଚଂ ଏସ୍‌ଟିଏଫ୍‌କୁ ମିଳିଲା ସଫଳତା

କୋରାପୁଟ : କୋରାପୁଟ ଜିଲ୍ଳାରେ କ୍ରାଇମ୍‌ ବ୍ରାଂଚ ଏସ୍‌ଟିଏଫ୍‌ ନକଲି ନୋଟ୍‌ ଜବତ କରିଥିବା ଖବର ମିଳିଛି । ସୂଚନା ଅନୁସାରେ କୋରାପୁଟ ଜିଲ୍ଲା ସୁନାବେଡା ବସ୍‌ଷ୍ଟାଣ୍ଡରୁ ଜଣେ ଯୁବକଙ୍କ ଠାରୁ ୩ଲକ୍ଷ ୨୮ ହଜାର ୩ ଶହ ଟଙ୍କାର ନକଲି ନୋଟ ଜବତ କରବା ସହ ଯୁବକକୁ ମଧ୍ୟ ଗିରଫ କରିଛି କ୍ରାଇମ୍‌
Read More...

କିଡ୍‌ନୀ ପୀଡିତ ବଚନଙ୍କ ପାଇଁ ଅର୍ଥ ସାଜିଛି ବାଧକ

କୋରାପୁଟ, (କେପିଏନ୍‌ଏସ୍‌) : ବୟସ ମାତ୍ର ୨୦ । କିଡ୍‌ନୀ ରୋଗର ଶିକାର ହୋଇଛନ୍ତି । କୋରାପୁଟ ଜିଲ୍ଲା ଅନ୍ତର୍ଗତ ବୈପାରିଗୁଡା ବ୍ଲକ ଅଧୀନସ୍ଥ କୋଲାର ଗ୍ରାମ ପଚାଂୟତ କାଠପଡା ଗାଁର ଭଗବାନ ଖରାଙ୍କ ପୁଅ ବଚନ ଖରା କିଡ଼୍‌ନୀ ରୋଗରେ ଆକ୍ରାନ୍ତ ହୋଇ ଖୁବ୍‌ କଷ୍ଟ ପାଉଥିବା ଜଣାପଡ଼ିଛି ।
Read More...

ମୋବାଇଲ ଫୋନ୍‌ ଫାଟିଲା : ଶିଶୁକନ୍ୟା ଗୁରୁତର

କୋରାପୁଟ : ମୋବାଇଲ ଫୋନ୍‌ ଫାଟୁଥିବା ଅନେକ ଖବର ସମୟ ସମୟରେ ଆସିଥାଏ । ତେବେ ଆଜି ପୁଣି ସେଭଳି ଏକ ଖବର ଆସିଛି । ମୋବାଇଲ ଫୋନ୍‌ ଫାଟି ଜଣେ ବର୍ଷକର ଶିଶୁ କନ୍ୟା ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକର ତଳ ବିଲାଙ୍ଗସିଲ ଗ୍ରାମରେ ଏହି
Read More...