Browsing Tag

khorda news

ଖୋର୍ଦ୍ଧା ଜିଲ୍ଲାର ଯୁବମାନଙ୍କ ଇନ୍ଦ୍ରାବତୀ ପ୍ରକଳ୍ପ ପରିଦର୍ଶନ ଓ ଯୁବ ବିନିମୟ କାର୍ଯ୍ୟକ୍ରମ

ଖୋର୍ଦ୍ଧା, (କେପିଏନ୍‌ଏସ୍‌) : ଖୋର୍ଦ୍ଧା ଜିଲ୍ଲାର ୩୫ ରୁ ଅଧିକ ଯୁବକ ଯୁବତୀ କଳାହାଣ୍ଡି ଜିଲ୍ଲା ମୁଖିଗୁଡା ସ୍ଥିତ ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍ ପ୍ରକଳ୍ପ ପରିଦର୍ଶନ କରିଥିଲେ । ଭାରତ ସରକାରଙ୍କ ଯୁବ ଓ କ୍ରୀଡ଼ା ବ୍ୟାପାର ମନ୍ତ୍ରଣାଳୟ ଅଧିନସ୍ଥ, ମେରା ଯୁବ ଭାରତ କାର୍ଯ୍ୟାଳୟ ନବରଙ୍ଗପୁର
Read More...

ପିଆଇବି ପକ୍ଷରୁ ଖୋର୍ଦ୍ଧାରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ‘‘ବାର୍ତ୍ତାଳାପ’’ ଆୟୋଜିତ

ଏନଡିଏ ସରକାରଙ୍କ ୯ ବର୍ଷର ସଫଳତା ଉପରେ ହେଲା ଆଲୋଚନା ● ମିଛ ଖବର ପ୍ରସାରଣକୁ ରୋକିବା ଦିଗରେ ମୁଖ୍ୟଧାରାର ଗଣମାଧ୍ୟମଙ୍କ ଏକ ପ୍ରମୁଖ ଦାୟିତ୍ୱ ରହିଛି : ଡକ୍ଟର ଗିରିଶ ଚନ୍ଦ୍ର ଦାଶ● ଗଣତନ୍ତ୍ରରେ ଏକ ସକ୍ରିୟ ତଥା ଦୃଢ଼ ଗଣମାଧ୍ୟମର ବିଶେଷ ଗୁରୁତ୍ୱ ରହିଛି : ପ୍ରଫେସର ସୂର୍ୟ୍ୟ ମିଶ୍ର
Read More...

ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଟ୍ରଷ୍ଟ ଅନ୍ତର୍ଗତ ଶ୍ରୀଜଗନ୍ନାଥ ସେବା ସଦନର ଷଷ୍ଠ ସ୍ଵ ନକ୍ଷତ୍ର ଉତ୍ସବ ପାଳନ ନିମନ୍ତେ…

ଖୋର୍ଦ୍ଧା : ଶ୍ରୀଜଗନ୍ନାଥ ସେବା ସଦନର ଷଷ୍ଠ ସ୍ୱ-ନକ୍ଷତ୍ର ଦିବସ ପାଳନ ଅବସରରେ କରୋନା କଟକଣାର ନିୟମ ଅନୁପାଳନ ପୂର୍ବକ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ତରଫରୁ ଉଚ୍ଚାଙ୍ଗ ସାହିତ୍ୟିକ ତଥା ପଥପ୍ରଦର୍ଶକ ଶ୍ରୀଯୁକ୍ତ ପଦ୍ମନାଭ ତ୍ରିପାଠୀଙ୍କ ସଭାପତିତ୍ୱରେ ଗତକାଲି ଏକ ଜରୁରୀ ପ୍ରସ୍ତୁତି ବୈଠକ
Read More...

ଆଉ ନାହାନ୍ତି ବର୍ଷୀୟାନ ପାଲା ଗାୟକ ସମ୍ରାଟ୍ ପ୍ରହ୍ଲାଦ ସାହୁ

ଖୋର୍ଦ୍ଧା : ବର୍ଷୀୟାନ ପାଲା ଗାୟକ ସମ୍ରାଟ୍ ପ୍ରହ୍ଲାଦ ସାହୁ ଆଉ ନାହାନ୍ତି । ଆଜି ଖୋର୍ଦ୍ଧା ସାରୁଅ ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି । ଗତ କିଛି ଦିନ ଧରି ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା । କୋଭିଡ୍ ଗାଇଡ୍ ଲାଇନ
Read More...

ଅଣ୍ଡା ଗ୍ରାମରେ ଆର‌ମ୍ଭ ହେଲା ଦଣ୍ଡ ଯାତ୍ରା ଅନୁଷ୍ଠିତ

ଖୋର୍ଦ୍ଧା, (କେପିଏନ୍‌ଏସ୍‌) : ଖୋର୍ଦ୍ଧା ଜିଲ୍ଲାର ଅଣ୍ଡା ଗ୍ରାମରେ ଦଣ୍ଡ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ପାଞ୍ଚଟି ଗ୍ରାମର ମଣିମା ଭଗବାନ ଦଣ୍ଡାୟନମାନ ଥିଲେ ସର୍ବେପ୍ରଥେମେ ଅଣ୍ଡା ଗ୍ରାମର ହିରନ୍ୟ ଗର୍ଭସ୍ୟ ଶ୍ରୀ ଶାଳେଶ୍ୱର ଦେବ ଥାନାପତି ହୋଇଥିବା ସହିତ ତା ପଛକୁ ହଳଦିଆପଡ଼ା
Read More...

୩୫ତମ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ

ଖୋର୍ଦ୍ଧା, (କେପିଏନ୍‌ଏସ୍‌) : ଖୋର୍ଦ୍ଧା ଅନ୍ତର୍ଗତ ଅଣ୍ଡା ଗ୍ରାମରେ ଗତ ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ୩୫ତମ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ୧୦ ତାରିଖ ଦିନ ଶ୍ରୀ ଶ୍ରୀ ଶାଳେଶ୍ୱର ଦେବଙ୍କ ଅଭିଷେକ ସହ ଯଜ୍ଞାନୁବରଣ ଅନୁଷ୍ଠିତ ହୋଇଥିବା ବେଳେ ୧୧ ତାରିଖ ଦିନ ପୂଜାର୍ଚ୍ଚନା
Read More...

କୋଭିଡ ଜନିତ ମୃତ୍ୟୁ ଯୋଗୁଁ ସାମ୍ବାଦିକଙ୍କ ପରିବାରକୁ ସହାୟତା

ଖୋର୍ଦ୍ଧା, (କେପିଏନ୍‌ଏସ୍‌) : କରୋନା ଆକ୍ରାନ୍ତ ହେବା ଯୋଗୁଁ ବୈଦ୍ୟୁତିକ ଗଣମାଧ୍ୟମ ନିଉଜ-୧୮ର ଭୁବନେଶ୍ୱର ପ୍ରତିନିଧି ପ୍ରବୀର କୁମାର ପ୍ରଧାନଙ୍କ ମୃତ୍ୟୁ ହୋଇଥିଲା । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସୁପାରିଶ କ୍ରମେ ରାଜ୍ୟ ସରକାର ୧୫ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ସ୍ୱର୍ଗତ ପ୍ରବୀର
Read More...

ବିଶ୍ଵଶାନ୍ତି ମହାଯଜ୍ଞରେ ନିଶିଗନ୍ଧାର ଯୋଗଦାନ

ଖୋର୍ଦ୍ଧା : ଶ୍ରୀ ଶ୍ରୀ ବାଲୁଙ୍କେଶ୍ବର ମହାଦେବ ପୀଠ, ହାଟବରଡି, ଖୋର୍ଦ୍ଧା ଭୁବନେଶ୍ୱର ଠାରେ ଆୟୋଜିତ ବିଶ୍ଵଶାନ୍ତି ମହାଯଜ୍ଞରେ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ, ଖୋର୍ଦ୍ଧା, ଭୁବନେଶ୍ୱର ତରଫରୁ ଆଧ୍ୟାତ୍ମିକ ଆଲୋଚନା ଚକ୍ର, ପୁସ୍ତକ ମେଳା, ଅଙ୍ଗଦାନ ସଚେତନତା ଶିବିର, ପାନୀୟଜଳ ଯୋଗାଣ
Read More...

ବୃଦ୍ଧଙ୍କୁ ଦଳି ଦେଲା ଦନ୍ତା

ଖୋର୍ଦ୍ଧା : ବଢିବାରେ ଲାଗିଛି ହାତୀ‌ଙ୍କ ଉପଦ୍ରବ । ତେବେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନାଞ୍ଚଳ ଅଧିନସ୍ଥ ଟାଙ୍କୋଳରେ ନିଜ ଚାଷ ଜମିକୁ ମୁଗ ଜଗିବାକୁ ଯାଇଥିବାବେଳେ ବୃଦ୍ଧଙ୍କୁ ଦଳି ଦେଲା ଦନ୍ତା । ମୃତକ ଜଣଙ୍କ ଟାଙ୍କୋଳ ଗାଁର ବାଉରୀ ବନ୍ଧୁ ସ୍ୱାଇଁ । ଅନେକ ଦିନ ହେଲା ସ୍ଥାନୀୟ ଅଞ୍ଚଳରେ
Read More...

ଜାତୀୟ ରାଜପଥରେ ବୁଲୁଛନ୍ତି ହାତୀ : ଯାତାୟତ ବାଧାପ୍ରା‌ପ୍ତ

ଖୋର୍ଦ୍ଧା : ସକାଳୁ ସକାଳୁ ଖୋର୍ଦ୍ଧା ଜି‌ଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଦଳେଇପୁଟ ଛକ ନିକଟ ନିର୍ମାଣଧୀନ ଫ୍ଲାଇ ଓଭରବ୍ରିଜ ନିକଟରେ ବୁଲୁଛନ୍ତି ଦୁଇଟି ଦନ୍ତା ହାତୀ । ତେବେ କିଛି ସମୟ ପାଇଁ ରାସ୍ତାରେ ଯାତାୟତ ବାଧାପ୍ରା‌ପ୍ତ ହୋଇଥିବା ବେଳେ ଲୋକମାନେ ମଧ୍ୟ ଭୟଭିତ ହୋଇ ପଡ଼ିଥିଲେ । ଖବର
Read More...